Browsing Category

ଓଡିଶା

ବାରଣାସୀ ସର୍ବସେବା ସଂଘ ଜମି ଫେରି ପାଇବା ପାଇଁ ସତ୍ୟାଗ୍ରହ

ଜଗତସିଂହପୁର,୧୩/୮/୨୪(ପିପିଏସ) : ଜଗତସିଂପୁର ସହର ମଧ୍ୟରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ, ଉତ୍କଳ ସର୍ବୋଦୟ ମଣ୍ଡଳ ଜଗତ ସିଂହପୁର ଶାଖା ପକ୍ଷରୁ ପ୍ରତୀକ ସତ୍ୟାଗ୍ରହ କରା ଯାଇଛି l ଏହି ସତ୍ୟାଗ୍ରହରେ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ବାରିକ, ସମ୍ପାଦକ ରବି ମହାନ୍ତି,

ସସ୍‌ପେଣ୍ଡକୁ ନେଇ ପ୍ରମୋଦ ଭଗତଙ୍କ ପ୍ରତିକ୍ରିୟା : “ପୁନଃ ବିଚାର ଲାଗି ଆବେଦନ କରିବି”

ନୂଆଦିଲ୍ଲୀ/ଭୁବନେଶ୍ୱର,୧୩/୮/୨୪(ପିପିଏସ) : ସସ୍‌ପେଣ୍ଡକୁ ନେଇ ସାମ୍ନାକୁ ଆସିଲା ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ପ୍ରତିକ୍ରିୟା । ପ୍ରମୋଦ କହିଛନ୍ତି, ଏହା ଏକ ଟେକ୍ନିକାଲ ଇସ୍ୟୁ, ମୋର କିଛି ଭୁଲ ନାହିଁ । ଏହା ୱାଡ଼ାର ବହୁତ ବଡ଼ କଠିନ ନିଷ୍ପତ୍ତି, ମୁଁ ଗଭୀର ଭାବେ

କଟକ ସରକାରୀ ଅଭ୍ୟାସ ଉଚ୍ଚ ବାଳିକା ବିଦ୍ୟାଳୟର କୃତୀ ଛାତ୍ରୀ ସମ୍ବର୍ଦ୍ଧିତ

କଟକ,୧୩/୮/୨୪(ପିପିଏସ) : କଟକ ସରକାରୀ ଅଭ୍ୟାସ ଉଚ୍ଚ ବାଳିକା ବିଦ୍ୟାଳୟ ରେ ୨୦୨୩-୨୦୨୪ ମସିହା ଦଶମ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ମାନଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବିଶିଷ୍ଟ ସମାଜସେବୀ ତଥା କଟକ ବାଲୁବଜାର ପୂଜା କମିଟି ସଭାପତି ପୃଥ୍ୱୀରାଜ ସାହୁଙ୍କ

ଅବକାରୀ ସ୍କାନରରେ ବେଆଇନ୍ ମଦ ଦୋକାନ

ଭୁବନେଶ୍ୱର,୧୩/୮/୨୪(ପିପିଏସ) : ରାଜଧାନୀରେ ଚାଲିଥିବା ବେଆଇନ୍ ମଦ ଦୋକାନ ଉପରେ ରହିବ କଡ଼ା ନଜର । ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ଠିପି ଖୋଲା ମଦ ଦୋକାନ ଏବେ ସ୍କାନରେ ଅଛନ୍ତି। ମଦ ଦୋକାନଗୁଡିକ ଉପରେ ନଜର ରଖିବାକୁ ଜିଲ୍ଲା ଅବକାରୀ ଅଧୀକ୍ଷକ ନିର୍ଦ୍ଦେଶ ଜାରି କରିଛନ୍ତି।

କଟକରେ ଘରେ ଘରେ ତ୍ରିରଙ୍ଗା ରାଲିକୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

