Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜ୍ୟରେ ଦୀର୍ଘତମ ଓ ସର୍ବବୃହତ୍ ଚଢ଼ାଉ ଅଭିଯାନ : ଅବକାରୀ ବିଭାଗଆଗକୁ ଅଭିଯାନ ଅଧିକ ଜୋରଦାର ହେବ : ଆଇନ ମନ୍ତ୍ରୀ
୧୪୪୩ ବେଆଇନ ମଦ ଭାଟିରେ ଚଢ଼ିଲା ବୁଲଡୋଜର
କେବଳ ରାଜଧାନୀରେ ୫୧
୧୯୫୭ ଜଣ ଗିରଫ, ୧୮୩ଟି ଗାଡ଼ି ଜବତ
ଭୁବନେଶ୍ୱର,୦୪-୦୯-୨୪(ପିପିଏସ) : ରାଜ୍ୟରୁ ବେଆଇନ ମଦ କାରବାରକୁ ମୂଳପୋଛ କରିବା ପାଇଁ ଆକ୍ସନ ମୋଡ଼ରେ ମୋହନ ସରକାର l ଗତ ଅଗଷ୍ଟ ୨୦ତାରିଖରୁ ରାଜ୍ୟରେ ଦୀର୍ଘତମ ଚଢ଼ାଉ ଅଭିଯାନ!-->!-->!-->!-->!-->!-->!-->!-->!-->…
ଚାଲୁ ରହିବ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ର ସମସ୍ତ କାର୍ଯ୍ୟ : ପଞ୍ଚାୟତିରାଜ ମନ୍ତ୍ରୀ
ଭୁବନେଶ୍ୱର,୦୩-୦୯-୨୪(ପିପିଏସ) : ରାଜ୍ୟରେ ପେସା ଆଇନ କାର୍ଯ୍ୟକାରୀ ହେବ। ଗ୍ରାମସଭାକୁ ସଶକ୍ତ କରାଯିବ। ମଙ୍ଗଳବାର ବିଧାନସଭା ପ୍ରଶ୍ନକାଳରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି । ସେ କହିଛନ୍ତି, ଆମ ଓଡ଼ିଶା ନବୀନ ଓଡ଼ିଶାରେ ଚାଲୁଥିବା ସମସ୍ତ କାମ ଚାଲୁ ରହିବ। ‘ଆମ!-->…
ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ : ଗୃହରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ
ଭୁବନେଶ୍ୱର,୦୩-୦୯-୨୪(ପିପିଏସ) : ଓଡ଼ିଶା ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ମଙ୍ଗଳବାର ଗୃହରେ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ ଅଛି ଏବଂ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବାରେ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ!-->…
ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ଚର୍ଚ୍ଚା ମଧ୍ୟରେ କର୍ତ୍ତୃପକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ଭୁବନେଶ୍ୱର,୦୩-୦୯-୨୪(ପିପିଏସ) : ଓଡ଼ିଶାର ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତନ ଚର୍ଚ୍ଚା ମଧ୍ୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟକର୍ତ୍ତୃପକ୍ଷ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସନ୍ଧ୍ୟା ୬ଟା ପରେ ବିଶ୍ୱବିଦ୍ୟାଳୟ!-->…
ଜେଲ୍ ଏଡିଜିଙ୍କ ନାଁରେ ଫେକ୍ ଆକାଉଣ୍ଟ କରି ଟଙ୍କା ମାଗୁଛନ୍ତି ସାଇବର ଠକ
ଭୁବନେଶ୍ୱର,୦୩-୦୯-୨୪(ପିପିଏସ) : ମାତିଲେଣି ସାଇବର ଠକ । ଚାରିଆଡ଼େ କାୟା ବିସ୍ତାର କରୁଛନ୍ତି । କେତେବେଳେ ସାଧାରଣ ଲୋକଙ୍କୁ ତ କେତେବେଳେ ଆଇପିଏସ୍ ଅଫିସରଙ୍କୁ କରୁଛନ୍ତି ମୋହରା। ବରିଷ୍ଠ ଆଇପିଏସ୍ ଅଫିସରଙ୍କ ଫଟୋ ଲଗାଇ ଲୋକଙ୍କୁ ମାଗୁଛନ୍ତି ଠକ ।
ଏପରି ଏକ ଘଟଣା ରାଜଧାନୀ!-->!-->!-->…
ଯୌତୁକ ପାଇଁ ଆଉଏକ ବଧୂ ହତ୍ୟା ଅଭିଯୋଗ : ସ୍ୱାମୀ ଓ ଶାଶୁ ଅଟକ
ଦୁଇ ମାସ ତଳେ ନୂଆ ସଂସାରରେ ପାଦ ଥାପିଥିଲା ଝିଅ
ବୁକୁଫଟା କ୍ରନ୍ଦନ ସହିତ ମା’ର ଅଭିଯୋଗ
ଯୌତୁକ ପାଇଁ ଦେଉଥିଲେ ନିର୍ଯ୍ୟାତନା
ଶେଷରେ ମୋ' ଝିଅକୁ ମାରି ଟାଙ୍ଗି ଦେଇଛନ୍ତି
ବାଲେଶ୍ୱର/ଭୁବନେଶ୍ୱର,୦୩-୦୯-୨୪(ପିପିଏସ) : ଯୌତୁକ ଯୁଇରେ ଜଳିଗଲା ଆଉ ଏକ ନିରୀହ ଜୀବନ l ଦୁଇ ମାସ!-->!-->!-->!-->!-->!-->!-->!-->!-->!-->!-->…
ଶବ ସତ୍କାର କରିବାକୁ ନାକେଦମ ହେଲା ପ୍ରଶାସନ ଓ ପୋଲିସ : ଗାଁ ଲୋକେ ଦେଲେନାହିଁ ଅନୁମତି
ବ୍ୟବଚ୍ଛେଦ ପରେ ମୃତଦେହ ନେଲେନାହିଁ ପରିବାର ଲୋକେ
ଶବକୁ ଧରି ଗାଁ ରୁ ଗାଁ କୁ ବୁଲିଲା ପ୍ରଶାସନ ଓ ପୋଲିସ
ରବିବାର ସକାଳେ ମିଳିଥିଲା କ୍ଷତବିକ୍ଷତ ବସ୍ତ୍ର ବିହୀନ ମୃତଦେହ
ସମ୍ବଲପୁର/ଭୁବନେଶ୍ୱର,୦୩-୦୯-୨୪(ପିପିଏସ) : ସବା ସତ୍କାର ପାଇଁ ମୃତଦେହ ଧରି ଗାଁ ସାରା ବୁଲିଲା!-->!-->!-->!-->!-->!-->!-->!-->!-->…
ମଧୁସୂଦନ ଲ’ବିଶ୍ୱବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଉଦ୍ଯାପିତ
କଟକ/୦୩-୦୯-୨୦୨୪(ପିପିଏସ):ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ନୂତନ ଭାବେ ଯୋଗଦାନ କରିଥିବା ପାଞ୍ଚବର୍ଷୀୟ ଆଇନ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ତାଳଚେରର ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟ ଓ ପବିତ୍ର ମୋହନ ବୈଷୟିକ!-->…
ଦୁର୍ଗାପୂଜାରେ ମଦମୁକ୍ତ ଭସାଣି, ଡିଜେମୁକ୍ତ ରୋଷଣି
କଟକ/୦୩-୦୯-୨୦୨୪(ପିପିଏସ ): ଚଳିତ ଦୁର୍ଗାପୂଜା ପାଇଁ ରାଜଧାନୀ ଭୁବନେଶ୍ଵର ଏବଂ କଟକରେ କମିଶନରେଟ ପୁଲିସ ପକ୍ଷରୁ ଏବେଠାରୁ ପଦକ୍ଷେପ ଆରମ୍ଭ ହୋଇଛି। ଦୁର୍ଗାପୂଜା ଅବସରରେ ମଦମୁକ୍ତ ଭସାଣି ଏବଂ ଡିଜେମୁକ୍ତ ରୋଷଣିକୁ ଗୁରୁତ୍ଵ ଦେଇଛି କମିଶନରେଟ ପୁଲିସ। ଦୁର୍ଗାପୂଜା ଭସାଣିରେ!-->!-->!-->…
ଛତିଶଗଡ଼ ଏନ୍କାଉଣ୍ଟର୍ରେ ୯ ନକ୍ସଲ ମୃତ
ନୂଆଦିଲ୍ଲୀ/ଭୁବନେଶ୍ୱର ୦୩-୦୯-୨୪ (ପିପିଏସ): ଛତିଶଗଡ଼ର ଦନ୍ତେୱାଡ଼ାରେ ସୁରକ୍ଷା କର୍ମୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ନଅ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଦନ୍ତେୱାଡ଼ା ଏବଂ ବିଜାପୁର ଜିଲ୍ଲା ସୀମାରେ ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତଚର ଆଧାରରେ ତଥ୍ୟ ପାଇ ଏକ ପୁଲିସ ଦଳ!-->!-->!-->…