Browsing Category

ରାଜନୀତି

ସମସ୍ତଙ୍କୁ ମିଳିବ “ଜମି” ଓ “ଘର”

ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଦେଇଛନ୍ତି ବଡ଼ ସୂଚନା l ସମସ୍ତ ଭୂମିହୀନ ଓ ବାସହୀନ ମାନଙ୍କୁ ମିଳିବ ଜମି ଓ ବାସଗୃହ l ଭୂମିହୀନ ଓ ବାସହୀନଙ୍କୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି। ଗ୍ରାମାଞ୍ଚଳରେ ପଟ୍ଟା ନଥିବା ଗରିବଙ୍କୁ ୪ ଡେସିମିଲ ଜମି ଦିଆଯିବ।

ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ : ଜାଣନ୍ତୁ କେଉଁଥିରେ ରହିବ “ଫୋକସ”

ଭୁବନେଶ୍ୱର,୧୨/୮୧୨/୮/୨୪ (ପିପିଏସ) : ସୋମବାର ସନ୍ଧ୍ୟାରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦିଲ୍ଲୀ ଗସ୍ତ କରିବେ । ଏନ୍‌ଏ୍‌ଚଆଇ କର୍ତ୍ତୃପକ୍ଷଙ୍କ ସହ ଓଡ଼ିଶା ଜାତୀୟ ରାଜପଥ ନେଇ ଆଲୋଚନା

ପୁଣି ଜୋରଦାର୍ ହେଲା ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି : ଅଗଷ୍ଟ ୧୨ରୁରାଜ୍ୟବ୍ୟାପୀ ଆନ୍ଦୋଳନ

ପାଟନା/ଭୁବନେଶ୍ୱର,୧୧/୮/୨୪(ପିପିଏସ) : ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ପୁଣି ଜୋରଦାର୍ ହୋଇଛି । ବିହାର ପ୍ରଦେଶ କଂଗ୍ରେସ କମିଟି (ବିପିସିସି) ଅଗଷ୍ଟ ୧୨ ତାରିଖରୁ କେନ୍ଦ୍ରସରକାରଙ୍କ ଦ୍ବାରା ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ମନା କରିବା ବିରୋଧରେ ରାଜ୍ୟବ୍ୟାପୀ

ଆଳୁ ସମସ୍ୟା ଦୂର କରିବାକୁ, ଫୋନରେ ମମତା-ମୋହନ ଆଲୋଚନା

ସମସ୍ୟା ଦୂର କରିବାକୁ ଅନୁରୋଧ ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶୃତିଭୁବନେଶ୍ୱର,୧୧/୮/୨୪(ପିପିଏସ) : ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଟେଲିଫୋନ ଯୋଗେ ମମତା ବାନାର୍ଜୀଙ୍କ

ସ୍ୱାଧୀନତା ଦିବସରେ କି’ଏ କେଉଁଠି ପତାକା ଉତ୍ତୋଳନ କରିବେ

ଭୁବନେଶ୍ୱର,୧୧/୮/୨୪(ପିପିଏସ) : ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କି’ଏ କେଉଁଠି ପତାକା ଉତ୍ତୋଳନ କରିବେ ସେନେଇ ସରକାରଙ୍କ ପକ୍ଷରୁ ରବିବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗରେ ଅନୁଷ୍ଠିତ

“ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମକୁ ନେଇ ସାଙ୍ଘାତିକ ଅଭିଯୋଗ

ବିଜେଡି କର୍ମୀଙ୍କୁ ଖୁସି କରିବାକୁ ଚୟନ ହୋଇଛି ଅନେକ ପ୍ରକଳ୍ପ* ଅଧା କାମ କରି ପୁରା ବିଲ ନେଇଗଲେ ଠିକାଦାର* ଏସ୍ଟିମେଟ ଠାରୁ କମ କାମରେ ହୋଇଛି ସମ୍ପୂର୍ଣ୍ଣ ବିଲ କେନ୍ଦୁଝର,୧୧/୮/୨୪(ପିପିଏସ) : କେନ୍ଦୁଝର ଜିଲ୍ଲାରେ "ଆମ ଓଡିଶା ନବୀନ ଓଡିଶା"ର ଅନେକ ପ୍ରକଳ୍ପ ଅଧପନ୍ତରିଆ ହୋଇ

ପରଲୋକରେ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ କେ. ନଟୱର ସିଂ

ନୂଆଦିଲ୍ଲୀ/ଭୁବନେଶ୍ୱର (ପିପିଏସ) ୧୧/୮: ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ କେ. ନଟୱର ସିଂହଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଅସୁସ୍ଥତା କାରଣରୁ କିଛି ଦିନ ହେଲା ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ । ତେବେ ଶନିବାର ବିଳମ୍ବିତ ରାତିରେ

ଅଗଷ୍ଟ ୧୫ ତାରିଖରେ ସୁଭଦ୍ରା ଯୋଜନାର ଏସଓପି

ଭୁବନେଶ୍ୱର,10/8 (ପିପିଏସ) : ଅଗଷ୍ଟ ୧୫ ତାରିଖରେ ଆସିବ ସୁଭଦ୍ରା ଯୋଜନା SOP । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଏଥିରେ କିଏ ପାଇବେ ଓ କିଏ ପାଇବେନି ତାର ସ୍ପଷ୍ଟ ଚିତ୍ର ରହିବ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଏହାର ମୋଡାଲିଟି କଣ

ବିଏମଡବ୍ଲୁ ହିଟ୍-ରନ୍ ମାମଲା : ଆସିଲା ଫରେନସିକ୍ ରିପୋର୍ଟ; ମଦ୍ୟପାନ କରିନଥିଲେ ଅଭିଯୁକ୍ତ

ମୁମ୍ବାଇ: ବିଳାସପୂର୍ଣ୍ଣ ବିଏମଡବ୍ଲୁ ସେଡାନ ଚଳାଇବା ବେଳେ ମୁମ୍ବାଇର ୱର୍ଲିରେ ହୋଇଥିବା ହିଟ୍-ରନ୍ ମାମଲାରେ ୨୩ ବର୍ଷୀୟ ଅଭିଯୁକ୍ତଙ୍କ ଫରେନସିକ୍ ରିପୋର୍ଟ ହସ୍ତଗତ ହୋଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଭୟଙ୍କର ଦୁର୍ଘଟଣା ସମୟରେ ସେ ଆଦୌ ମଦ୍ୟପାନ କରିନଥିଲେ। ଯଦିଓ ପୂର୍ବରୁ ପୁଲିସ୍‌

ଆରଏସଏସ ଓ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଆରଏସଏସ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଫଡନାଭିସଙ୍କ ବ୍ୟତୀତ ସ୍ଥାନୀୟ ବିଜେପି ନେତାମାନେ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ। ଶୁକ୍ରବାର ସନ୍ଧ୍ୟାରେ