Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆକ୍ସନ ମୋଡ଼ରେ ଅବକାରୀ ମନ୍ତ୍ରୀ : ମଦ ଭାଟିରେ ଚାଲିବ ବୁଲ୍ଡୋଜର
ଭୁବନେଶ୍ବର,୨୨ -୮-୨୪ (ପିପିଏସ ) : ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁ ଘଟଣା ପରେ ଚୋରା ମଦ କାରବାରକୁ ନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆକ୍ସନ ମୋଡ଼କୁ ଆସିଛନ୍ତି । ମନ୍ତ୍ରୀ କହିଛନ୍ତି, ଯେଉଁଠି ଚୋରା ମଦଭାଟି ଥିବା ଜଣାପଡ଼ିବ ସେଠାରେ ବୁଲ୍ଡୋଜର ଚଲାଇ ତାକୁ ଧୂଳିସାତ୍!-->…
ବିଳାସମୟ ଓ ବ୍ୟୟବହୁଳ ଫାର୍ମହାଉସ : ଟଏଲେଟ୍ ଫ୍ଲସ୍ରେ ବିଡ଼ା ବିଡ଼ା ଟଙ୍କା
ଢେଙ୍କାନାଳ/ଭୁବନେଶ୍ବର,୨୨ -୮-୨୪ (ପିପିଏସ ) : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର । ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । । ବିଭୁଦାନନ୍ଦଙ୍କ ଢେଙ୍କାନାଳ ସହର ଷ୍ଟେସନ ବଜାର ସ୍ଥିତ ଘର, ସଦର ରେଞ୍ଜ ଅଫିସ ଓ ଅଫିସ କଡରେ!-->…
ଭାରତୀୟ ପ୍ରଶାସନିକ ସେବା ସ୍ତରରେ ବଡଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର
ଭୁବନେଶ୍ବର,୨୨ -୮-୨୪ (ପିପିଏସ ) : ରାଜ୍ୟରେ ଆଇଏଏସ ସ୍ତରରେ ବୁଧବାର ଏକ ବଡ଼ ଧରଣର ଅଦଳବଦଳ ନେଇ ସାଧାରଣ ପ୍ରସାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ବିଜ୍ଞପ୍ତି ଅନୁଯାୟୀ, ୧୮ ଜଣଙ୍କୁ ଅଧିକାରୀଙ୍କୁ ଅଦଳ ବଦଳ କରାଯାଇଛି । ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗର ଅତିରିକ୍ତ!-->…
ବିଧାନସଭାରେ କହିଲେ ଖଣିମନ୍ତ୍ରୀ : ଓଡ଼ିଶାରେ ମିଳିଛି ସୁନା ଖଣିର ସନ୍ଧାନ
ଭୁବନେଶ୍ବର,୨୨ -୮-୨୪ (ପିପିଏସ ) : ବିଧାନ ସଭାରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦେଇଥିବା ବୟାନ ସାରା ଓଡିଶାକୁ ଚମକାଇ ଦେଇଛି l ଗୁରୁବାର ଅଧିବେଶନରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ!-->…
ସମ୍ବରଝୋଳ ଦୁର୍ଘଟଣା : ଗଭୀର ସମବେଦନା ସହିତ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୨୨ -୮-୨୪ (ପିପିଏସ ) : ଗଞ୍ଜାମ ସମ୍ବରଝୋଳ ଦୁର୍ଘଟଣାରେ ୫ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ସହାୟତା ଘୋଷଣା କରିଛନ୍ତି।!-->…
ହଟିଲା ବିବାଦ : ଓଡ଼ିଶାକୁ ପ୍ରବେଶ କଲା ପଶ୍ଚିମ ବଙ୍ଗର ଆଳୁ ଟ୍ରକ
