Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଧାନ ବ୍ୟତୀତ ଅନ୍ୟ ଫସଲ କ୍ଷତି ପାଇଁ ମଧ୍ୟ କ୍ଷତିପୂରଣ ଦିଆଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ବର୍ଷାରେ ଫସଲ କ୍ଷୟକ୍ଷତିର ସାମ୍ନା କରିଥିବା ଚାଷୀଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଦେଇଛନ୍ତି। ଚାଷୀଙ୍କୁ କ୍ଷୟକ୍ଷତି ସହାୟତା ମିଳିବ ବୋଲି ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଅଦିନିଆ ବର୍ଷାରେ ହେକ୍ଟର!-->…
ଡକ୍ଟର ହରେକୃଷ୍ଣ ମହତାବଙ୍କ ପୁଣ୍ୟତିଥି
ରାଜ୍ୟର ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କ ପରିବାର ସଦସ୍ୟ ଏହି ମହୋତ୍ସବରେ ଯୋଗ ଦେବା ପାଇଁ ସାଂସଦ ଶ୍ରୀ ମହତାବ ଅନୁରୋଧ କରିଛନ୍ତି
ଜାନୁଆରୀ ୨ରେ ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ
ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଯୋଗ ଦେବେ ମୁଖ୍ୟମନ୍ତ୍ରୀଙ୍କ!-->!-->!-->!-->!-->!-->!-->!-->!-->!-->…
ଟଙ୍କା ଠକେଇ
ଗାଜିଆବାଦ୍ରୁ ମା’-ପୁଅଙ୍କୁ ବାନ୍ଧିଲା ଓଡ଼ିଶା ସାଇବର ପୁଲିସ
ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଶା ସାଇବର ଥାନା ପୁଲିସ ମା’-ପୁଅଙ୍କୁ ଉତ୍ତରପ୍ରଦେଶର ଗାଜିଆବାଦ୍ରୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ନୀଲମ ଅଗ୍ରୱାଲ ଓ ତାଙ୍କର ପୁଅ ବଂଶ!-->!-->!-->…
ଦିଲ୍ଲୀରେ ରାଜଭାଷା ସମୀକ୍ଷା
ନୂଆଦିଲ୍ଲୀରେ ବିଭିନ୍ନ କେନ୍ଦ୍ରୀୟ ବିଭାଗର ରାଜଭାଷା ନିରୀକ୍ଷଣ କାର୍ଯ୍ୟକ୍ରମ ଅବସରରେ ସଂସଦୀୟ ରାଜଭାଷା କମିଟିର ଉପାଧ୍ଯକ୍ଷ ଶ୍ରୀ ଭର୍ତ୍ତୃହରି ମହତାବ ଏବଂ ଅନ୍ୟ ସଦସ୍ୟମାନେ
ରାଜଧାନୀରେ ବାବାଙ୍କ ମଠକୁ ବୋମାମାଡ
ଭୁବନେଶ୍ୱର ୨୭-୧୨-୨୦୨୪ (ପିପିଏସ) : ଶ୍ରୀଲିଙ୍ଗରାଜ ଥାନା ଅଧୀନ ଖରାଖିଆ ବୈଦ୍ୟନାଥସାହିସ୍ଥିତ ତ୍ରିଦଣ୍ଡୀ ଗୌଡ଼ୀୟ ମଠ ଉପରକୁ ସୋମବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ମଠର ରୋଷେୟା ବାବା ସୁବଳ ସଖା ତ୍ରିଦଣ୍ଡୀ ମହାରାଜ(୬୨) ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ!-->…
୧୧କେଭି ତାର ଛିଡି ଯିବାରୁ ସଂପୂର୍ଣ୍ଣ ଜଳିଗଲେ ଚାଷୀ
କ୍ଷତିପୂରଣ ଦାବୀରେ ରାସ୍ତାରୋକ
