Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଛାତ୍ର ସଂସଦ ନିର୍ବାଚନକୁ ସବୁଜ ସଙ୍କେତ ଦେଲେ ଆଇନ ମନ୍ତ୍ରୀ : ଆସନ୍ତା ବର୍ଷ ହେବ ନିର୍ବାଚନ
ଭୁବନେଶ୍ୱର, ୧୯-୮-୨୪(ପିପିଏସ) : ଆସନ୍ତା ବର୍ଷରୁ ହେବ ଛାତ୍ର ସଂସଦ ନିର୍ବାଚନ । ଏନେଇ ଆଇନ ମନ୍ତ୍ରୀପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି କରାଯିବ । ଛାତ୍ର ସଂସଦ ନିର୍ବାଚନ ନେଇ ନିଷ୍ପତ୍ତି ହୋଇସାରିଥିବା ପ୍ରକାଶ!-->…
ବାଂଲାଦେଶ ରୁ ଫେରିବେ ପ୍ରବାସୀ ଓଡ଼ିଆ ଶ୍ରମିକ : ଶ୍ରମମନ୍ତ୍ରୀ
ଭୁବନେଶ୍ବର,୧୯-୦୮-୨୪ (ପିପିଏସ ) : ବାଂଲାଦେଶରେ ଲାଗି ରହିଥିବା ହିଂସାର ଶିକାର ହେଉଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ବାଂଲାଦେଶରେ ରହୁଥିବା ସମସ୍ତ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ଯୋଜନା କରିଛନ୍ତି । ଆଜି ଏନେଇ!-->…
ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୧୯-୦୮-୨୪ (ପିପିଏସ ) : ପବିତ୍ର ଗହ୍ମା ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ, ଭାରତୀୟ ସଂସ୍କୃତିର ଏହି ଅନନ୍ୟ ପର୍ବ ଆମର ସାମାଜିକ ମୂଲ୍ୟବୋଧକୁ ଆହୁରି ସୁଦୃଢ଼ କରୁ!-->…
କେନାଲ ମଧ୍ୟକୁ ଡେଇଁ ପଡିଲେ ଯୁବକ
କଟକ,୧୯-୦୮-୨୪ (ପିପିଏସ ) : କଟକ ସହର ଉପକଣ୍ଠ ଜଗତପୁର-ମଧୁପୁର ବ୍ରିଜ୍ ଉପରୁ ସୋମବାର ଜଣେ ଯୁବକ କେନାଲକୁ ଡେଇଁ ପଡ଼ିଛନ୍ତି। ଯୁବକ ଜଣକ ହେଲେ ବିହାର ରାଜ୍ୟର ବିଟ୍ସ କୁମାର ଯାଦବ । ସେ କାହିଁକି ଡେଇଁଲେ ବର୍ତ୍ତମାନ ସୁଦ୍ଧା କାରଣ ଜଣାପଡିନାହିଁ । ଚାଉଲିଆଗଞ୍ଜ ଅଗ୍ନିଶମ ବିଭାଗକୁ ଖବର!-->…
ଧାନବିଲରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର
ମୟୁରଭଞ୍ଜ,୧୯-୦୮-୨୪ (ପିପିଏସ ) : ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନ ପାରିଆଉଡ଼ାର ହାତୀଗଳା ପୋଲ ବାଙ୍କ ନିକଟ ରାସ୍ତା କଡ଼ରେ ଏକ ବାଇକ୍ ପଡିଥିବା ବେଳେ, ଧାନବିଲ ଭିତରୁ ଦୁଇଜଣ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି l ଦୁର୍ଘଟଣାରେ ଏହି ଦୁଇ ଜଣ ଯୁବକଙ୍କ ମୃତ୍ୟୁ!-->…
ପୁରୀ ଜିଲ୍ଲାରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି
ପୁରୀ,୧୮-୦୮-୨୪ (ପିପିଏସ ) : ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ତଥା ଜାତୀୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ସଞ୍ଜୀବ ଖାନ୍ନା ଆଜି ପୁରୀ ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ଦୁଗଲ ପଞ୍ଚାୟତ ଅଠାଇଶ ଗ୍ରାମର କିଛି ଭୂମିହୀନ ପରିବାର!-->…
ବିଦେଶୀ ସନ୍ଦେହରେ ୩ ଯୁବକଙ୍କୁ ମାଡ଼, ଜଣେ ଗୁରୁତର : ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ
ମୟୁରଭଞ୍ଜ,୧୯-୦୮-୨୪ (ପିପିଏସ ) : ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ ବଜାର ଅଞ୍ଚଳରେ ଭିନ୍ନ ସମ୍ପ୍ରଦାୟର ୩ଜଣ ଯୁବକଙ୍କୁ କିଛି ଅଜଣା ବ୍ୟକ୍ତି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ୩ ଯୁବକ ଏକ ଅଟୋରେ ସହର ମଧ୍ୟ କୁ ଆସୁଥିବା ବେଳେ କିଛି ଯୁବକ ସେମାନଙ୍କୁ!-->…
ଶ୍ରୀମନ୍ଦିର ପେଯ ନଳା ଜାମ୍
ସିଂହଦ୍ବାରରେ ଭାସିଲା ନଳାପାଣି ମିଶା ପେଯ: ଭକ୍ତ,ସେବାୟତ ଅସନ୍ତୁଷ୍ଟ
ପୁରୀ୧୮-୦୮-୨୪ (ପିପିଏସ ): ଶ୍ରୀମନ୍ଦିର ପେଯନଳା ଜାମ୍ କାରଣରୁ ଆଜି ସିଂହଦ୍ବାରରେ ଭାସିଛି ରୋଷଘର ପେଯ। ନଳାପାଣି ସହ ମିଶି ଏହା ବଡ଼ଦାଣ୍ଡ ସିଂହଦ୍ବାରରେ ଲହଡ଼ି ମାରିଛି। ଏହାକୁ ମାଡ଼ି ଭକ୍ତ, ସେବାୟତ!-->!-->!-->…
ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବାକୁ ଲଗାଯିବ ଏ.ଆଇ. କ୍ୟାମେରା: ଆଇନ ମନ୍ତ୍ରୀ
ପୁରୀ/ ୧୮-୦୮-୨୪ (ପିପିଏସ ): ରତ୍ନଭଣ୍ଡାରରୁ ବାକ୍ସ ଓ ଆଲମିରା ସ୍ଥାନାନ୍ତର ପାଇଁ ସରକାରୀ ଅନୁମତି ମିଳିସାରିଛି। ଖୁବ୍ ଶୀଘ୍ର ରତ୍ନଭଣ୍ଡାର ମରାମତି ସାଙ୍ଗକୁ ଅଳଙ୍କାର ଗଣତି, ମଣତି ପ୍ରକ୍ରିୟା ଆରମ୍ଭ ହେବ।
ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ପାଇଁ ଜିପିଆରଏସ୍ ସର୍ଭେ ସହ!-->!-->!-->!-->!-->…
ବଜ୍ରାଘାତରେ ୧ ମୃତ ୪ ଆହତ
ସୋର/୧୮-୦୮-୨୪(ପିପିଏସ): ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଚାରିଜଣ ଆହତ ହୋଇଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ସୋର ବ୍ଲକ ନଟାପଡା ପଂଚାୟତ ୱାଦା ଗ୍ରାମର ହରିଶ ମଳିକ (୧୮) ଏବଂ ଆହତମାନେ ହେଲେ ସେହି ଗ୍ରାମର ସୁଭଦ୍ରା ମଳିକ(୧୭) ମତାଜୀ ମଳିକ(୪୫)!-->…