Browsing Category

ରାଜନୀତି

ବାଲିଯାତ୍ରା ଅବଧି ଦିନେ ବଢ଼ିଲା

ଐତିହାସିକ କଟକ ବାଲିଯାତ୍ରା ଆସନ୍ତା ୨୨ ତାରିଖ ବଦଳରେ ୨୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଦର୍ଶକ, ବ୍ୟବସାୟୀ, କଳାକାରଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଓ ପ୍ରଶାସନ କଟକ ବାଲିଯାତ୍ରା-୨୦୨୪କୁ ଗୋଟିଏ ଦିନ ଅଧିକ ବୃଦ୍ଧି କରିଛନ୍ତି। କଟକ,୧୯-୧୧-୨୦୨୪(ପିପିଏସ) : ନୌବାଣିଜ୍ୟର

ସିଙ୍ଗାପୁରର ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ସିଙ୍ଗାପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ନିଜ ଟିମ୍‌ ସହ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ଗାନ୍ କିମ୍ ୟଙ୍ଗଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଭୁବନେଶ୍ୱର ୧୯-୧୧-୨୦୨୪(ପିପିଏସ) : ସିଙ୍ଗାପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ

ଡିସେମ୍ବର ୧୯ରେ ବିଧାନସଭା ଘେରିବେ ଅଙ୍ଗନବାଡ଼ି କର୍ମୀ

ଅଙ୍ଗନବାଡ଼ି କର୍ମୀଙ୍କୁ ଆର୍ଥିକ ଶୋଷଣ ବନ୍ଦ ଓ ଅନାବଶ୍ୟକ କାର୍ଯ୍ୟଭାର ପ୍ରତ୍ୟାହାର ସହ ଭତ୍ତା ବୃଦ୍ଧିର ପ୍ରତିଶ୍ରୁତି ପୂରଣ ନକଲେ ଆଗାମୀ ଡିସେମ୍ବର ୧୯ ତାରିଖରେ ବିଧା‌ନସଭା ଘେରାଉ କରିବ ଅଙ୍ଗନବାଡ଼ି କର୍ମଚାରୀ ୟୁନିୟନ ସଂଯୁକ୍ତ ମୋର୍ଚ୍ଚା। ଭୁବନେଶ୍ୱର ୧୯-୧୧-୨୦୨୪(ପିପିଏସ) :

ଡିସେମ୍ବର ୩ରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ୬ରେ ପହଞ୍ଚିବେ ମୟୂରଭଞ୍ଜ

ଡିସେମ୍ବର ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ୩ ତାରିଖରେ ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅବତରଣ କରିବେ ବୋଲି ତାଙ୍କ ଗସ୍ତ ସୂଚୀରୁ ଜଣାପଡ଼ିଛି।

କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କୁ ବାନ୍ଧିଲା ଭିଜିଲାନ୍ସ

କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କୁ ବାନ୍ଧିଲା ଭିଜିଲାନ୍ସ। ଗତକାଲି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯିବା ପରେ କଟକକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି।

୨୬ରୁ ବିଧାନସଭା ଅଧିବେଶନ, ୨୫ରେ ସର୍ବଦଳୀୟ ବୈଠକ

ଆସନ୍ତା ୨୬ ତାରିଖଠାରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସର୍ବଦଳୀୟ ବୈଠକ ୨୫ ତାରିଖ ଦିନ ଅନୁଷ୍ଠିତ ହେବ। ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଭୁବନେଶ୍ୱର

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଶାହ

ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ। ଉଭୟେ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପୁଲିସ ଡ଼ିଜି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ନଭେମ୍ବର ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଡିଜି ସମ୍ମିଳନୀ । ସରକାରୀ ସ୍ତରରେ ଘୋଷଣା

ଦୁର୍ଗମ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ଦୋଳାରେ ୮ କିମି ବୁହା ହେଲେ ମହିଳା

ରାଜ୍ୟରେ ଆଜି ବି ଏମିତି ଅନେକ ଦୁର୍ଗମ ଅଞ୍ଚଳ ଅଛି, ଯେଉଁଠି ଲୋକେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେବା ସହ ଆମ୍ବୁଲାନ୍‌ସ ଭଳି ଜରୁରୀକାଳୀନ ସେବା ସାତସପନ ପାଲଟିଛି। ଭାତହାଣ୍ଡିରୁ ଗୋଟିଏ ଚିପିବା ନ୍ୟାୟରେ ଏହାର ଜ୍ବଳନ୍ତ ଉଦାହରଣ ପାତ୍ରପୁର/ଭୁବନେଶ୍ୱର ୧୮-୧୧-୨୦୨୪ (ପିପିଏସ) : ରାଜ୍ୟରେ

ଖଣି ଆନ୍ଦୋଳନ ରୋକିବାକୁ ସରକାରଙ୍କ କଠୋର ନିଷ୍ପତ୍ତି: ତାଳଚେରରେ ୬ ମାସ ପାଇଁ ‘ଏସ୍‌ମା’ ଲାଗୁ

ତାଳଚେର ଖଣି ଅଞ୍ଚଳରେ ଚାଲିଥିବା ଆନ୍ଦୋଳନ ରୋକିବା ପାଇଁ ସରକାର କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏମ୍‌ସିଏଲ୍‌ ଦ୍ବାରା ଚାଲିଥିବା କୋଇଲା ଖନନ ଓ ପରିବହନ ବ୍ୟବସ୍ଥାରେ ଅତ୍ୟାବଶ୍ୟକ ସେବା ଆଇନ୍‌ (ଏସ୍‌ମା) ଲାଗୁ କରାଯାଇଛି। ଅନୁଗୁଳ/ଭୁବନେଶ୍ୱର ୧୮-୧୧-୨୦୨୪ (ପିପିଏସ) : ତାଳଚେର

ନିର୍ବାଚନ ପାଇଁ ମୁମ୍ବାଇରେ ୪ ଦିନ ‘ଡ୍ରାଇଡେ’

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ  ପାଇଁ ଚଳିତ ସପ୍ତାହରେ ୪ ଦିନ ମୁମ୍ବାଇ ସମେତ ମହାରାଷ୍ଟ୍ରର ଅନ୍ୟ ସହରରେ ମଦ ବିକ୍ରି ଉପରେ କଟକଣା ଲାଗୁ ରହିବ । ଅର୍ଥାତ୍ ଏସବୁ ସହରରେ ୪ ଦିନ ଡ୍ରାଏ ଡେ ରହିବ । ନିର୍ବାଚନକୁ ଶାନ୍ତିପୂର୍ଣ୍ଣ କରିବାକୁ ନିର୍ବାଚନ କମିସନ ଏହି ନିଷ୍ପତ୍ତି ନେଇଛ୍ତି ।