Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମାତିଛନ୍ତି କାଠ ମାଫିଆ
ଭୁବନେଶ୍ବର/କେନ୍ଦୁଝର /୨୫-୦୮-୨୪ (ପିପିଏସ): କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ମାଇଦାନକେଲ ବିଟ୍ ଅନ୍ତର୍ଗତ ନେଲୁଙ୍ଗ ଗ୍ରାମ୍ୟ ଜଙ୍ଗଲରେ ମାତିଛନ୍ତି କାଠ ମାଫିଆ। କିଛିଦିନ ହେବ ରାଜ୍ୟ ବାହାରର କାଠ ମାଫିଆମାନେ ମେସିନ ସାହାଯ୍ୟରେ ଗଛ କାଟି ବିଭିନ୍ନ ସ୍ଥାନକୁ ଚାଲାଣ କରୁଛନ୍ତି। ଏନେଇ!-->…
ଆରମ୍ଭ ହେଲା ରାଜ୍ୟ ଫିଜିଓଥେରାପିଷ୍ଟ ବ୍ୟାଡମିଣ୍ଟନ ଲିଗ
ଭୁବନେଶ୍ବର,୨୫-୦୮-୨୪ (ପିପିଏସ): ସ୍ୱାସ୍ଥ୍ୟ ହିଁ ସମ୍ପଦ, ଆଉ କ୍ରୀଡା ଦ୍ୱାରା ହିଁ ସ୍ୱାସ୍ଥ୍ୟ ଠିକ ରହେ | କିଛି ଏଭଳି ବାର୍ତ୍ତା ନେଇ ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ରାଜ୍ୟ ଫିଜିଓଥେରାପିଷ୍ଟ ବ୍ୟାଡମିଣ୍ଟନ ଲିଗ | ଭୁବନେଶ୍ୱରର ପାୱାର ସଟଲର ବ୍ୟାଡମିଣ୍ଟନ ଏକାଡେମୀଠାରେ ଏହି!-->…
ସୁଶାନ୍ତ ଧଳସାମନ୍ତ ସେଲ୍ରୁ ମିଳିଲା ମୋବାଇଲ : ମାଦକ ଦ୍ରବ୍ୟ ସହ ଟ୍ରିମର ଓ ଲାଇଟର
ବଲାଙ୍ଗୀର/ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ଜେଲରେ ଜୋରଦାର ହେଉଛି ଚଢାଉ। ବଲାଙ୍ଗୀର ଗ୍ୟାଙ୍ଗୱାର ଖବର ସାମନାକୁ ଆସିବା ପରେ ଏବେ କଡ଼ାକଡ଼ି ଚେକିଂ ଚାଲିଛି । ବଲାଙ୍ଗୀର ଜେଲରେ ରେଡ୍ ବେଳେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ସେଲରୁ ମିଳିଥିବା ଜଣାପଡିଛି। ଶନିବାର ଜେଲରେ ଚଢ଼ାଉ କରିଥିଲା!-->…
ଜିଲ୍ଲା ମୁଖ୍ୟ କାରାଗାର ସମେତ ୪ ଜେଲରେ ପୋଲିସର ଚଢ଼ାଉ : ବିପୁଳ ନିଶା ସାମଗ୍ରୀ ଜବତ
ନୟାଗଡ଼/ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ନୟାଗଡ଼ର ୪ଟି ଜେଲରେ ପୋଲିସ ରେଡ୍ କରିଛି । ନିଶା କାରବାର ନେଇ ଆଜି ଭୋରରୁ ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ରେଡ୍ ଚାଲିଛି l ମାଜିଷ୍ଟ୍ରେଟ ଓ ନୟାଗଡ଼ ଏସପିଙ୍କ ଉପସ୍ଥିତିରେ ଚଢାଉରେ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ନୟାଗଡ଼!-->…
ସେପ୍ଟେମ୍ବରରେ ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ସୁଭଦ୍ରା ଯୋଜନା କରିବେ ଉଦ୍ଘାଟନ : ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ସେପ୍ଟେମ୍ବରରେ ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ଆସି ସୁଭଦ୍ରା ଯୋଜନା କରିବେ ଉଦ୍ଘାଟନ। ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଟଙ୍କା । ଏନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନା ମୁତାବକ,!-->…
ଆଉ ନାହାନ୍ତି ଆଇଏଲଏସ୍ ବୈଜ୍ଞାନିକ ଡକ୍ଟର ସନ୍ଦୀପ ମିଶ୍ର : କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା…
ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଚର୍ଚ୍ଚାରେ ଥିବା ଆଇଏଲଏସ୍ ବୈଜ୍ଞାନିକ ଡକ୍ଟର ସନ୍ଦୀପ ମିଶ୍ର ଆଉ ନାହାନ୍ତି। ଭୁବନେଶ୍ୱର ସ୍ଥିତ ଘରୁ ଡକ୍ଟର ସନ୍ଦୀପ ମିଶ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ!-->…
ଫୁଲୁଛି ମହାନଦୀ, ବଢୁଛି ଜଳସ୍ତର : ହୀରାକୁଦରେ ଖୋଲିଲା ୨୦ ଗେଟ
ସମ୍ବଲପୁର,ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ଉପରମୁଣ୍ଡରେ ବର୍ଷା ପରେ ଫୁଲୁଛି ମହାନଦୀ l ବଢୁଛି ହୀରାକୁଦଜଳ ଭଣ୍ଡାରର ଜଳସ୍ତର । ଏହି ବଢୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ଆଜି ହୀରାକୁଦ ଡ୍ୟାମ୍ର ଆଉ ୬ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି।!-->…
ରାସ୍ତା ମଝିରେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ଖୋର୍ଦ୍ଧା/ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳ ବଜାରରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି । ବିଚ୍ ରାସ୍ତାରେ ଯୁବକଙ୍କୁ ହାଣି ହତ୍ୟା କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି । ମୃତକ ଯୁବକ ମୁକୁନ୍ଦପ୍ରସାଦ ଗାଁର ବୋଲି ଜଣାପଡିଛି । ପୂର୍ବ ଶତ୍ରୁତାରୁ!-->…
ଉଚ୍ଛେଦ ଉଠା ଦୋକାନୀଙ୍କ ଥଇଥାନ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଭର୍ତ୍ତୃହରି ମହତାବ
କଟକ,୨୫-୦୮-୨୪ (ପିପିଏସ) : ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସହରରୁ ଜବରଦଖଲରେ ବ୍ୟବସାୟ କରୁଥିବା ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଉଥିବା ବେଳେ ସେମାନଙ୍କ ଥଇଥାନ ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଛି l ଏହାକୁ ଗୁରୁତ୍ବଦେଇ, ସାଂସଦ ଭର୍ତ୍ତୃହରି ମହତାବ, ଜିଲ୍ଲାପାଳ ଦତ୍ତାତ୍ରେୟ!-->…
ସବୁଦିନ ପାଇଁ ରାଜ୍ୟରେ ଦୂର ହେବ ଆଳୁ ସମସ୍ୟା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ରାଜ୍ୟରେ ଆଳୁ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତି l ଅଗାମୀ ଦିନରେ ଆଳୁ ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶ୍ରୀ ମାଝୀ ଓୟୁଏଟି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଗଣମାଧ୍ୟମକୁ କହିଥିଲେ ଯେ ପୂର୍ବ!-->…