Browsing Category

ରାଜନୀତି

ଯନ୍ତ୍ରୀଙ୍କ ଘରେ କେଜିଏ ସୁନା

ଭୁବନେଶ୍ୱର ୧୮-୧୧-୨୦୨୪ (ପିପିଏସ) : ଭିଜିଲାନ୍ସ ଜାଲରେ ଓଡ଼ିଶା ପୁଲିସ୍ ହାଉସିଂ ୱେଲଫେୟାର କର୍ପୋରେସନ୍ ବ୍ରହ୍ମପୁର ଡିଭିଜନ୍ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡା। ଆଜି ସକାଳେ ତାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଆରମ୍ଭ କରିଥିଲା। ତାଙ୍କ ଘର ସମେତ ଚାରିଟି ସ୍ଥାନରେ ଚାଲିଛି ଚଢ଼ାଉ।

ସୋହେଲାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଧାନକିଣା ଆରମ୍ଭ ହେବ: କେଭି ସିଂହଦେଓ

ଦିନକ ପରେ ଧାନକିଣା ଆରମ୍ଭ ହେବାକୁ ଯାଉଥିବା ବେଳେ ପୁଣି ଉଠିଛି କଟ୍‌ନି ଛଟ୍‌ନି ପ୍ରସଙ୍ଗ। ଏନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, ମନ ଇଚ୍ଛା କଟନି ଛଟନି ହେବ ନାହିଁ, ଯେତେ କମ୍ ହେବ। ସୋହେଲାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଧାନକିଣା ଆରମ୍ଭ ହେବ। ଭୁବନେଶ୍ୱର

ଜାନୁଆରି ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତିମଣତି: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର ୧୮-୧୧-୨୦୨୪ (ପିପିଏସ) : ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଭିଡ଼ ହେତୁ ଏଏସଆଇ  ରତ୍ନଭଣ୍ଡାରର ମରାମତି କାମ କରିପାରିନଥିଲା। ହେଲେ ଏବେ ମରାମତି କାମ ଆରମ୍ଭ ହେବ।

ଆରପାରିରେ ସମୀର ଦେ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ ହେବ ଶେଷକୃତ୍ୟ ଆରପାରିରେ ବିଜେପିର ବରିଷ୍ଠ ନେତା ସମୀର ଦେ । ବିଜେପିର ବରିଷ୍ଠ ନେତା ତଥା ତିନି ତିନି ଥର ବିଧାୟକ ସମୀର ଦେ’ ପରଲୋକ । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ସମୀର ଦେଙ୍କ ପରଲୋକ ଘଟିଛି । ତେବେ ଦୀର୍ଘ ଦିନ ଧରି ସେ

ମାଟିରେ ମିଶିଲା ଟାଗୋର ସୋସାଇଟି

ଡିଏନକେ ପଡିଆ ସମ୍ପ୍ରସାରଣ ଘଟଣା ମାଲକାନଗିରି/ଭୁବନେଶ୍ୱର ୧୭-୧୧-୨୦୨୪(ପିପିଏସ ) :  ମାଲକାନଗିରି ସଦର ମହକୁମାରେ ରହିଥିବା ଡିଏନକେ ପଡିଆ ସଂପ୍ରସାରଣ ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିବା ବେଳେ ପଡିଆକୁ ଲାଗି ରହିଥିବା ଟାଗୋର ସୋସାଇଟିକୁ ସଂପୂର୍ଣ୍ଣ ଉଚ୍ଛେଦ କରାଯାଉଛି। ୪

ଚଳିତବର୍ଷ ବାଲିଯାତ୍ରା କଟକ ଉତ୍ସବରେ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବସ ଚଳାଚଳ…

କଟକ ୧୭-୧୧-୨୦୨୪(ପିପିଏସ ) : ଚଳିତ ବର୍ଷ ବାଲିଯାତ୍ରା କଟକ ଉତ୍ସବରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ,ଶ୍ରୀ ଭାଉସାହେବ ଶିନ୍ଦେ ଜନସାଧାରଣଙ୍କ ସୁବିଧାରେ ନିଶୁଳ୍କ ଯାତାୟତ ଓ ଗମନାଗମନ ନିମନ୍ତେ ବାଲିଯାତ୍ରା ପଡିଆକୁ ସଂଯୋଗ କରୁଥିବା

