Browsing Category

ଓଡିଶା

ଏବେବି ମାନବିକତା ବଞ୍ଚିଛି !

ଫୁଲବାଣୀ :୧୨-୦୮-୨୪ (ପିପିଏସ ): ଦୁର୍ଘଟଣା ରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା କରାଇ ଜୀବନ ବଞ୍ଚାଇବା ସହ ମାନବିକତାର ପରିଚୟ ଦେଇଛନ୍ତି ବିଏଏସଏଫ ଯବାନ। ଏଭଳି ଦୃଶ୍ୟ ଦେଖୁବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବାଳନ୍ଦାପାଡା ଅଞ୍ଚଳରେ। ସୂଚନା ଅନୁସାରେ ବାଳନ୍ଦାପଡା ପଞ୍ଚାୟତ

ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଶକ୍ତ ଧକ୍କା : ଆଣ୍ଟି ଡୋପିଂ ନିୟମ ଉଲ୍ଲଘଂନ ଅଭିଯୋଗରେ ପ୍ରମୋଦ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୩/୮/୨୪(ପିପିଏସ) : ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍ ନିଲମ୍ବିତ । ୧୮ ମାସ ପାଇଁ ନିଲମ୍ବିତ କରିଛି ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ । ଆଣ୍ଟି ଡୋପିଂ ନିୟମ ଉଲ୍ଲଘଂନ ଅଭିଯୋଗରେ ପ୍ରମୋଦଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ଫଳରେ ୨୦୨୪ ପ୍ୟାରିସ

ବନ୍ଧାହେଲେ ତାରା ପ୍ରସାଦ : କଳାଧନ ଦେଖାଇଲା ଜେଲ୍ କୁ ରାସ୍ତା

*ସୌଖୀନ ଦାମୀ କାର୍‌ ଚଢ଼ୁଥିଲେ*ରଖିଥିଲେ ବିପୁଳ ସୁନା ଅଳଙ୍କାର*ଦାମୀ ଆପାର୍ଟମେଣ୍ଟରେ ଫ୍ଲାଟ୍‌ ସାଙ୍ଗକୁ ଏକାଧିକ ପ୍ଲଟ୍‌*୩୭୦ ଗ୍ରାମ ହୀରା ସହିତ ୭ ଦେଶର ବିଦେଶୀ ମୁଦ୍ରାଭୁବନେଶ୍ୱର,୧୩/୮/୨୪(ପିପିଏସ) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ତ୍ତ ବିଭାଗର

ପରଲୋକରେ ଗୋପାଳ ସାହୁ : ୨୩ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରିଥିଲେ

ବରଗଡ଼,୧୩/୮/୨୪(ପିପିଏସ) : ବିଶ୍ୱ ପ୍ରସିଦ୍ଧ ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିବା ଜଣାଯାଇଛି। ୨୩ ବର୍ଷ ଧରି ଧନୁଯାତ୍ରାରେ କଂସ

ଦୋବଲ ବଜାରକୁ ଜବରଦଖଲ ମୁକ୍ତ କରିବାକୁ ପ୍ରଶାସନର ନିଷ୍ପତି : ୧୪ ବଦଳରେ ୧୬ ତାରିଖରେ ହେବ ଉଚ୍ଛେଦ

ଭଦ୍ରକ,୧୩/୮/୨୪(ପିପିଏସ) : ଭଦ୍ରକ,୧୩/୮/୨୪(ପିପିଏସ) : ଭଦ୍ରକ ଜିଲ୍ଲା ଧାମନଗର ତହସିଲ ପକ୍ଷରୁ ନିକଟରେ ଧାମନଗର ହାଟଛକକୁ ଜବରଦଖଲ ମୁକ୍ତ କରିଥିବାବେଳେ ଏବେ ଦୋବଲ ବଜାରକୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଚଳିତମାସ ୧୪ ତାରିଖରେ ମୁସ୍ତାଫାପୁର

ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କଲେ ନୂତନ ଜିଲାପାଳ

ଭଦ୍ରକ,୧୩/୮/୨୪(ପିପିଏସ) : ଭଦ୍ରକ ନୂତନ ଜିଲାପାଳ ଭାବେ ଯୋଗ ଦେଇଥିବା ଦିଲ୍ଲୀପ ରାଉତରାୟ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ଆଜି ଆରଡିପୀଠକୁ ଆସି ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିôଥଲେ । ପରେ ଜିଲାପାଳ ଶ୍ରୀ ରାଉତରାୟ ମନ୍ଦିର ବେଢା ପରିକ୍ରମା କରିବା ସହ

କ୍ୟାମେରା ଦେଲା ସୂଚନା : ୩ ଶିକାରୀ ଗିରଫ

ମୟୁରଭଞ୍ଜ,୧୩/୮/୨୪(ପିପିଏସ) : ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ବେଆଇନ ଭାବରେ ଶିକାର କରିବା ଅଭିଯୋଗରେ ୩ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ l ଶିମିଳିପାଳର ଅଭୟାରଣ୍ୟର ପିଠାବଟା ରେଞ୍ଜରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି ଶିକାରୀଙ୍କ ଫଟୋ l ଏହି ଫଟୋ କୁ ଆଧାର କରି,

ମହିଳାଙ୍କୁ ଟାଣିନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ,୧୨/୮/୨୪ (ପିପିଏସ) : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ମହିଳାଙ୍କୁ ଟାଣିନେଲା କୁମ୍ଭୀର l ଅଳପୁଅ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା l ମହିଳା ଜଣଙ୍କ ହେଲେ ମଞ୍ଜୁଲତା ଭଞ୍ଜ l ବ୍ରାହ୍ମଣୀ ନଦୀ କୂଳରେ ବାସନ ମାଜିବା ସମୟରେ ନଦୀ ଭିତରକୁ ଟାଣିନେଲା କୁମ୍ଭୀର l ନଦୀ

ବିଜେଡି ର ୨ ବିଧାୟକଙ୍କୁ ହାଇକୋର୍ଟ ନୋଟିସ

ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ପୁଣି ୨ ବିଧାୟକଙ୍କୁ ଲାଗିଲା ଝଟ୍‌କା। ୨ଟି ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ ନୋଟିସ ଜାରିକରିଛନ୍ତି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସହିତ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନୋଟିସ ହୋଇଛି। ନିର୍ବାଚନରେ

ମଙ୍ଗଳବାର ପ୍ରବଳ ବର୍ଷିବ : ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା

ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମଙ୍ଗଳବାର ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୫ଟି ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି