Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଫେବ୍ରୁଆରି ୧୭ରେ ଆସିବ ରାଜ୍ୟ ବଜେଟ୍
ଭୁବନେଶ୍ବର: ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆସନ୍ତା ୧୩ ତାରିଖ ଠାରୁ ଆରମ୍ଭ ହେବ। ଏହି ଅଧିବେଶନରେ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଅର୍ଥ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ।
!-->!-->…
ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ଆମେରିକା ବାହାର
ପ୍ରଥମ ଦିନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଟ୍ରମ୍ପ
ଟ୍ରମ୍ପ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଘୋଷଣା ବିଷୟରେ କହିଛନ୍ତି। ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଦିନରେ ନିର୍ଦ୍ଦେଶ ସ୍ୱାକ୍ଷର କରିବା ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଆଦେଶ ମଧ୍ୟରେ ବିଶ୍ବ!-->!-->!-->…
ପାକିସ୍ତାନୀ ଏୟାରପୋର୍ଟକୁ ହାତେଇଲା ଚୀନ
ପାକିସ୍ତାନର ଗ୍ବାଦର ସହରରେ ନିର୍ମିତ ଏକ ଏୟାରପୋର୍ଟକୁ ନିଜ ନିୟନ୍ତ୍ରଣକୁ ନେଇଯାଇଛି । ଏହି ବିମାନ ବନ୍ଦରରେ ସୁରକ୍ଷା ପାଇଁ ବହୁ ସଂଖ୍ୟକ ଚାଇନା ଉପକରଣ ଲଗାଯାଇଛି। ଖାଲି ସେତିକି ନୁହେଁ, ଚୀନରୁ ଆସୁଥିବା ଜାହାଜ ସମୟରେ ଚୀନସେନାର ସ୍ପେଶାଲ ସ୍କ୍ୱାଡ୍ ଏଠାରେ ମୁତୟନ ରହିବେ।
!-->!-->!-->…
କୋଲକାତା ମେଡିକାଲ ଛାତ୍ରୀ ଦୁଷ୍କର୍ମ-ହତ୍ୟା ମାମଲା: ରାୟ ନେଇ ଖୁସି ନାହାନ୍ତି କଟକ ଛାତ୍ରଛାତ୍ରୀ
ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ପଶ୍ଚିମବଙ୍ଗର ସିଆଲଦା କୋର୍ଟରେ ରାୟ ପ୍ରକାଶ ପାଇଛି। ଦୋଷୀ ସଞ୍ଜୟ ରାୟଙ୍କୁ ମିଳିଥିବା ଦଣ୍ଡ ନେଇ କଟକ ଏସ୍ସିବି ମେଡିକାଲ କଲେଜର ଡାକ୍ତର ଛାତ୍ରଛାତ୍ରୀମାନେ ଖୁସି ନାହାନ୍ତି।
କଟକ!-->!-->!-->…
ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା: ମୁଖ୍ୟ ସାକ୍ଷୀଙ୍କ ସାର୍ଟ ରଙ୍ଗ ବଦଳିଗଲା
ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ତଦନ୍ତରେ ରହିଥିବା ବିଭିନ୍ନ ଛିଦ୍ର ସବୁ ଗୋଟିଏ ପରେ ଗୋଟିଏ ପଦାକୁ ଆସିବାରେ ଲାଗିଛି। କ୍ରାଇମ୍ବ୍ରାଞ୍ଚ କାହିଁକି ସ୍ବର୍ଗତ ଦାସଙ୍କ ଗୁଳିବିଦ୍ଧ ସାର୍ଟ ଓ ରକ୍ତଲଗା ତଉଲିଆକୁ ଜବତ କଲାନାହିଁ
!-->!-->!-->…
ରାମାୟଣ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନର ପ୍ରଥମ ବାର୍ଷିକୀ ପାଳନ
ଭୁବନେଶ୍ୱର ୨୦-୦୧-୨୦୨୫(ପିପିଏସ) : ୨୦୨୪ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ସହିତ ଭାରତ ଏକଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରତ୍ୟକ୍ଷ କରିଥିଲା ଯାହା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଦଶନ୍ଧିର ଯାତ୍ରାର ସମାପ୍ତି ଥିଲା । ଏହି ଐତିହାସିକ ଘଟଣା କେବଳ ଏକ ବହୁ!-->!-->!-->…
କୋଣାର୍କରେ ଆରମ୍ଭ ହେଲା ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
କୋଣାର୍କରେ ଆଜି ଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀ ଓ ରାଜ୍ୟ ଖଣି ମନ୍ତ୍ରୀ ବିଭୁତିଭୂଷଣ ଜେନା ବି ଏଥିରେ ଯୋଗ ଦେଇଛନ୍ତି।!-->…
ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ପିଏମ ଆବାସ ସର୍ଭେ
ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ପିଏମ ଆବାସ ସର୍ଭେ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ସେ କହିଛନ୍ତି, ଏଥିଲାଗି ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ।
ଭୁବନେଶ୍ୱର ୨୦-୦୧-୨୦୨୫(ପିପିଏସ ) : ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ!-->!-->!-->…
ରାଷ୍ଟ୍ରପତି ଭବନରେ ଆୟୋଜିତ ନୈଶ ଭୋଜି ପାଇଁ ରାମଜିତ୍, କିରନ୍ଙ୍କୁ ନିମନ୍ତ୍ରଣ
ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଏକ ନୈଶ ଭୋଜିରେ ରାଇରଙ୍ଗପୁର ଅଂଚଳର ଦୁଇଜଣ ଯୋଗଦେବେ ବୋଲି ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ଆସିଛି।
ରାଇରଙ୍ଗପୁର/ଭୁବନେଶ୍ୱର ୨୦-୦୧-୨୦୨୫(ପିପିଏସ ) : ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି!-->!-->!-->…
ନବ ଦାସ ହତ୍ୟା ମାମଲା: ମୁହଁ ଖୋଲିଲେ ଦେବେଶ
ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ରାଜନୈତିକ ବୟାନବାଜୀ ମଧ୍ୟ ଜାରି ରହିଛି। ପୂର୍ବତନ ବିଧାୟକ ଦୀପାଳି ଦାସ ତାଙ୍କ ବାପା ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।
ଭୁବନେଶ୍ୱର!-->!-->!-->…