ରାଜନୈତିକ ଶତ୍ରୁତା: ସରପଞ୍ଚଙ୍କ ସ୍ବାମୀ-ସମିତି ସଭ୍ୟ ହଣାହଣି

ନୟାଗଡ଼ର ଇଟାମାଟି ଥାନା ଶରଧାପୁରରେ ସରପଞ୍ଚଙ୍କ ସ୍ବାମୀ ଏବଂ ସମିତି ସଭ୍ୟଙ୍କ ମଧ୍ୟରେ ହଣାହଣି ମାମଲା ଘଟିଛି। ଉଭୟଙ୍କୁ ଗୁରୁତର ଏବଂ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱରରେ ଏକ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି ନୟାଗଡ଼/ଭୁବନେଶ୍ୱର ୧୭-୧୧-୨୦୨୪(ପିପିଏସ ) :

ଚାନ୍ଦ ସାକ୍ଷୀ ବାପ୍ଲା ସାନ୍ତାଳୀ ମାଟ୍ରିମନିକୁ ଉଦଘାଟନ କଲେ ସାଂସଦ ନବ ଚରଣ ମାଝୀ

ସାନ୍ତାଳ ସମ୍ପ୍ରଦାୟର ବିବାହ ପାଇଁ ନୂଆ ଯୁଗ ଆରମ୍ଭ ହୋଇଛି। ପୂର୍ବରୁ କୌଣସି ଯାତ୍ରା କିମ୍ବା ଆଦିବାସୀଙ୍କ କାର୍ଯକ୍ରମରୁ ସେମାନେ ପୁଅ ପାଇଁ ଝିଅ ଖୋଜୁଥିଲେ ଏବେ ମୋବାଇଲରେ ସମସ୍ତ ତଥ୍ୟ ପାଇ ବିବାହ କରି ପାରିବେ। ଯାତ୍ରାରେ ଝିଅ ଦେଖିବା ପରମ୍ପରା ସମାପ୍ତ ହେବ

ମଞ୍ଚରୁ ଅସୀମାଙ୍କୁ ଓହ୍ଲାଇଦେଲା ପୁଲିସ

ନିୟମ ମାନିଲେନି, ଆଉ ନିର୍ଦ୍ଧାରିତ ସମୟଠାରୁ ବି ଅଧିକ ସମୟ କାର୍ଯ୍ୟକ୍ରମ କରିବାରୁ ହଟହଟା ହୋଇଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା କଟକ,୧୭-୧୧-୨୦୨୪(ପିପିଏସ ) : ନିୟମ ମାନିଲେନି, ଆଉ ନିର୍ଦ୍ଧାରିତ ସମୟଠାରୁ ବି ଅଧିକ ସମୟ କାର୍ଯ୍ୟକ୍ରମ କରିବାରୁ ହଟହଟା ହୋଇଛନ୍ତି କଣ୍ଠଶିଳ୍ପୀ ଅସୀମା

ବିନା ଅନୁମତିରେ ରାସ୍ତା ଖୋଳିଲେ ଜରିମାନା

ରାଜ୍ୟ ସରକାର ରାସ୍ତା ନିର୍ମାଣ ପାଇଁ ସ୍ବତନ୍ତ୍ର ନୀତି ଆଣିବେ ଭୁବନେଶ୍ୱର ୧୭-୧୧-୨୦୨୪(ପିପିଏସ ) : ରାସ୍ତା ନିର୍ମାଣକୁ ନେଇ ରାଜ୍ୟ ସରକାର  ସ୍ୱତନ୍ତ୍ର ନୀତି ଆଣିବାକୁ ଯୋଜନା କରୁଛନ୍ତି। ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଅଧିନରେ ରହିଥିବା ରାସ୍ତାଗୁଡ଼ିକର ନିର୍ମାଣକୁ ନେଇ