Browsing Category

ଓଡିଶା

ଦେବଗଡ଼ ପୌରାଧ୍ୟକ୍ଷl ଶାନ୍ତିମଞ୍ଜରୀ ଦେଇ ବହିଷ୍କୃତ

ଓଡ଼ିଶା ମୁନିସିପାଲ ଆକ୍ଟ -୧୯୫୦,ଧାରା ୫୩ ଅନୁଯାୟୀ, ଦେବଗଡ଼ ନଗରପାଳିକାର ବିଜେଡି ପୌରାଧ୍ୟକ୍ଷl ଶାନ୍ତିମଞ୍ଜରୀ ଦେଇଙ୍କୁ ତାଙ୍କ ପଦବୀରୁ ବହିଷ୍କୃତ କରାଯାଇଛିl ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କ ଆଦେଶକ୍ରମେ ପୌରାଧ୍ୟକ୍ଷlଙ୍କୁ ତତକ୍ଷଣାତ ବହିଷ୍କାର କରାଯାଇଛି।

ଧାମରାରେ ଅବତରଣ କଲା ପ୍ରଥମ ବିମାନ

 ୧୨୦୦ ମିଟର ରନ୍‌ୱେରେ ଗଡ଼ିଲା ଶିଳ୍ପ ବିକାଶରେ ସହାୟକ ହେବ ଭଦ୍ରକ ଜିଲ୍ଲାର ଧାମରାରେ ଆଜି ପ୍ରଥମ ବିମାନ ଅବତରଣ କରିଛି। ଆଗାମୀ ଦିନରେ ଶିଳ୍ପ ବିକାଶରେ ଏହା ସହାୟକ ହେବ ବୋଲି କୁହାଯାଉଛି। ଜିଲ୍ଲାର ବାସୁଦେବପୁର ବ୍ଲକ୍‌ର ବାଲିମୁଣ୍ଡାଠାରେ ଏହି ବିମାନବନ୍ଦର ରହିଛି।

ଖଦୀ ମହୋତ୍ସବ ଉଦଘାଟିତ

କଟକ ୨୯-୦୧-୨୦୨୫(ପିପିଏସ ) : ଗ୍ରାମୀଣ ଭାରତର ଅଭିବୃଦ୍ଧି ଦ୍ୱାରା ହିଁ ଦେଶର ଅଭିବୃଦ୍ଧି ସମ୍ଭବ । ଦେଶର କୋଟି କୋଟି ଗ୍ରାମୀଣ ଜନସାଧାରଣଙ୍କ ଜୀବନକୁ ଉନ୍ନତ କରିବା ତଥା ରୋଜଗାର ବୃଦ୍ଧି କରିବା ଦ୍ୱାରା ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ କରାଯାଇପାରିବ । କେନ୍ଦ୍ର

ମହିଳା ଉଦ୍ୟୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସେଲ ପ୍ରତିଷ୍ଠା ହେବ: ମୁଖ୍ୟମନ୍ତ୍ରୀ

ଶିକ୍ଷା ହେଉଛି ମହିଳା ସଶକ୍ତୀକରଣର ଚାବିକାଠି। ଆଗାମୀ ବର୍ଷଗୁଡ଼ିକରେ, ମହିଳାମାନଙ୍କୁ ଉଦ୍ୟୋଗୀ ସଫଳତା ପାଇଁ ଆବଶ୍ୟକ ଦକ୍ଷତା ଏବଂ ଜ୍ଞାନ ପ୍ରଦାନ ପାଇଁ ବିଶେଷ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଭୁବନେଶ୍ୱର ୨୯-୦୧-୨୦୨୫(ପିପିଏସ ) : ଜୀବନର ଯେକୌଣସି କ୍ଷେତ୍ରରେ ସଫଳ ମହିଳାମାନଙ୍କୁ