ଭୁବନେଶ୍ବର,୨୨ -୮-୨୪ (ପିପିଏସ ) : ଆଳୁକୁ ନେଇ ଗତକିଛି ଦିନ ହେଲା ଲାଗି ରହିଥିବା ଅଚଳାବସ୍ଥା ଏବେ ଦୂର ହେବାକୁ ଯାଉଛି । କାରଣ ଯେଉଁ ବ୍ୟାରିକେଡ କରି ପଶ୍ଚିମବଙ୍ଗ ସରକାର ଆଳୁ ଟ୍ରକକୁ ଅଟକାଇଥିଲେ ଏବେ ତାହା ଖୋଲି ଦିଆଯାଇଛି । ଫଳରେ ଓଡ଼ିଶାକୁ ପଶ୍ଚିମବଙ୍ଗର ଆଳୁ ଟ୍ରକ ପ୍ରବେଶ କରିଛି ।!-->…
ମର୍ମନ୍ତୁଦ ସଡକ ଦୁର୍ଘଟଣା : ୪ ମୃତ, ୨୦ରୁ ଅଧିକ ଆହତ
ବ୍ରହ୍ମପୁର,୨୨ -୮-୨୪ (ପିପିଏସ ) : ଓଭର ଟେକ କରିବା ସମୟରେ ବସ୍କୁ ଧକ୍କା ଦେଲା ଟ୍ୟାଙ୍କର, ୪ ମୃତ। ବ୍ରହ୍ମପୁର ସମରଝୋଳ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସକୁ ଟ୍ୟାଙ୍କର ଧକ୍କା ଦେଇଛି।ଯାତ୍ରୀବାହୀ ବସ୍ଟି ଆସିକାରୁ ବ୍ରହ୍ମପୁର ପଟକୁ ଆସୁଥିବା ବେଳେ!-->…
ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ : ୮ଟି ଯାଗାରେ ଚଢ଼ାଉ
ଢେଙ୍କାନାଳ/କଟକ,୨୨ -୮-୨୪ (ପିପିଏସ ) : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର l ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଢେଙ୍କାନାଳ ସହର ସ୍ଥିତ କାଲଟାକ୍ସ ରତନ ବଜାର ଅଞ୍ଚଳରେ ଥିବା ବାସଭବନ ଓ କୁଞ୍ଜକାନ୍ତଠାରେ ଥିବା ସଦର ରେଞ୍ଜ କାର୍ଯ୍ୟାଳୟରେ ଗୁରୁବାର ସକାଳେ ଭିଜିଲାନ୍ସ ଚଢ଼ାଉ!-->…
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଲଗାତାର ଦ୍ଵିତୀୟ ଥର ପାଇଲେ ‘ଏ+’ ମାନ୍ୟତା’’
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୧-୮-୨୪ (ପିପିଏସ ) : ପୁଣି ଶୀର୍ଷ ମାନ୍ୟତା ପାଇଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ । ଆମେରିକାସ୍ଥିତ ଗ୍ଲୋବାଲ ଫାଇନାନ୍ସ ପତ୍ରିକା ପକ୍ଷରୁ ଲଗାତର ଦ୍ଵିତୀୟ ବର୍ଷ ପାଇଁ ବୈଶ୍ଵିକ ସ୍ତରରେ ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର୍!-->…
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ଗୋ’ସୁରକ୍ଷା ସମିତିର ରଣହୁଙ୍କାର : ସାମ୍ବାଦିକ ସମ୍ମିଳନୀରେ ଦେଲେ…
ଭଦ୍ରକ,୨୧-୮-୨୪ (ପିପିଏସ ) : ଭଦ୍ରକ ଏକ ସମ୍ବେଦନଶୀଳ ଉପକୂଳବର୍ତ୍ତି ଜିଲା ହୋଇଥିବାବେଳେ ଏଠାରେ ଅନେକ ବାଂଲାଦେଶୀ ବସବାସ କରୁଥିବାର ଦେଖିବାକୁ ମିଳିଛି । ଇତି ମଧ୍ୟରେ ବାଂଲାଦେଶରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ସେଠାରୁ ଭାରତକୁ ପଶିଆସୁଥିବା ବହୁ ବାଂଲାଦେଶୀ ଓଡ଼ିଶାମୁହାଁ!-->…