Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଜେଲରୁ ବାହାରିବା ପରେ ପ୍ରଥମ ସକାଳ ଦେଖିଲେ ସିଶୋଦିଆ
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଥିବା ନିଜ ଆକାଉଣ୍ଟରେ ଶନିବାର ସକାଳେ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ନିଜ ସ୍ତ୍ରୀଙ୍କ ସହିତ ଏକ ସେଲ୍ଫି ବି ଶେୟାର କରିଛନ୍ତି । ହାତରେ ରହିଛି ଏକ!-->…
ଜଳାଶୟ ଭିତରେ ଛିଡ଼ା ହୋଇ ଆକୁଳ ନିବେଦନ କରୁଛନ୍ତି ବାଂଲାଦେଶୀ ହିନ୍ଦୁ : ଆମକୁ ଭାରତ ଆସିବାକୁ ଦିଅ
ନୂଆଦିଲ୍ଲୀ: ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହୋଇଛି ସତ, କିନ୍ତୁ ହିଂସା ଥମୁନାହିଁ। ବିକ୍ଷୋଭକାରୀମାନେ ସଂଖ୍ୟାଲଘୁ ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କ ଉପରେ ଅତ୍ୟାଚାର ଜାରି ରଖିଛନ୍ତି। ଦେଶରେ ରହୁଥିବା ଅନେକ ହିନ୍ଦୁ ପରିବାର ଘରଦ୍ଵାର ଛାଡ଼ି ଭାରତ-ବାଂଲାଦେଶ ସୀମାରେ ପହଞ୍ଚିଛନ୍ତି।!-->…
ୱାୟନାଡ ସ୍ଥିତି ପରିଖିଲେ ପ୍ରଧାନମନ୍ତ୍ରୀ : ୨ହଜାର କୋଟି ଟଙ୍କାର ସହାୟତା ମାଗିଲେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ
କେରଳର ୱାୟନାଡ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରିଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ଆକାଶମାର୍ଗରୁ ନୀରିକ୍ଷଣ କରିବା ସହ ଭୂସ୍ଖଳନ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଅଞ୍ଚଳରେ ପହଞ୍ଚି ସମୀକ୍ଷା କରିଛନ୍ତି। ଏହି ସମୟରେ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ!-->…
ଭୟ ବଢ଼ାଉଛି ବାଂଲାଦେଶ ସୀମା ସେପଟ ଭିଡ଼
ଭାରତ-ବାଂଲାଦେଶ ସୀମାରେ ବଢୁଛି ଉତ୍ତେଜନା । ପଶ୍ଚିମବଙ୍ଗ କୁଚବେହାରରେ ଭାରତ-ବାଂଲାଦେଶ ସୀମାରେ, ସୀମା ସେପଟେ ଭିଡ଼ ଜମାଇଛନ୍ତି ହଜାର ହଜାର ବାଂଲାଦେଶୀ। ସତେ ଯେମିତି ମେଳା ଲାଗିଛି । ନିଜ ଦେଶରେ ସ୍ଥିତି ଭୟଙ୍କର ଥିବା ବେଳେ, ଭାରତକୁ ଅନୁପ୍ରବେଶ ପାଇଁ କରିଛନ୍ତି ଅପେକ୍ଷା। କେବଳ ଆଜି!-->…
ଏସ.ସି.ବି. ମେଡିକାଲ୍ କ୍ରେନ୍ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ
କଟକ,୯/୮: କଟକ ସ୍ଥିତ ଏସସିବି ମେଡିକାଲର ନୂଆ କୋଠା ନିର୍ମାଣବେଳେ କ୍ରେନ୍ ଖସିଯାଇ ୩ଜଣ ଆହତ ହେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ୩ଜଣ ଆହତଙ୍କୁ ଆଜି ସନ୍ଧ୍ୟାରେ ରାଜ୍ୟ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ!-->…
ମନୀଷ ସିସୋଦିଆଙ୍କୁ ବଡ଼ ଆଶ୍ଵସ୍ତି, ସୁପ୍ରିମକୋର୍ଟରୁ ମିଳିଲା ଜାମିନ
ନୂଆଦିଲ୍ଲୀ,9/8: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ଓ ଅର୍ଥ ହେରଫେର ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦୁଇ ଜଣିଆ ଖଣ୍ଡପୀଠ ତାଙ୍କ ଜାମିନ ଆବେଦନ ଉପରେ ରାୟ!-->…