Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବୋଲେରୋକୁ ଧକ୍କା ଦେଲା ଟ୍ରକ୍, ୬ ଆହତ,ଟ୍ରକ୍ ଚାଳକ ଫେରାର
ଭୁବନେଶ୍ୱର /୨୩-୦୮-୨୪ (ପିପିଏସ): ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ନୂଆଗଡ଼ ଖେଳ ପଡ଼ିଆ ନିକଟରେ ଗତକାଲି ରାତି ପ୍ରାୟ ସାଢ଼େ ୭ଟା ବେଳେ ଏକ ବୋଲେରୋକୁ ଗୋଟିଏ ଟ୍ରକ୍ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ ରାତିରେ!-->…
୨୭ ରେ ତେଲକୋଇ ବନ୍ଦ ପାଇଁ ପ୍ରସ୍ତୁତି
ସମାକୋଇ-ଚକଦର ପ୍ରକଳ୍ପକୁ ଗାଁ ଗାଁରେ ବିରୋଧ
ଭୁବନେଶ୍ୱର /୨୩-୦୮-୨୪ (ପିପିଏସ): କେନ୍ଦୁଝର ଜିଲ୍ଲାରେ ତେଲକୋଇରେ ସମାକୋଇ-ଚକଦର ପ୍ରକଳ୍ପକୁ ନେଇ ଗାଁ ଗାଁରେ ବିରୋଧର ସ୍ବର ଉଠିଛି। ଆସନ୍ତା ୨୭ ତାରିଖ ସମାକୋଇ-ଚକଦର ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ତେଲକୋଇ ବନ୍ଦ ଡାକରା ଦିଆଯାଇଛି।!-->!-->!-->…
ବନ୍ଧାହେଲେ ଢେଙ୍କାନାଳ ସଦର ରେଞ୍ଜର୍
ଭୁବନେଶ୍ୱର /୨୩-୦୮-୨୪ (ପିପିଏସ): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ଢେଙ୍କାନାଳ ସଦର ରେଞ୍ଜର୍ ବିଭୁଦାନନ୍ଦ ମିଶ୍ର। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର୍ ବିଭୁଦାନନ୍ଦ ମିଶ୍ର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। କଟକ!-->…
ଜେଲ ଭିତରେ ନିଶା କାରବାର : ଏସପିଙ୍କ ଚଢ଼ଉ ପରେ ଖୋଲିଲା ଗୁମର
*ମାଦକ ଦ୍ରବ୍ୟ ଜବତ ସହିତ ଆପତ୍ତି ଜନକ ସାମଗ୍ରୀ ଜବତ*ଜେଲ କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହବଲାଙ୍ଗିର/ଭୁବନେଶ୍ୱର,୨୩ -୮-୨୪ (ପିପିଏସ ) : ବଲାଙ୍ଗିର ଜିଲା କାରାଗାରରେ ବେଆଇନ କାର୍ଯ୍ୟକଳାପ ସହ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଅଭିଯୋଗରେ ଶୁକ୍ରବାର ସକାଳେ ପୁଲିସ ପକ୍ଷରୁ କାରାଗାରରେ ଚଢ଼ଉ!-->…
ପରିବହନ ବିଭାଗ ଉପରେ ଭିଜିଲାନ୍ସ ର ନଜର : ଚିଫ୍ ଆକାଉଣ୍ଟ ଅଫିସରଙ୍କ ଘରେ ଚଢ଼ାଉ
ଭୁବନେଶ୍ୱର,୨୩ -୮-୨୪ (ପିପିଏସ ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ଭୁବନେଶ୍ୱରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ କରାଯାଇଛି ।
ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ସର୍ଚ୍ଚ!-->!-->!-->…
