Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ମହାକୁମ୍ଭ ମେଳା ପାଇଁ ବଢ଼ିଲା ହୋଟେଲ ଦର
ସରକାରଙ୍କ ଆଦେଶକୁ ଅଣଦେଖା
କୁମ୍ଭମେଳାରେ ବୁଡ଼ ପକାଇଲେ ପାପ ଧୋଇଯାଏ। ଏଥି ପାଇଁ ଲୋକେ ହଜାର ହଜାର କିଲୋମିଟର ଦୂର ଅତିକ୍ରମ କରି କୁମ୍ଭମେଳାରେ ଯୋଗ ଦେଇଥାନ୍ତି। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆସନ୍ତା ଜାନୁଆରି ମାସରେ ମହାକୁମ୍ଭ ମେଳାର ଆୟୋଜନ ହେବ। ଭିଡକୁ ଦୃଷ୍ଟିରେ ରଖି ହୋଟେଲ!-->!-->!-->!-->!-->…
ଆରମ୍ଭ ହେଲା ଧାନ କଟା; ମଣ୍ଡି ଅପେକ୍ଷାରେ ଚାଷୀ
ଖରିଫ ମଣ୍ଡି ତାରିଖ ଘେଷଣା ହୋଇନି। ମଣ୍ଡିର ସୁପରିଚାଳନାକୁ ନେଇ ଜିଲ୍ଲାପାଳ ଏହାରି ମଧ୍ୟରେ ଦୁଇଟି ବୈଠକ କରି ସାରିଲେଣି। ମଣ୍ଡି ତାରିଖ ଘୋଷଣା ହୋଇନଥିଲେ ହେଁ ଧାନ ପାଚି ସାରିଥିବାରୁ କାଟିବା ଆରମ୍ଭ କଲେଣି। ୨୦ପ୍ରତିଶତ ଧାନ କାଟିସାରିଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି।
!-->!-->!-->…
ସୀମାନ୍ତରେ ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାର
ମଙ୍ଗଧରିଛନ୍ତି ଓଡ଼ିଆ ଆଦିବାସୀ ନେତା
ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁର ଆଦିବାସୀ ନେତାଙ୍କ ନେତୃତ୍ବରେ ଗଠିତ ବିଭିନ୍ନ ସଙ୍ଗଠନରେ ଉଭୟ ରାଜ୍ୟର ଶତାଧିକ କାର୍ଯ୍ୟକର୍ତ୍ତା ଥିବାରୁ ଏମାନଙ୍କୁ ବିଜେପି ଓ ଜେଏମ୍ଏମ୍ ନେତାମାନେ ନିର୍ବାଚନୀ ଅସ୍ତ୍ର କରିଛନ୍ତି। ଯେଉଁମାନେ ସିମ୍ଡେଗା ଓ!-->!-->!-->…
ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଉଦଘାଟିତ
ଭୁବନେଶ୍ୱର ୧୦-୧୧-୨୦୨୪(ପିପିଏସ ) : ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦଘାଟନ କରିଛନ୍ତି। ଏଥିରେ “ଓଡ଼ିଶାର ଶ୍ରୀ ଅନ୍ନ ଓ କୃଷି!-->…
ନୂତନ ଗ୍ରାମପଞ୍ଚାୟତ ଗଠନ ଦାବିରେ ଜନ ଆନ୍ଦୋଳନ
କେ. ନୂଆଗାଁ ବ୍ଲକ ଅଧିନସ୍ଥ ବଣ୍ଡଗୁଡ଼ା ଗ୍ରାମପଞ୍ଚାୟତ ଉପରେ ମଗଡ଼ିଙ୍ଗିଆ ଅଞ୍ଚଳବାସୀ ନିର୍ଭର କରି ରହିଆସୁଥିଲେ। ଅନେକ ଅସୁବିଧାର ସମୁଖୀନ ହେଉଥିଲେ। ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ଅଞ୍ଚଳବାସୀ ନିଜ ସୁବିଧା ନିମନ୍ତେ ମଗଡ଼ିଙ୍ଗିଆ ଠାରେ ନୂତନ ଗ୍ରାମପଞ୍ଚାୟତ ଗଠନ ପାଇଁ ଦାବି କରି!-->…