କଟକ: ୧୩-୦୮-୨୪(ପିପିଏସ ): ଜାତୀୟତାର ପ୍ରତୀକ ତ୍ରିରଙ୍ଗାକୁ ସମ୍ମାନ ଜଣାଇ ଦେଶବ୍ୟାପୀ ଚାଲିଥିବା ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ତ୍ରିରଙ୍ଗା ରାଲିକୁ ଜିଲ୍ଲାପାଳ

ମହିଳା ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ : ସମ୍ପର୍କୀୟଙ୍କ ମାଡ଼ରେ ଗୁରୁତର ଡାକ୍ତର ଆଇସିୟୁରେ ଭର୍ତ୍ତି

କଟକ,୧୩/୮/୨୪(ପିପିଏସ) : କଟକସ୍ଥିତ ଏସସିବି ମେଡିକାଲରୁ ମଙ୍ଗଳବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୨ ଜଣ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କାର୍ଡିଓଲୋଜୀ ବିଭାଗର ଜଣେ ଡାକ୍ତର ଦୁଷ୍କର୍ମ କରିଥିବା ନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ନାଁରେ ହତ୍ୟା ମାମଲା 

ଢାକା/ଭୁବନେଶ୍ୱର:୧୩-୦୮-୨୪(ପିପିଏସ ): ଦେଶରୁ ବିତାଡ଼ିତ ହୋଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି। ଗତ ମାସରେ ହୋଇଥିବା ହିଂସାକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଶେଖ୍‌ ହସିନା ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଏକ ହତ୍ୟା

ଲୋକଙ୍କ ମତାମତ ପରେ ସାର୍ବଜନୀନ ହେବ ‘ସୁଭଦ୍ରା’ ଏସଓପି – ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩/୮/୨୪(ପିପିଏସ) : ସୁଭଦ୍ରା ଯୋଜନା ଏସଓପି ନେଇ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l ସାଧାରଣ ଲୋକଙ୍କ ମତାମତ ପରେ ସୁଭଦ୍ରା ଏସଓପି ସାର୍ବଜନୀନ ହେବ । ଯୋଜନାରେ କିଏ ଉପକୃତ ହେବେ ଓ କିଏ ପାଇବେନି ତାର ସ୍ପଷ୍ଟ ଚିତ୍ର ରହିବ। ତେବେ ଆସନ୍ତା ସେପ୍ଟେମ୍ବର ୧୭ରେ

ହତ୍ୟାକାଣ୍ଡ ପଛରେ କିଏ ? : ଖୋଲିବ ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଗୁମର

ଭୁବନେଶ୍ୱର,୧୩/୮/୨୪(ପିପିଏସ) : ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ପୁଣି ଖୋଲିବାକୁ ଯାଉଛନ୍ତି ଭାଜପା ସରକାର। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏ ନେଇ ଜାତୀୟ ଗଣମାଧ୍ୟମକୁସାକ୍ଷାତକାର ବେଳେ ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର ଏହି ମାମଲା ରିଓପନ୍‌ କରାଯିବ।

ଆଗେଇ ଚାଲିଛି “ଭଗିଆ ଭାରିଜା”

*ପସନ୍ଦ କରୁଛନ୍ତି ଦର୍ଶକ*ଓଡ଼ିଆ ଚଳଚିତ୍ର ଜଗତକୁ ଆଉପାଦେ ଆଗକୁ ନେବାପାଇଁ ହେବ ସହାୟକ | ଭୁବନେଶ୍ବର:୧୩-୦୮-୨୪(ପିପିଏସ ) ଓଡ଼ିଶାର ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ବହୁ ପ୍ରତୀକ୍ଷିତ ଓଡ଼ିଆ ସିନେମା ‘ଭଗିଆ ଭାରିଯା’।ଭୁବନେଶ୍ୱରରେ ସମୁଦାୟ ୬ଟି ସୋ’ରେ ପ୍ରଦର୍ଶନ ଜାରି