Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା
ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
ଭଦ୍ରକ/ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା ପାଇଁ ୪ ହଜାର ୩ ଶହ ୮୨ କୋଟି ଟଙ୍କା ବିନିଯୋଗ କରିବାକୁ ଇଣ୍ଡିଆନ୍ ଅଏଲ୍ ଅନୁମୋଦନ କରିଥିବା ହେତୁ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->!-->!-->…
ହଜ ପାଇଁ ୫ କୋଟି ଚଳୁ
ତଦନ୍ତ ଦାବି କଲେ ସ୍ଥାନୀୟ ବାସୀନ୍ଦା
ଭୁବନେଶ୍ୱର ୨୦-୧୨-୨୦୨୪ (ପିପିଏସ) : ୫ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ ହେଲା। ତଥାପି ସରିଲାନି କପିଳପ୍ରସାଦ ସୁନ୍ଦରପଦା ହଜ ପୁନରୁଦ୍ଧାର କାମ। ଠିକାଦାର-ଯନ୍ତ୍ରୀ ସିନା ମାଲାମାଲ୍ ହେଲେ, କିନ୍ତୁ ସାଧାରଣ ଲୋକ ଏହାର କାଣିଚାଏ ବି ସୁବିଧା!-->!-->!-->…
ବିନା ଅନୁମତିରେ ଜିରୋ ନାଇଟ ମନା
ଭୁବନେଶ୍ୱର ୨୦-୧୨-୨୦୨୪ (ପିପିଏସ) : କ୍ୟାଲେଣ୍ଡର ବର୍ଷ-୨୦୨୪ ସରିସରି ଆସୁଛି। ବର୍ଷ ଶେଷ ହେଉଥିବାରୁ ଯୁବପିଢ଼ି ଏକ ପ୍ରକାର ଉତ୍ସାହିତ ଲୟରେ ଦେଖାଯାଉଛନ୍ତି। ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଭିଡ଼ ଦେଖିବାକୁ ମିଳୁଛି। ବର୍ଷର ଅନ୍ତିମ ସପ୍ତାହରେ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଅଧିକ ଭିଡ଼!-->…
‘ବଣ୍ଡାଘାଟିରେ ସୁଭଦ୍ରା ପାଇଁ ଚିନ୍ତା’
ମାଲକାନଗିରି/ଭୁବନେଶ୍ୱର ୨୦-୧୨-୨୦୨୪ (ପିପିଏସ) : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ଦିନ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ମୁଦୁଲିପଡ଼ା ଠାରେ ବଣ୍ଡାଘାଟି ଅଞ୍ଚଳରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଛନ୍ତି। ଦୈନିକ ‘ସମ୍ବାଦ’ରେ ବଣ୍ଡାଘାଟିରେ!-->…
ବିଲ୍ କରାଇ ଦେବାକୁ କହି ୫ ହଜାର ଲାଞ୍ଚ ନେଉଥିଲେ, ଧରିପକାଇଲା ଭିଜିଲାନ୍ସ
ବୌଦ୍ଧ/ଭୁବନେଶ୍ୱର ୨୦-୧୨-୨୦୨୪ (ପିପିଏସ) : ସ୍ଥାନୀୟ ସହକାରୀ ନିର୍ଦ୍ଦେଶକ ବୟନ ଶିଳ୍ପ କାର୍ଯ୍ୟାଳୟର ବୟନ ଶିଳ୍ପ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ ଜଣେ ବ୍ୟକ୍ତିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡ଼ିଛନ୍ତି। ସୂଚନା!-->…
ଉପମୁଖ୍ୟମନ୍ତ୍ରୀ ଦେଲେ ପ୍ରତିଶ୍ରୁତି
ବିକଶିତ ହୋଇ ହସିବ ବଣ୍ଡାଘାଟି
ସରକାରୀ ଯୋଜନାରୁ ବଣ୍ଡା ଜନଜାତିର ଲୋକେ ବଞ୍ଚିତ ହେବେ ନାହିଁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ବଣ୍ଡାଘାଟିକୁ ଗସ୍ତ କରିବା ଅବସରରେ ଏହି ପ୍ରତିଶ୍ରୁତି ଦେଇଛନ୍ତି।
ମାଲକାନଗିରି/ଭୁବନେଶ୍ୱର ୨୦-୧୨-୨୦୨୪ (ପିପିଏସ) : ରାଜ୍ୟ ସରକାର!-->!-->!-->!-->!-->…
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ସାଂସଦ
ନୂଆଦିଲ୍ଲୀ/ଭୁବନେଶ୍ୱର ୨୦-୧୨-୨୦୨୪ (ପିପିଏସ) : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କ ନେତୃତ୍ୱରେ ଗୁରୁବାର ଓଡ଼ିଶାର ସାଂସଦଙ୍କ ଏକ ପ୍ରତିନିଧୂମଣ୍ଡଳୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁଙ୍କୁ ଭେଟିଛନ୍ତି!-->…
‘ପଞ୍ଚସଖା ଶିକ୍ଷା ସେତୁ’ ଯୋଜନା: ଗଠନ ହେବ ରାଜ୍ୟ, ଜିଲ୍ଲାସ୍ତରୀୟ କମିଟି
ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ବଦଲାଇ ‘ପଞ୍ଚସଖା ଶିକ୍ଷା ସେତୁ ସଂଗଠନ’ ନାମରେ ନାମିତ କରାଯାଇଛି। ‘ମୋ ସ୍କୁଲ ଅଭିଯାନ’ ପରିଚାଳନା ସଂଗଠନର ସମସ୍ତ ଅଧିକାର ଏବଂ ପାଣ୍ଠି ଓ କର୍ମଚାରୀଙ୍କୁ ପଞ୍ଚସଖା ଶିକ୍ଷା ସେତୁ ସଂଗଠନକୁ ଆଇନ ଗତ ଭାବେ ହସ୍ତାନ୍ତର କରାଯିବ।
ଭୁବନେଶ୍ୱର!-->!-->!-->…
ନିଶାସକ୍ତ ବାପାର କଟୁରି ଚୋଟରେ ପୁଅ ଗୁରୁତର: ଭୁବନେଶ୍ବର ଏମସରେ ଭର୍ତ୍ତି
ନିଶାସକ୍ତ ବାପାର କଟୁରି ଚୋଟରେ ପୁଅ ଗୁରୁତର ହୋଇ ଭୁବନେଶ୍ବର ଏମସରେ ଭର୍ତ୍ତି ହୋଇଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଜାଗିରିକୁଦା ଗାଁରେ ଘଟିଛି ଏଭଳି ଅଘଟଣ।
କୃଷ୍ଣପ୍ରସାଦ/ଭୁବନେଶ୍ୱର ୧୮-୧୨-୨୦୨୪ (ପିପିଏସ) : କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳରେ ଜଣେ ବାପାର ଉନ୍ମତ୍ତ କାଣ୍ଡ!-->!-->!-->…