Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅତି ଜରୁରୀ ନଥିଲେ ଏସସିବି ଆସନି:ଅଧୀକ୍ଷକ
କଟକ: /୧୬/୦୮/୨୪(ପିପିଏସ ) କୌଣସି ରୋଗୀ ସେବା ବ୍ୟାହତ ହୋଇନି, ଆଗକୁ କହି ହେବନି କଣ ହେବ । ଏପଟେ ସମସ୍ତ ଫ୍ୟାକଲ୍ଟିଙ୍କ ଛୁଟି ବାତିଲ କରାଯାଇଛି । ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଏସସିବି ଅଧୀକ୍ଷକ । ସେପଟେ କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ!-->…
୭୦ ତମ ନ୍ୟାସନାଲ ଫିଲ୍ମ ଆୱାର୍ଡ ଘୋଷଣା
* ପୁରସ୍କାର ତାଲିକାରେ ଓଡ଼ିଆ ସିନେମା ‘ଦମନ’
*ଓଡିଆ ସିନେମାର ଚିରାଚରିତ କାହାଣୀକୁ ଦମନ ବଦଳାଇ ଦେଇଛି
ଭୁବନେଶ୍ୱର:୧୬-୦୮-୨୪(ପିପିଏସ ): ୭୦ ତମ ନ୍ୟାସନାଲ ଫିଲ୍ମ୍ ଆୱାର୍ଡ ଘୋଷଣା କରାଯାଇଛି । ପୁରସ୍କାର ପାଇବାକୁ ଥିବା ସିନେମା ତାଲିକାରେ ଓଡିଆ ସିନେମା ଦମନ ସ୍ଥାନ ପାଇଛି ।!-->!-->!-->!-->!-->…
ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ କର୍ପୋରଟର ବନ୍ଦିତା ପାଲ
ଭୁବନେଶ୍ୱର:୧୬-୦୮-୨୪(ପିପିଏସ ): ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ବିଏମସି କର୍ପୋରଟର। ଭୁବନେଶ୍ୱର ୩୭ ନମ୍ୱର ୱାର୍ଡର କର୍ପୋରଟର ବନ୍ଦିତା ପାଲ ଓ ତାଙ୍କ ସ୍ୱାମୀ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଉଭୟେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ!-->…
ହକି ଇଣ୍ଡିଆ ପକ୍ଷରୁ ଜର୍ସି ନମ୍ୱର ୧୬କୁ ଦିଆଗଲା ଅବସର
*ଗୋଲକିପର ଶ୍ରୀଜେଶଙ୍କ ଅବସର
* ଜର୍ସିକୁ ସ୍ମରଣୀୟ କରିବା ପାଇଁ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର:୧୬-୦୮-୨୪(ପିପିଏସ ):ଶ୍ରୀଜେସଙ୍କ ଜର୍ସିକୁ ଦିଆଗଲା ଅବସର। ଜର୍ମି ନମ୍ବର ୧୬ ଏବେ ଅବସର ନେଇଛି କାରଣ ହକିକୁ ବିଦାୟ କହିଛନ୍ତି ଶ୍ରୀଜେସ। ତାଙ୍କ ସମ୍ମାନରେ ତାଙ୍କ ଜର୍ସିକୁ ମଧ୍ୟ ଅବସର!-->!-->!-->!-->!-->…
ବାହାରିନର ଭାରତୀୟ ଦୂତାବାସରେ ୭୮ତମ ସ୍ୱାଧୀନତା ଦିବସ
ଭୁବନେଶ୍ୱର :୧୬-୦୮-୨୪(ପିପିଏସ ) : ବାହାରିନର ଭାରତୀୟ ଦୂତାବାସରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଭାରତର ରାଷ୍ଟ୍ରଦୂତ କେ ବିନୋଦ ଜାକବ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ବାର୍ତା ପ୍ରଦାନ କରିଥିଲେ। ରାଷ୍ଟ୍ରଦୂତ ତାଙ୍କ!-->…
