Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବାଇପାସ୍ ପାଇଁ ବଳି ପଡ଼ିଲା ଗଛ : କାଟିଦେଲେ, ଲଗାଇଲେନି
ଜୟପୁର/ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ଜୟପୁର ବାଇପାସ୍ ରାସ୍ତା ନିର୍ମାଣ ପାଇଁ ବଳି ପଡ଼ିଲା ଅନେକ ଗଛ । କଟିଲା ୫୦ରୁ ଊର୍ଦ୍ଧ୍ବ ତେନ୍ତୁଳି, ଆମ୍ବ ଭଳି ଫଳନ୍ତୀ ଗଛ । ଇତିମଧ୍ୟରେ ଗଛକଟାକୁ ବିତିଗଲାଣି ଦେଢ଼ ବର୍ଷ । ଅଥଚ ଜାତୀୟ ରାଜପଥ ବିଭାଗ ଗୋଟିଏ ବି ଗଛ ଲଗାଇବାରେ ସକ୍ଷମ ହୋଇନି।!-->…
ଗ୍ରାହକଙ୍କୁ ଠକୁଛନ୍ତି ୩୭୦ ପେଟ୍ରୋଲ ପମ୍ପ ଏବଂ ୨୮୪୬ଟି ଦୋକାନୀ : ଯୋଗାଣ ମନ୍ତ୍ରୀ ମନ୍ତ୍ରୀ
ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ରାଜ୍ୟରେ ମାପ ଓ ଓଜନରେ ଗ୍ରାହକଙ୍କୁ ଠକୁଛନ୍ତି କେତେକ ବ୍ୟବସାୟୀ । ବର୍ଷକରେ ୨,୮୪୬ ଦୋକାନୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି । ୨୧୮୧ ବ୍ୟବସାୟୀ କମ୍ପ୍ୟୁଟର ଓଜନରେ ଠକୁଥିବା ଜଣାପଡିଛି । ସେହିପରି ୧୦୧ ଜଣ ବ୍ୟବସାୟୀ ବଟକରା ଓ ୯୫ ଜଣ ପଳାରେ!-->…
କୁକୁଡ଼ା ବ୍ୟବସାୟକୁ କେନ୍ଦ୍ରକରି ଗୁଳିମାଡ଼ ଘଟଣା : ମୁଖ୍ୟ ଅଭିଯୁକ୍ତ ସମେତ ୪ଗିରଫ
ଝାରସୁଗୁଡ଼ା/ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : କୁକୁଡ଼ା ବ୍ୟବସାୟକୁ କେନ୍ଦ୍ର କରି ସମ୍ପର୍କୀୟ ଭାଇକୁ ଗୁଳି କରି ହତ୍ୟା ଘଟଣାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏନେଇ ପୁଲିସ ଏସପି ସ୍ମିତ ପରମାର ପୁରୁଷୋତ୍ତମ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କଠାରୁ ଏକ ଦେଶୀ!-->…
ବ୍ୟବସାୟକୁ କେନ୍ଦ୍ର କରି ହତ୍ୟା ୪ ଅଭିଯୁକ୍ତ ଗିରଫ
ଝାରସୁଗୁଡ଼ା/ଭୁବନେଶ୍ୱର ୨୮-୦୮-୨୪(ପିପିଏସ): କୁକୁଡ଼ା ବ୍ୟବସାୟକୁ କେନ୍ଦ୍ର କରି ସମ୍ପର୍କୀୟ ଭାଇକୁ ଗୁଳି କରି ହତ୍ୟା ଘଟଣାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏନେଇ ପୁଲିସ ଏସପି ସ୍ମିତ ପରମାର ପୁରୁଷୋତ୍ତମ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କଠାରୁ ଏକ ଦେଶୀ!-->…
ଭିଜିଲାନ୍ସ ପଞ୍ଝାରେ CHSE ରେକର୍ଡ ସପ୍ଲାୟର୍ : ୩ଟି ସ୍ଥାନରେ ଚଢ଼ାଉ
ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।
