Browsing Category

ଓଡିଶା

୩୫ତମ କୋଣାର୍କ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ।

୧୪ତମ ଆନ୍ତର୍ଜାତିକ ବାଲୁକା କଳାରେ ଯୋଗ ଦେବେ ୭ବିଦେଶୀ କଳାକାର। କୋଣାର୍କ/ଭୁବନେଶ୍ୱର ୧୮-୧୧-୨୦୨୪ (ପିପିଏସ) : ଓଡିଶା କଳା, ସଂସ୍କୃତି, ପରମ୍ପରା  ଓ ପର୍ଯ୍ୟଟନର ବିକାଶ ପାଇଁ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତିବର୍ଷ ଡିସେମ୍ବର ୧ରୁ ୫ ପର୍ଯ୍ୟନ୍ତ

ବାଣୀବିହାର ପାଲଟିଛି ମିନି ଡମ୍ପିଂୟାର୍ଡ: ହାତ ଟେକିଦେଲେଣି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ

ଉତ୍କଳ ବିଶ୍ବବିଦ୍ୟାଳୟ ତଥା ବାଣୀବିହାର କ୍ୟାମ୍ପସ୍‌ ପରିସର ବସ୍ତିବାସିନ୍ଦାଙ୍କ ଡମ୍ପିଂୟାର୍ଡ ପାଲଟିଛି। ବିଶ୍ବବିଦ୍ୟାଳୟର ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ବକୁ ଲାଗି ଗଢ଼ି ଉଠିଥିବା ବସ୍ତିରେ ଘର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଭୁବନେଶ୍ୱର ୧୮-୧୧-୨୦୨୪ (ପିପିଏସ) : ଉତ୍କଳ

ମୃତ୍ୟୁ ମୁଖରୁ ଫେରେଇ ଆଣିଲେ ଜୀବନ

ଚିକିତ୍ସା ବିଜ୍ଞାନ ଏବଂ କାର୍ଯ୍ୟଦକ୍ଷତାର ଅପୂର୍ବ ସମନ୍ବୟ ସହିତ ଏମ୍‌ସ ଭୁବନେଶ୍ୱରରେ ଏକ ଉତ୍ସର୍ଗୀକୃତ ଡାକ୍ତରୀ ଦଳ ଉନ୍ନତ ଏକ୍ସଟ୍ରାକୋର୍‌ପୋରାଲ୍ କାର୍ଡିଓ-ପୁଲମୋନାରୀ ରେସୁସିଟେସନ୍‌ (ଇ-ସିପିଆର୍‌) ମାଧ୍ୟମରେ ଜଣେ ୨୪ ବର୍ଷ ବୟସ୍କ ଆର୍ମୀ ଯବାନଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା

ଯନ୍ତ୍ରୀଙ୍କ ଘରେ କେଜିଏ ସୁନା

ଭୁବନେଶ୍ୱର ୧୮-୧୧-୨୦୨୪ (ପିପିଏସ) : ଭିଜିଲାନ୍ସ ଜାଲରେ ଓଡ଼ିଶା ପୁଲିସ୍ ହାଉସିଂ ୱେଲଫେୟାର କର୍ପୋରେସନ୍ ବ୍ରହ୍ମପୁର ଡିଭିଜନ୍ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡା। ଆଜି ସକାଳେ ତାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଆରମ୍ଭ କରିଥିଲା। ତାଙ୍କ ଘର ସମେତ ଚାରିଟି ସ୍ଥାନରେ ଚାଲିଛି ଚଢ଼ାଉ।

ସୋହେଲାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଧାନକିଣା ଆରମ୍ଭ ହେବ: କେଭି ସିଂହଦେଓ