ଡି ଏ ଭି ସାବିତ୍ରୀ ଜିନ୍ଦଲ ଉଚ୍ଚ ବିଦ୍ୟାଳୟରେ ୭୮ ତମ ” ସ୍ବାଧିନତା ” ଦିବସ ପାଳିତ ।
ଛେଣ୍ଡିପଦା :୧୬-୦୮-୨୪(ପିପିଏସ ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବଡମହିତଳା ସ୍ଥିତ ଡି ଏ ଭି ସାବିତ୍ରୀ ଜିନ୍ଦଲ ଉଚ୍ଚ ବିଦ୍ୟାଳୟରେ ମହାଆଡ଼ମ୍ବର ସହକାରେ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫକୀର ମୋହନ ସାହୁଙ୍କ ଅଧ୍ୟକ୍ଷତାରେ!-->…
ଗଣମାଧ୍ୟମ ସଂଗଠନକୁ ଧମକ:ହସିନାଙ୍କ ଫଟୋ ପ୍ରକାଶ କଲେ ଅଫିସ ପୋଡ଼ିଦେବୁ
ଢାକା/ଭୁବନେଶ୍ୱର :୧୬-୦୮-୨୪(ପିପିଏସ ): ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଫଟୋ ପ୍ରକାଶ କଲେ ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲ ଅଫିସକୁ ନ୍ୟିା ଲଗାଇ ପୋଡ଼ିଦେବାକୁ ବିଏନପି ଅଧ୍ୟକ୍ଷ ଖାଲିଦା ଜିଆଙ୍କ ପରାମର୍ଶଦାତା ରୁହୁଲ କୁଦ୍ଦୁସ ଦୁଲୁ ଧମକ ଦେଇଛନ୍ତି।ବାଂଲାଦେଶୀ!-->…
ବିଦେଶୀ ଜାହାଜକୁ ଗିରଫ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ
ପାରାଦୀପ:୧୬-୦୮-୨୪(ପିପିଏସ ): ପାରାଦୀପରେ ଅଟକ ଥିବା ବିଦେଶୀ ଜାହାଜକୁ ଗିରଫ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏମଭି ଓ୍ୱାଡି ଆଲବୋଷ୍ଟୋନ୍ ନାମକ ଇଜିପ୍ଟ ଫ୍ଲାଗସିପକୁ ଗିରଫ ନିର୍ଦ୍ଦେଶକୁ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ପର୍ୟ୍ୟନ୍ତ!-->…
ମହିଳା ମାନଙ୍କ ମାସିକ ଋତୁସ୍ରାବ ପାଇଁ ଗୋଟିଏ ଦିନ ଛୁଟି ମିଳିବ
ଭୁବନେଶ୍ୱର, ୧୫/୮/୨୪(ପିପିଏସ) : ସ୍ୱାଧୀନତା ଦିବସରେ ସରକାରଙ୍କ ନୂଆ ଘୋଷଣା l ରାଜ୍ୟରେ ଏବେ ମହିଳା ମାନଙ୍କ ମାସିକଧର୍ମ ପାଇଁ ଗୋଟିଏ ଦିନ ଛୁଟି ମିଳିବ । କେବଳ କର୍ମଜୀବି ମହିଳାମାନଙ୍କୁ ଏହି ଛୁଟି ପ୍ରଦାନ କରାଯିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୋଟିଏ ଦିନ ଛୁଟି ଘୋଷଣା!-->…
୩ ସହଯୋଗୀଙ୍କ ସହିତ ନୀଳଗିରି ଡେପୁଟି କଲେକ୍ଟର ଗିରଫ
ନୀଳଗିରି/ଭୁବନେଶ୍ୱର, ୧୫/୮/୨୪(ପିପିଏସ) : ଏକ କୋଟିରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ବୁଧବାର ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ସହିତ ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହା ସହିତ ଅନ୍ୟ ୫ ଜଣଙ୍କୁ ଗିରଫ କରିବାକୁ ପ୍ରୟାସ ଜାରି ରହିଛି ।!-->…