ପୁରେନ୍ଦ୍ରଙ୍କ ଭୁବନେଶ୍ୱରର!-->!-->!-->…
ସତ୍ତା ହରାଉଛି ‘ଅଳକା’
ଜବରଦଖଲ ଯୋଗୁଁ ବନ୍ଦ ହୋଇଗଲାଣି ଜଳପ୍ରବାହ
ଜଗତସିଂହପୁର/୨୮-୦୮-୨୪(ପିପିଏସ): କାଠଯୋଡ଼ିର ଶାଖା ନଦୀ ଦେବୀରୁ ବାହାରିଥିଲା ଅଳକା ନଦୀ। ଦିନେ ଏହି ନଦୀ ବାଟ ଦେଇ ଇଂରେଜମାନେ ମାଲ୍ ପରିବହନ କରୁଥିଲେ। ସମୁଦ୍ରରେ ଥିବା ଜାହଜରେ ମାଲ୍ ବୋଝେଇ କରି ବୋଟ୍ଗୁଡ଼ିକ ଫେରୁଥିଲା। ନଦୀରେ!-->!-->!-->…
ବଡ଼ଚଣା ବ୍ଲକରେ ଝାଡ଼ାବାନ୍ତି
ଚଣ୍ଡିଖୋଲ/ଭୁବନେଶ୍ୱର ୨୮-୦୮-୨୪(ପିପିଏସ): ବଡ଼ଚଣା ବ୍ଲକ ସିହା ପଞ୍ଚାୟତର ସିହା ସହର ସାହିରେ ଗତ ଚାରି ଦିନ ହେବ ଝାଡ଼ାବାନ୍ତି ବ୍ୟାପିଛି। ଏଥିରେ ସାହିର ଏକାଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର!-->…
ନନ୍ଦନକାନନକୁ ଆସିଲେ ୨ଟି ଜିରାଫ ସହିତ ୨୦ ପଶୁପକ୍ଷୀ
ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ କୁ ଆସିଲେ ନୂଆ ସଦସ୍ୟ। ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନା ଏବଂ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ପଶୁ ଅଦଳବଦଳ ପ୍ରକ୍ରିୟା ସଫଳ ହୋଇଛି।
ଏହି ପ୍ରକ୍ରିୟା ଯୋଗୁ ନନ୍ଦନକାନନକୁ ଆସିଛନ୍ତି ୨ଟି ଜିରାଫ, ୨ଟି!-->!-->!-->…
କୁକୁଡ଼ା ଚାଷୀଙ୍କୁ ମିଳିବ କ୍ଷତିପୁରଣ:ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ
କ୍ଷତିପୂରଣ ବାବଦରେ ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ଼ କୁକୁଡ଼ାକୁ ୭୦ ଟଙ୍କା
ଭୁବନେଶ୍ୱର ୨୮-୦୮-୨୪(ପିପିଏସ): ବାର୍ଡ଼ ଫ୍ଲୁ'କୁ ନେଇ ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଚାଷୀମାନଙ୍କୁ କ୍ଷତିପୂରଣ ବାବଦରେ ଛୋଟ କୁକୁଡ଼ାକୁ ୨୦!-->!-->!-->…
ଶ୍ରେଣୀଗୃହରେ ଅସୁସ୍ଥ ହୋଇପଡ଼ିଲେ ୨୬ ଛାତ୍ରଛାତ୍ରୀ
ଭୁବନେଶ୍ୱର /୨୮-୦୮-୨୪(ପିପିଏସ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ହସିମୁଦ୍ଦିନ ଉପ୍ରା ବିଦ୍ୟାଳୟ ଓ ମେଣ୍ଢପୁର ହାଇସ୍କୁଲରେ ଆଜି ପ୍ରାର୍ଥନା ଶ୍ରେଣୀ ସରିବା ପରେପରେ ହଠାତ୍ ଜଣେ ପରେ ଜଣେ ଖୁସନାମା ଫିର୍ଦୋସ,ସାଦିଆ ତାବସୁମ୍,ସୋନିଆ ଫିର୍ଦୋସ୍,ଦରକଶା ନେସା,ଗୁଲପଶା ବେଗମ୍,ରୁବିନା!-->…