Browsing Category

ଓଡିଶା

ଗଣେଶ ପୂଜା ଚାନ୍ଦା ପାଇଁ ଲଙ୍କାକାଣ୍ଡ

ଘରେ ସମସ୍ତେ ଶୋଇଥିବା ସମୟରେ  ଦୁର୍ବୃତ୍ତମାନେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି । ଫଳରେ ଦୁଇଟି ବାଇକ ସହ ବହୁ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ସମ୍ବଲପୁର/ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଗଣେଶ ପୂଜା ଚାନ୍ଦା ନ ଦେବାକୁ ନେଇ ସମ୍ବଲପୁର ସହରରେ କିଛି ଦୁବୃର୍ତ୍ତ

ବିଧାନସଭାରେ ରେଭେନ୍‌ସା ଝଡ଼

ଶୂନ୍ୟକାଳରେ ଶାସକ ଏବଂ ବିରୋଧୀ ଏହି ପ୍ରସଙ୍ଗରେ ମୁହାଁମୁହିଁ  ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ରେଭେନ୍‌ସା ବିଶ୍ବବିଦ୍ୟାଳୟର ନାମ ପରିର୍ତ୍ତନକୁ ନେଇ ଗୁରୁବାର ବିଧାନସଭାରେ ହଟ୍ଟଗୋଳ ସୃଷ୍ଟି ହୋଇଛି। ଶୂନ୍ୟକାଳରେ ଶାସକ ଏବଂ ବିରୋଧୀ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି। 

ସୁଭଦ୍ରା ଯୋଜନା: ଦିନ-ରାତି ଜନସେବା କେନ୍ଦ୍ରରେ ଲାଇନରେ ଲୋକେ

ସୁଭଦ୍ରା ଯୋଜନା ପାଇଁ ଜନସେବା କେନ୍ଦ୍ରରେ ଭୋର ଚାରିଟାରୁ ରାତି ୯ ଟା ପର୍ଯ୍ୟନ୍ତ ଲୋକେ  ଲାଇନ ଲଗାଇଥିବା ଦେଖାଯାଇଛି ଏପରିକି ଅନେକ ମହିଳା ନିଜ ଛୋଟଛୋଟ ପିଲାଙ୍କୁ ନେଇ  ଭୋକ ଉପାସରେ ଲାଇନ ଲଗାଇଥିବା ଦେଖିବାକୁ ମିଳୁଛି.. ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ସୁଭଦ୍ରା ଯୋଜନା

୫ ବର୍ଷରେ ବଜ୍ରପାତରେ ୧୧୦୩ ଜଣଙ୍କ ମୃତ୍ୟୁ: ସୁରେଶ ପୂଜାରୀ

ଭୁବନେଶ୍ୱର/୦୫-୦୯-୨୦୨୪(ପିପିଏସ ):  ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟାରେ ଗତ ୫  ବର୍ଷ ଭିତରେ ଓଡ଼ିଶା ଭାରତରେ ସବୁ ରାଜ୍ୟଠାରୁ ଆଗରେ ରହିଛି । ଓଡ଼ିଶାରେ ଗତ  ୫ ବର୍ଷରେ ୧୧୦୩ ଜଣ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି।ବାଦଲ-ବାଦଲ ଭିତରେ ଧକ୍କା ଯୋଗୁ ବଜ୍ରପାତ ଘଟିଥାଏ । ମାଟି ତଳେ

ମହିଳାଙ୍କ ଭିଡିଓ ରେକର୍ଡିଂ କରି ଧରାପଡ଼ିଲେ ତାମିଲି ଯୁବକ

ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଗ୍ରାହକ ସାଜି ହୋଟେଲ୍‌ରେ ରହୁଥିଲା। ବାଛିବାଛି ମହିଳା ଗ୍ରାହକଙ୍କ ପାଖ ରୁମ୍‌ ନେଉଥିଲା। କାଇଦାରେ ସ୍କାଏଲାଇଟ୍‌ ଦେଇ ମହିଳାଙ୍କ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଖଞ୍ଜି ଦେଉଥିଲା। ସେହି କ୍ୟାମେରାରେ ମହିଳାଙ୍କ ଗାଧୋଇବା ବେଳର ନଗ୍ନ ଦୃଶ୍ୟକୁ

ନାଳରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର: ପ୍ରେମ ବ୍ୟାପରକୁ ନେଇ ହତ୍ୟା ସନ୍ଦେହ!