ଯୋବ୍ରା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ

କଟକ ୨୯-୦୧-୨୦୨୫(ପିପିଏସ ) : ଯୋବ୍ରା ହାଇସ୍କୁଲର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସର ମଧ୍ୟରେ ସକାଳ ୧୦ ଘଟିକା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ଡକ୍ଟର ରାଜଶ୍ରୀ ସାହୁଙ୍କ ସଭାପତିତ୍ୱରେ ଉଦ୍‌ଘାଟକ ରୂପେ ଡାକ୍ତର ଉମେଶ ରାୟଙ୍କ ଦ୍ବାରା ଆରମ୍ଭ ହୋଇ ପୁରସ୍କାର ବିତରଣ କରାଯାଇଥିଲା। ଅପରାହ୍ନର

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ଚଳିତ ବର୍ଷ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ମହାପ୍ରଭୁଙ୍କ ମନଲୋଭା ରଥ ନିର୍ମାଣ ପାଇଁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଜଙ୍ଗଲରୁ ମଙ୍ଗଳବାର ଦିନ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀକୁ ପଠାଯାଇଛି।  ଦଶପଲ୍ଲା/ଭୁବନେଶ୍ୱର

ଦ୍ଵିତୀୟ ଦିଶା କମିଟି ବୈଠକ ଅନୁଷ୍ଠିତ।

କଟକ ୨୮-୦୧-୨୦୨୫(ପିପିଏସ) : ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଦ୍ଵିତୀୟ ବିକାଶ ସମନ୍ୱୟ ଏବଂ ତଦାରଖ କମିଟି (ଦିଶା ) କମିଟି ବୈଠକ ଆଜି ପୂର୍ବାହ୍ନରେ ଅଂଶୁପା ହ୍ରଦ ନିକଟସ୍ଥ ପୂର୍ତ୍ତ ବିଭାଗ ଅଧୀନସ୍ଥ ବଙ୍ଗଳା ପରିସରରେ ମାନ୍ୟବର ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ଐତିହାସିକ ଅଭିଯାନରେ ଜୟପୁର ଝିଅ ଡାକ୍ତର ସରିତା ଦାରା

୧୨୪ ମହିଳାଙ୍କ ସହ ଆଣ୍ଟାର୍କଟିକା ଯାତ୍ରା ଆସନ୍ତାକାଲି ଠାରୁ ସପ୍ତାହ ବ୍ୟାପୀ ଦକ୍ଷିଣ ମେରୁ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଆଣ୍ଟାର୍କଟିକା ଗସ୍ତ କରିବେ ବିଶ୍ବର ୧୨୪ଜଣ ମହିଳା। ଏହି ଦଳରେ ସ୍ଥାନ ପାଇଛନ୍ତି କୋରାପୁଟର ପୂର୍ବତନ ସିଡିଏମ୍‌ଓ ତଥା ଜୟପୁର କୋରାପୁଟ/ଭୁବନେଶ୍ୱର

ରାଜଧାନୀରେ କୁହୁଡିର କର୍ଫ୍ୟୁ !

କଲବଲ କଲା କୁହୁଡି ରାଜଧାନୀରେ ଦିଶିଲାନି ରାସ୍ତାଘାଟ ଗାଡି ଚଳାଚଳ ବାଧାପ୍ରାପ୍ତ ସାଙ୍ଘାତିକ କୁହୁଡି ପାଇଁ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଭୁବନେଶ୍ୱର ୨୮-୦୧-୨୦୨୫(ପିପିଏସ) : କଲବଲ କଲା କୁହୁଡି । ରାଜଧାନୀରେ ସକାଳୁ ସକାଳୁ କୁହୁଡିର କର୍ଫ୍ୟୁ ଦେଖିବାକୁ ମିଳିଛି

ବିକଶିତ ଭାରତରେ ଓଡ଼ିଶାର ଯୋଗଦାନ ଗୁରୁତ୍ବପୂର୍ଣ୍ଣ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଖୁବ୍ ଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା। ଓଡ଼ିଶା ସଶକ୍ତ ଓ ସମୃଦ୍ଧ ହେବ। ଭାରତକୁ ବୁଝିବା ପାଇଁ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ। ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଉଦଘାଟନ