Browsing Category

ଓଡିଶା

ରାଜନୈତିକ ଶତ୍ରୁତା: ସରପଞ୍ଚଙ୍କ ସ୍ବାମୀ-ସମିତି ସଭ୍ୟ ହଣାହଣି

ନୟାଗଡ଼ର ଇଟାମାଟି ଥାନା ଶରଧାପୁରରେ ସରପଞ୍ଚଙ୍କ ସ୍ବାମୀ ଏବଂ ସମିତି ସଭ୍ୟଙ୍କ ମଧ୍ୟରେ ହଣାହଣି ମାମଲା ଘଟିଛି। ଉଭୟଙ୍କୁ ଗୁରୁତର ଏବଂ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱରରେ ଏକ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି ନୟାଗଡ଼/ଭୁବନେଶ୍ୱର ୧୭-୧୧-୨୦୨୪(ପିପିଏସ ) :

ଚାନ୍ଦ ସାକ୍ଷୀ ବାପ୍ଲା ସାନ୍ତାଳୀ ମାଟ୍ରିମନିକୁ ଉଦଘାଟନ କଲେ ସାଂସଦ ନବ ଚରଣ ମାଝୀ

ସାନ୍ତାଳ ସମ୍ପ୍ରଦାୟର ବିବାହ ପାଇଁ ନୂଆ ଯୁଗ ଆରମ୍ଭ ହୋଇଛି। ପୂର୍ବରୁ କୌଣସି ଯାତ୍ରା କିମ୍ବା ଆଦିବାସୀଙ୍କ କାର୍ଯକ୍ରମରୁ ସେମାନେ ପୁଅ ପାଇଁ ଝିଅ ଖୋଜୁଥିଲେ ଏବେ ମୋବାଇଲରେ ସମସ୍ତ ତଥ୍ୟ ପାଇ ବିବାହ କରି ପାରିବେ। ଯାତ୍ରାରେ ଝିଅ ଦେଖିବା ପରମ୍ପରା ସମାପ୍ତ ହେବ

ମଞ୍ଚରୁ ଅସୀମାଙ୍କୁ ଓହ୍ଲାଇଦେଲା ପୁଲିସ

ନିୟମ ମାନିଲେନି, ଆଉ ନିର୍ଦ୍ଧାରିତ ସମୟଠାରୁ ବି ଅଧିକ ସମୟ କାର୍ଯ୍ୟକ୍ରମ କରିବାରୁ ହଟହଟା ହୋଇଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା କଟକ,୧୭-୧୧-୨୦୨୪(ପିପିଏସ ) : ନିୟମ ମାନିଲେନି, ଆଉ ନିର୍ଦ୍ଧାରିତ ସମୟଠାରୁ ବି ଅଧିକ ସମୟ କାର୍ଯ୍ୟକ୍ରମ କରିବାରୁ ହଟହଟା ହୋଇଛନ୍ତି କଣ୍ଠଶିଳ୍ପୀ ଅସୀମା

 ୩୨,୩୩ ଓ ୩୪ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ ଓଡ଼ିଆ ସିନେମା ଜଗତର ବର୍ଷୀୟାନ କଳାକାର ଜୟୀରାମ ସାମଲଙ୍କୁ ସମ୍ମାନିତ କରାଯାଇଛି। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଓଡ଼ିଆ ସିନେମାକୁ ନୂଆ ପରିଚୟ ଦେଇଥିବା କିମ୍ବଦନ୍ତୀ ଅଭିନେତାଙ୍କୁ

ବିନା ଅନୁମତିରେ ରାସ୍ତା ଖୋଳିଲେ ଜରିମାନା

ରାଜ୍ୟ ସରକାର ରାସ୍ତା ନିର୍ମାଣ ପାଇଁ ସ୍ବତନ୍ତ୍ର ନୀତି ଆଣିବେ ଭୁବନେଶ୍ୱର ୧୭-୧୧-୨୦୨୪(ପିପିଏସ ) : ରାସ୍ତା ନିର୍ମାଣକୁ ନେଇ ରାଜ୍ୟ ସରକାର  ସ୍ୱତନ୍ତ୍ର ନୀତି ଆଣିବାକୁ ଯୋଜନା କରୁଛନ୍ତି। ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଅଧିନରେ ରହିଥିବା ରାସ୍ତାଗୁଡ଼ିକର ନିର୍ମାଣକୁ ନେଇ