୨ବର୍ଷ ମଧ୍ୟରେ ଧରଣୀଧର ବିଶ୍ବବିଦ୍ୟାଳୟକୁ ସ୍ବୟଂସମ୍ପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ନିଆଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/ ୨୨-୦୮-୨୪ (ପିପିଏସ ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସଭା ଭବନ ଠାରେ ଧରଣୀଧର ବିଶ୍ବବିଦ୍ୟାଳୟ, କେନ୍ଦୁଝରର ଭିତ୍ତିଭୂମି ବିକାଶ, ମାନବ ସମ୍ବଳର ନିଯୁକ୍ତି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଛନ୍ତି। ଗତବର୍ଷ ଫେବ୍ରୁଆରିରେ ଧରଣୀଧର!-->…
ଏକମାତ୍ର ପୁତ୍ରର ଅଙ୍ଗଦାନ କଲେ ପିତା : ଅନ୍ୟ ଜଣଙ୍କୁ ଦେଲେ ନୂଆ ଜୀବନ
ନୟାଗଡ଼/ଭୁବନେଶ୍ୱର,୨୨ -୮-୨୪ (ପିପିଏସ ) : ପଚିଶ ବର୍ଷ ବୟସର ଏକମାତ୍ର ପୁତ୍ରର ମୃତ୍ୟୁ ପରେ ଅଙ୍ଗ ଦାନ କରି ଅନ୍ୟ ଜଣଙ୍କର ଜୀବନ ବଞ୍ଚାଇଲେ ଅଭିଭାବକ l ଦୁନିଆକୁ ଭଲ ଭାବେ ଦେଖିବା ପୂର୍ବରୁ ଛାତରୁ ଖସି ପଡ଼ି ଜୀବନ ହାରିଛନ୍ତି ନୟାଗଡ଼ ପୁରୁଣା ସହର ଅଞ୍ଚଳର ଶିବୁନ ସାହୁ । ମାତ୍ର ୨୫ ବର୍ଷ!-->…
ଶିଶୁଭବନ ପରିସରରେ ନର୍ସିଂ କର୍ମଚାରୀ ସଂଘର ଧାରଣା ଆରମ୍ଭ
କଟକ,୨୨ -୮-୨୪ (ପିପିଏସ ) : ନର୍ସିଂ କର୍ମଚାରୀ ସଙ୍ଘ ନିଜର ୧୦ ଦଫା ଦାବି ନେଇ ଗୁରୁବାର ଠାରୁ କଟକ ଶିଶୁ ଭବନ ପରିସରରେ ଧାରଣାରେ ବସିଛନ୍ତି l ରୋଗୀ ସେବାରେ କୌଣସି ବାଧା ସୃଷ୍ଟି ନକରି ଆନ୍ଦୋଳନ ଚାଲିଥିବା ବେଳେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ l ଏହାପରେ ମଧ୍ୟ!-->…
ଯୁବକଙ୍କ ହାତକୁ ଦା’ରେ ହାଣିଲେ ଦୁର୍ବୃତ୍ତ
କଟକ/ପୋତାପୋଖରୀ /୨୨ -୮-୨୪ (ପିପିଏସ ): କଟକ ଜିଲ୍ଲା ପୋତାପୋଖରୀ ଅଞ୍ଚଳରେ ଜଣେ ଯୁବକଙ୍କ ହାତକୁ ଦୁର୍ବୃତ୍ତମାନେ ଦା’ରେ ହାଣି ଦେଇଥିବା ଅଭିଯୋଗ ହୋଇଛି। ଆହତ ଯୁବକ ଜଣଙ୍କ ହେଲେ ସୋମନାଥ ପୃଷ୍ଟି। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।!-->…
ବଢୁଛି ଜଳସ୍ତର : ଖୋଲିଲା ହୀରାକୁଦର ୬ଟି ଗେଟ୍
ଭୁବନେଶ୍ବର,୨୨ -୮-୨୪ (ପିପିଏସ ) : ଉପରମୁଣ୍ଡରେ ବର୍ଷା କାରଣରୁ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଗୁରୁବାର ହୀରାକୁଦ ଡ୍ୟାମ୍ର ୬ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ମୋଟ୍ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବର ୪ଟି ଓ!-->…