ଧର୍ମଶାଳା/ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଧର୍ମଶାଳା ଥାନା ରଥିଆ ଗାଁ ନିକଟ ଏକ କ୍ରସର ପାଖ ନାଳରୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ଅଭୟପୁର ଗ୍ରାମର ନରହରି ବେହେରାଙ୍କ ଏକମାତ୍ର ପୁଅ ରୁଦ୍ରପ୍ରସାଦ(୧୭) । ସେ ଜଣେ ଯୁକ୍ତ ଦୁଇ ଛାତ୍ର। ପ୍ରେମ

ଏଥର ଐତିହାସିକ ବାଲିଯାତ୍ରା ଜାରି ରହିବ ୮ ଦିନ

ଐତିହାସିକ ବାଲିଯାତ୍ରା ପାଇଁ କଟକ ଜିଲ୍ଲା ପ୍ରଶାସନ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ନଭେମ୍ବର ୧୫ରୁ ମହାନଦୀପଠାରେ ବାଲିଯାତ୍ରା ଆରମ୍ଭ ହେବ। ଏହି ଯାତ୍ରା ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। କଟକ/୦୫-୦୯-୨୦୨୪(ପିପିଏସ ): ଐତିହାସିକ ବାଲିଯାତ୍ରା ପାଇଁ କଟକ

ବଢୁଛି ବାର୍ଡ ଫ୍ଲୁ ସଂକ୍ରମଣ ଭୟ : ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର,୦୪-୦୯-୨୪(ପିପିଏସ) : ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣ ବ୍ୟାପୁଥିବା ବେଳେ ଦିନେ ଦୁଇ ଦିନ ଭିତରେ ତଦାରଖ ପାଇଁ ଓଡ଼ିଶା ଆସିବ ସେଣ୍ଟ୍ରାଲ ଟିମ । ବାର୍ଡ଼ ଫ୍ଲୁ ବ୍ୟାପିଥିବା ଅଞ୍ଚଳ ବୁଲିବା ସହସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ବାର୍ଡ଼

କାଲି ଦୁଇ ଯୁବକ ଡେଇଁଥିଲେ ମହାନଦୀକୁ : ଏପର୍ଯ୍ୟନ୍ତ ନିଖୋଜ

କଟକ,୦୪-୦୯-୨୪(ପିପିଏସ) : ଗତକାଲି ଅପରାହ୍ନରେ ଜଣେ ଯୁବକ ମହାନଦୀକୁ ଡେଇଁଥିବା ବେଳେ ରାତିରେ ଆଉ ଜଣେ ସମାନ ପଦକ୍ଷେପ ଉଠାଇଛନ୍ତି । ଅଗ୍ନିଶମ ବିଭାଗ ଖୋଜାଖୋଜି କରୁଥିଲେ ବି ନିଖୋଜ ଯୁବକଦ୍ୱୟଙ୍କ ପତ୍ତା ମିଳି ପାରିନି। ଗତକାଲି ରାତିରେ ଅନୁପ ଅଗ୍ରୱାଲ ମଧୁସୁଦନ ସେତୁ ଉପରୁ ମହାନଦୀକୁ

ଅଖାଦ୍ୟ ଖାଇ ବ୍ୟାପିଲା ଝାଡ଼ାବାନ୍ତି : ୩ ମୃତ, ୧୦ ଅସୁସ୍ଥ

ଭବାନୀ ପାଟଣା/ଭୁବନେଶ୍ୱର,୦୪-୦୯-୨୪(ପିପିଏସ) : ଝାଡ଼ାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଅସୁସ୍ଥ ହୋଇଛନ୍ତି । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଅଡ଼ାଖୁ ଗାଁରେ। ଅସୁସ୍ଥ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଇଁଷି ମାଂସ ଓ