Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶ୍ରୀକୃଷ୍ଣ ମୟ ଆଜି ଏ ସାରା ଜଗତ : ଦ୍ୱାରକାଧୀଶ ମନ୍ଦିରରେ ପାଳିତ ହେଉଛି ୫୨୫୧ ତମ ଜନ୍ମାଷ୍ଟମୀ ଉତ୍ସବ
କଟକ ବ୍ୟୁରୋ/ପୁରୀ//ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ଆଜି ସାରା ଦେଶରେ ବିଶେଷ କରି ବୈଷ୍ଣବ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହର ସହ ପାଳିବେ ନନ୍ଦଲାଲାଙ୍କ!-->…
ଦୁର୍ଗମ ଝିରିପାଣିରେ ଝାଡ଼ାବାନ୍ତି : ଶତାଧିକ ଗୁରୁତର ମାନଙ୍କ ମଧ୍ୟରୁ ୫ ମୃତ
କନ୍ଧମାଳ/ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ର ଦୁର୍ଗମ ଝିରିପାଣି ପଞ୍ଚାୟତରେ ଏକ ଭୋଜିରେ ଖାଇବା ଏବଂ ଦୂଷିତ ପାଣି ପିଇବା କାରଣରୁ ବରଗାଁ, ନାଲକୁଟି, ପୁଡ଼େଣିଗାଁ, କୁନାବାଡ଼ା ଓ ବୁଡ଼େପଦରରେ ଝାଡ଼ାବାନ୍ତି ବ୍ୟାପିଥିଲା। ସପ୍ତାହକ ଭିତରେ ଏଠାରୁ!-->…
ଝାଡ଼ାବାନ୍ତିରେ ୨୦ରୁ ଉର୍ଦ୍ଧ୍ବ ମୃତ୍ୟୁ : ଅଖାଦ୍ୟ ଶୁଖିଲା ମାଂସ ମୁଖ୍ୟ କାରଣ
*ଅଖାଦ୍ୟ ଛାଡ଼ି ପାରିନାହାନ୍ତି ଜିଲ୍ଲାର ଅଧିକାଂଶ ଲୋକ*ଗାଈ,ମଇଁଷିଙ୍କ ଶୁଖିଲା ପଚାମାଂସ ଖାଇବାର ପାର୍ଶ୍ବ ପ୍ରତିକ୍ରିୟା*ଶିକ୍ଷା ଏବଂ ସଚେତନତା ଅଭାବ ଯୋଗୁଁ ଜଟିଳ ହୋଇଛି ପରିସ୍ଥିତି
ରାୟଗଡ଼ା/ଭୁବନେଶ୍ବର,୨୬-୦୮-୨୪ (ପିପିଏସ) : ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି ଝାଡ଼ାବାନ୍ତି ।!-->!-->!-->…
ଭିତରକନିକାକୁ ପଲିଥିନ୍ ବିପଦ
କୁମ୍ଭୀର ମୃତ୍ୟୁ ପରେ ମଧ୍ୟ ନିଷ୍କ୍ରିୟତା
ରାଜନଗର/ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତାକୁ ପ୍ରଭାବିତ କରୁଛି ପଲିଥିନ୍ । ଜଙ୍ଗଲଠୁ ଆରମ୍ଭ କରି ଭିତରକନିକା ଭିତରେ ଓ ବାହାରେ ପ୍ରବାହିତ ନଦୀ, ନାଳ ଓ ସମୁଦ୍ରରେ!-->!-->!-->…
ସରକାରୀ ଯାନ ଚାଳନା ତାଲିମ କେନ୍ଦ୍ର ବୃଦ୍ଧି ହେବ:ପରିବହନ ମନ୍ତ୍ରୀ
ବ୍ରହ୍ମପୁର/ଭୁବନେଶ୍ୱର/୨୫-୦୮-୨୪ (ପିପିଏସ): ଗଞ୍ଜାମ ଜିଲା ବ୍ରହ୍ମପୁରରେ ଥିବା ସରକାରୀ ଯାନଚାଳନା ପ୍ରଶିକ୍ଷଣ କେନ୍ଦ୍ର ପ୍ରଥମ ବର୍ଷ ପୂରା କରିଛି। ଏହି ଅବସରରେ ପାଲୁର ହିଲ୍ସ ସ୍ଥିତ ତାଲିମ ପ୍ରତିଷ୍ଠାନରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ!-->…
ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ !
ଭୁବନେଶ୍ବର/ବାସୁଦେବପୁର /୨୫-୦୮-୨୪ (ପିପିଏସ): ବାସୁଦେବପୁର ବ୍ଲକ ନାଇକାଣିଡିହ ଥାନା ଅନ୍ତର୍ଗତ ବାଲିମେଦ ପଞ୍ଚାୟତ ଛତ୍ରପଦା ଗ୍ରାମରେ ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ଘର ଜଳିଯାଇଛି। ତେବେ କେହି ଦୁର୍ବୃତ୍ତ ଘରେ ନିଆଁ ଲଗାଇ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ,!-->…
ପିପିଲିରେ ବାର୍ଡ ଫ୍ଲୁ: ୫ ହଜାର କୁକୁଡ଼ା ମରାଗଲା
ଭୁବନେଶ୍ବର,୨୫-୦୮-୨୪ (ପିପିଏସ):ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ଆଲର୍ଟରେ ପ୍ରାଣୀ ସଂପଦ ବିଭାଗ। ସଂକ୍ରମଣ ରୋକିବାକୁ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ। ଗତକାଲି ସଂଧ୍ୟାରୁ ଆଜି ପର୍ଯ୍ୟନ୍ତ ପିପିଲି ଆବଲପୁର ଗାଁରୁ ପ୍ରାୟ ୫ ହଜାର କୁକୁଡ଼ା!-->…
ସ୍ମାର୍ଟସିଟିର ଅସଜଡ଼ା ପାର୍କିଂ ବ୍ୟବସ୍ଥା: ୪୦ କୋଟିର ମଲ୍ଟି କାର୍ ପାର୍କିଂ ପ୍ରକଳ୍ପ କାମରେ ଆସୁନି
ଭୁବନେଶ୍ବର/ରାଉରକେଲା/୨୫-୦୮-୨୪ (ପିପିଏସ): ସ୍ମାର୍ଟସିଟିରେ ପାର୍କିଂ ସମସ୍ୟା ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ବିଶେଷକରି ବୀର୍ସା ଛକରୁ ଉଦିତନଗର ଆମ୍ବେଦକର ଛକ ପର୍ଯ୍ୟନ୍ତ, ପାର୍କିଂସ୍ଥାନର ଘୋର୍ ଅଭାବ। ଫଳରେ ଗ୍ରାହକ ଓ ଦୋକାନି ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।!-->…
ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ସହରାଞ୍ଚଳରେ ଏସ୍ସି, ଏସ୍ଟି ବ୍ୟକ୍ତି ଜମି ବିକିପାରିବେ
ବାଟ ଫିଟାଇବେ ତହସିଲଦାରଆବାସଯୋଗ୍ୟ ବୋଲି ରିପୋର୍ଟ ଦେବେ
କଟକ/୨୫-୦୮-୨୪ (ପିପିଏସ): ସହରାଞ୍ଚଳରେ ଅନୁସୂଚିତ ଜାତି (ଏସ୍ସି) ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗର ବ୍ୟକ୍ତିଙ୍କ ନାଁରେ ଥିବା ଘରବାଡ଼ି ଜମି ଆଉ କୃଷି ଉପଯୋଗୀ ନୁହେଁ, ଆବାସିକ ଉଦ୍ଦେଶ୍ୟରେ ବ୍ୟବହାରଯୋଗ୍ୟ ବୋଲି ତହସିଲଦାର!-->!-->!-->…
ଥାନାବାବୁଙ୍କୁ ମାଡ଼ ଘଟଣା: ନିରପେକ୍ଷ ତଦନ୍ତ ଦାବି
ବଲାଙ୍ଗୀର/ଭୁବନେଶ୍ବର,୨୫-୦୮-୨୪ (ପିପିଏସ): ୨୬ ନମ୍ବର ଜାତୀୟ ରାଜପଥ ବଲାଙ୍ଗୀର ଦେଓଗାଁ ରାସ୍ତାର ସୋନଗଡ଼ ନଦୀ ବ୍ରିଜ ଉପରେ ମାତାଲ ତୁଷୁରା ଥାନା ଅଧିକାରୀ ଦେଖାଇଥିବା ଦବଙ୍ଗିରି କୁନେଇ ଅସନ୍ତୋଷ ବଢ଼ିବାରେରେ ଲାଗିଛି। ପୁଲିସ କରୁଥିବା ତଦନ୍ତକୁ ସନ୍ଦେହ କରି ଦେଓଗାଁର ସଚେତନ ନାଗରିକ!-->…