ଭଦ୍ରକ,୨୭-୧୨-୨୦୨୪ (ପିପିଏସ) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଠାରେ ଚାଷୀଙ୍କ ଧାନ କ୍ଷେତ ଉପରେ ଯାଇଥିବା ୧୧ କେଭି ତାର ଛିଡି ପଡିବାରୁ ନିଜ ବିଲକୁ ଧାନ ଆଣିବା ପାଇଁ ଯାଇଥିବା ଚାନ୍ଦବାଲି ଏନଏସି ଅଧୀନସ୍ଥ ବାଲିଗାଁ ନରିସଂପୁରର ଚାଷୀ ପ୍ରମୋଦ ଦାସଙ୍କ!-->!-->!-->!-->!-->…
କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶାଗସ୍ତ ବାତିଲ୍
ଭୁବନେଶ୍ୱର ୨୭-୧୨-୨୦୨୪ (ପିପିଏସ) : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆସନ୍ତା ୨୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଥାନ୍ତେ। ହେଲେ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି। ଏନେଇ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ସୂଚନା ଦେଇଛନ୍ତି। ତାଙ୍କ ସୂଚନା ମୁତାବକ!-->…
ଭିଜିଲାନସ୍ ଜାଲରେ ରାଜସ୍ବ ନିରୀକ୍ଷକ; ସ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ
ଆରଆଇ ସୁରେନ୍ଦ୍ର ତନ୍ତୀଙ୍କ ପତ୍ନୀ ନବରଙ୍ଗପୁର ଠାରେ ଏଗ୍ରୀଗୋଲଡ୍ ନାମକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ଏଜେଣ୍ଟ ସାଜିଥିଲେ। ଅଂଚଳରେ ଗ୍ରାମର କିଛି ମହିଳା ଓପୁରୁଷଙ୍କ ଠାରୁ ଦିନିକିଆ ୨୦ଟଙ୍କା ଓ ଏକକାଳୀନ ୫୦୦ରୁ ୬୦୦ଟଙ୍କା ଲେଖାଏଁ ଜମା ରାଶି ଆଦାୟ କରିଥିଲେ।
କୋରାପୁଟ/ଭୁବନେଶ୍ୱର!-->!-->!-->…
ପ୍ରକୃତ ଚାଷୀଙ୍କ ବାବଦରେ ଜାଣିବା ପାଇଁ ପୁଣି ପଞ୍ଜିକରଣ: କୃଷ୍ଣଚନ୍ଦ୍ର ପାତ୍ର
ରାଜ୍ୟରେ ଅନେକ ନକଲି ଚାଷୀ ଥିବାରୁ ପ୍ରକୃତ ଚାଷୀଙ୍କ ବାବଦରେ ଜାଣିବା ପାଇଁ ଆଉ ଥରେ ହେଉଛି ଚାଷୀ ପଞ୍ଜିକରଣ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହାଫଳରେ ରାଜ୍ୟରେ ଥିବା ନକଲି ଚାଷୀଙ୍କୁ ଧରିହେବ ବୋଲି ସେ କହିଛନ୍ତି।
ଭୁବନେଶ୍ୱର ୨୭-୧୨-୨୦୨୪!-->!-->!-->…
ଓଡ଼ିଶା ଆଇନ କମିସନ୍ ଗଠିତ, ଜଷ୍ଟିସ୍ ବିଶ୍ବନାଥ ରଥ ହେଲେ ଅଧ୍ୟକ୍ଷ
ଭୁବନେଶ୍ୱର ୨୭-୧୨-୨୦୨୪ (ପିପିଏସ) : ରାଜ୍ୟ ସରକାର ଆଇନ୍ କମିସନ ଗଠନ କରିଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିସନ ଗଠନ କରାଯାଇଛି। ଓଡ଼ିଶା ଲ’ କମିସନରେ ଅଧ୍ୟକ୍ଷଙ୍କ ସହ ୬ ଜଣ ସଦସ୍ୟ ରହିଛନ୍ତି।
ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରକାଶ ମିଶ୍ର ଓ ସୌର ଚନ୍ଦ୍ର!-->!-->!-->!-->!-->!-->…