ଦିନକ ପରେ ଧାନକିଣା ଆରମ୍ଭ ହେବାକୁ ଯାଉଥିବା ବେଳେ ପୁଣି ଉଠିଛି କଟ୍‌ନି ଛଟ୍‌ନି ପ୍ରସଙ୍ଗ। ଏନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, ମନ ଇଚ୍ଛା କଟନି ଛଟନି ହେବ ନାହିଁ, ଯେତେ କମ୍ ହେବ। ସୋହେଲାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଧାନକିଣା ଆରମ୍ଭ ହେବ। ଭୁବନେଶ୍ୱର

ଜାନୁଆରି ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତିମଣତି: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର ୧୮-୧୧-୨୦୨୪ (ପିପିଏସ) : ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଭିଡ଼ ହେତୁ ଏଏସଆଇ  ରତ୍ନଭଣ୍ଡାରର ମରାମତି କାମ କରିପାରିନଥିଲା। ହେଲେ ଏବେ ମରାମତି କାମ ଆରମ୍ଭ ହେବ।

ଆରପାରିରେ ସମୀର ଦେ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ ହେବ ଶେଷକୃତ୍ୟ ଆରପାରିରେ ବିଜେପିର ବରିଷ୍ଠ ନେତା ସମୀର ଦେ । ବିଜେପିର ବରିଷ୍ଠ ନେତା ତଥା ତିନି ତିନି ଥର ବିଧାୟକ ସମୀର ଦେ’ ପରଲୋକ । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ସମୀର ଦେଙ୍କ ପରଲୋକ ଘଟିଛି । ତେବେ ଦୀର୍ଘ ଦିନ ଧରି ସେ

ମାଟିରେ ମିଶିଲା ଟାଗୋର ସୋସାଇଟି

ଡିଏନକେ ପଡିଆ ସମ୍ପ୍ରସାରଣ ଘଟଣା ମାଲକାନଗିରି/ଭୁବନେଶ୍ୱର ୧୭-୧୧-୨୦୨୪(ପିପିଏସ ) :  ମାଲକାନଗିରି ସଦର ମହକୁମାରେ ରହିଥିବା ଡିଏନକେ ପଡିଆ ସଂପ୍ରସାରଣ ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିବା ବେଳେ ପଡିଆକୁ ଲାଗି ରହିଥିବା ଟାଗୋର ସୋସାଇଟିକୁ ସଂପୂର୍ଣ୍ଣ ଉଚ୍ଛେଦ କରାଯାଉଛି। ୪

ଚଳିତବର୍ଷ ବାଲିଯାତ୍ରା କଟକ ଉତ୍ସବରେ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବସ ଚଳାଚଳ…

କଟକ ୧୭-୧୧-୨୦୨୪(ପିପିଏସ ) : ଚଳିତ ବର୍ଷ ବାଲିଯାତ୍ରା କଟକ ଉତ୍ସବରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ,ଶ୍ରୀ ଭାଉସାହେବ ଶିନ୍ଦେ ଜନସାଧାରଣଙ୍କ ସୁବିଧାରେ ନିଶୁଳ୍କ ଯାତାୟତ ଓ ଗମନାଗମନ ନିମନ୍ତେ ବାଲିଯାତ୍ରା ପଡିଆକୁ ସଂଯୋଗ କରୁଥିବା

ପିଲାଙ୍କ ପାଇଁ ଆସିଥିବା ସରକାରୀ ୟୁନିଫର୍ମ-ଜୋତା ଡମ୍ପିଂୟାର୍ଡରେ ଖତ ଖାଉଛି

ପିଲାଙ୍କ ମଧ୍ୟରେ ସ୍କୁଲ ଯିବା ଲାଗି ଆଗ୍ରହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ସହିତ ୟୁନିଫର୍ମ ଓ ଜୋତା ପିଲାଙ୍କୁ ଯୋଗାଇ ଦିଆଯାଉଛି। ତେବେ ୟୁନିଫର୍ମ ଓ ଜୋତା ପିଲାଙ୍କୁ ମିଳିବା ପରିବର୍ତ୍ତେ ଡମ୍ଫିୟାର୍ଡରେ ଖତ ଖାଉଛି