ଅଭିଭାବକ ବେଫିକର, ପୁଲିସର ନିଘା ନାହିଁ

ପିଲାମାନେ ବି ବେଫିକର ହୋଇ ରାସ୍ତାରେ ଗାଡ଼ ଚଲାଇ ସ୍କୁଲକୁ ଯାଉଛନ୍ତି। ଯଦି କିଛି ବି ଘଟେ ତେବେ ସିଧା ପ୍ରଶାସନ ଉପରେ ଉଙ୍ଗୁଳି ଉଠିବ। ମାଲକାନଗିରିରେ ଦୁଇଟି ବାଇକ୍‌ରେ ତିନି ଜଣ ପିଲା ସ୍କୁଲ ଯାଉଥିବା ବେଳେ ରାସ୍ତାରେ କଥାବାର୍ତ୍ତା ହୋଇ ବେଫିକର ହୋଇ ଗାଡ଼ି ଚଲାଉଥିଲେ।

ବିଜେଡିକୁ ଶକ୍ତଧକ୍କା: ବିଜେପି ହାତକୁ ଗଲା ସଦର ବ୍ଲକ୍‌

ଢେଙ୍କାନାଳ ସଦର ବ୍ଲକ୍‌ ଅଧ୍ୟକ୍ଷା ରାଜଶ୍ରୀ ନାୟକଙ୍କ ବିରୋଧରେ ଅନାସ୍ଥା ବୈଠକ ଆଜି ସଦର ବ୍ଲକ୍‌ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।  ଅଧ୍ୟକ୍ଷା ଶ୍ରୀମତି ନାୟକଙ୍କ ସପକ୍ଷରେ ମାତ୍ର ୧୭ଟି ଭୋଟ୍‌ ଯାଇଥିବା ବେଳେ ୪୪ଟି ଭୋଟ ତାଙ୍କ ବିପକ୍ଷରେ ଯାଇଥିଲା। ଢେଙ୍କାନାଳ/ଭୁବନେଶ୍ୱର

ଋଣ କରିବ ଦେଶର ସବୁଠୁ ବଡ଼ ଋଣଦାତା

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଏବେ ଦେଶର ସବୁଠାରୁ ବଡ଼ ଋଣଦାତା ହିସାବରେ ଜଣାଶୁଣା । କିନ୍ତୁ ଏବେ ସବୁଠୁ ବଡ଼ ଋଣଦାତା ସବୁଠୁ ବଡ଼ ଋଣ କରିବାକୁ ପ୍ରସ୍ତୁତି ଚଳାଇଛି । ବ୍ୟାଙ୍କ ପ୍ରାୟ ୧୦ ବିଲିୟନ ଡଲାର ଋଣ ନେବାକୁ ଯୋଜନା କରୁଛି । ମୁମ୍ବାଇ/ଭୁବନେଶ୍ୱର

ଏସସିବିରେ ପ୍ରଥମଥର ପାଇଁ ହେବ ହୃତପିଣ୍ଡ ପ୍ରତିରୋପଣ

କଟକ,୧୬-୧୧-୨୦୨୪(ପିପିଏସ) : ଓଡ଼ିଶାବାସୀଙ୍କୁ ଉନ୍ନତ ଏବଂ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ, କଟକରେ ହୃତପିଣ୍ଡ ପ୍ରତିରୋପଣ ପାଇଁ ପ୍ରଥମ ରୋଗୀଙ୍କ ସ୍କ୍ରିନିଂ ପ୍ରକ୍ରିୟା ଚାଲୁଅଛି। ଓଡ଼ିଶାର

କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ଭଦ୍ରକ/ଭୁବନେଶ୍ୱର ୧୬-୧୧-୨୦୨୪(ପିପିଏସ) : କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଚରମ୍ପା  ଷ୍ଟେସନ ପାର୍ କରିବା ପରେ ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଥିବା ଜଣାଯାଇଛି।  ରାଣିତାଲ ନିକଟରେ ଧୂଆଁ