ଝାଡ଼ଖଣ୍ଡ ନିର୍ବାଚନ: ନିର୍ଣ୍ଣାୟକ ହେବେ ଓଡ଼ିଆ, ଓଡ଼ିଆ ଭାଷା ସୁରକ୍ଷା ମୁଖ୍ୟ ପ୍ରସଙ୍ଗ
ଝାଡ଼ଖଣ୍ଡ ନିର୍ବାଚନ ଯେତିକି ପାଖେଇ ଆସୁଛି, ଓଡ଼ିଆ ଭୋଟରଙ୍କୁ ସେତିକି ଖୋଜା ପଡ଼ୁଛି। ଓଡ଼ିଆ ଭୋଟରଙ୍କୁ ମନେଇବା ପାଇଁ ଓଡ଼ିଆ ନେତାଙ୍କ ଆବଶ୍ୟକତା ପଡ଼ିଛି। ଖାସ୍ ଏଥିପାଇଁ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମାଳମାଳ ବିଧାୟକ କାମରେ ଲାଗି ପଡ଼ିଛନ୍ତି।
କେନ୍ଦୁଝର/ଭୁବନେଶ୍ୱର!-->!-->!-->…
ହୋମଗାର୍ଡ ନିଯୁକ୍ତି ଉପରେ ଥିବା ରହିତାଦେଶ ପ୍ରତ୍ୟାହୃତ
ଭୁବନେଶ୍ୱର ୦୯-୧୧-୨୦୨୪ (ପିପିଏସ ) : ରାଜ୍ୟରେ ହୋମ ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି ରହିତାଦେଶ ପ୍ରତ୍ୟାହୃତ ହୋଇଛି। ଏହାଦ୍ବାରା ରାଜ୍ୟରେ ଖାଲିଥିବା ହୋମ ଗାର୍ଡ ପଦବି ଖୁବ୍!-->…
ଉଚ୍ଚ ଶିକ୍ଷା କ୍ଷେତ୍ରରେ ଚଳିତ ଶିକ୍ଷା ବର୍ଷରୁ ପ୍ରଚଳନ ହେବ ଜାତୀୟ ଶିକ୍ଷା ନୀତି
ଉଚ୍ଚଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକରେ!-->…
କୌଣସି ପରିସ୍ଥିତିରେ ବନ୍ଦ ହେବ ନାହିଁ ମଧ୍ୟାହ୍ନ ଭୋଜନ, ନିରାପଦ ଓ ସ୍ଵଚ୍ଛ ମଧ୍ୟାହ୍ନ ଭୋଜନକୁ ପ୍ରାଥମିକତା
ନିରନ୍ତର ମଧ୍ୟାହ୍ନ ଭୋଜନ ପ୍ରଦାନ ନେଇ ବିଭାଗୀୟ ସଚିବଙ୍କ ସମୀକ୍ଷା ବୈଠକ
ଭୁବନେଶ୍ୱର ୦୯-୧୧-୨୦୨୪ (ପିପିଏସ ) : ରାଜ୍ୟର ସମସ୍ତ ଜିଲ୍ଲାରେ ପୁଷ୍ଟିକର, ନିରାପଦ ମଧ୍ୟାହ୍ନ ଭୋଜନ ପରିଚାଳନା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ କମିଶନର!-->!-->!-->…
ଆଇଏଏସ୍ ସ୍ତରରେ ଅଦଳବଦଳ: ସଂଜୟ ସିଂଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦାୟିତ୍ବ
ଭୁବନେଶ୍ବର: ରାଜ୍ୟ ସରକାର ଶନିବାର ବରିଷ୍ଠ ଆଇଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାର ବିଶାଳ ଦେବଙ୍କୁ ଶକ୍ତି ବିଭାଗର ଦାୟିତ୍ବ ପ୍ରଦାନ କରିଛନ୍ତି।
ଭୁବନେଶ୍ୱର!-->!-->!-->…