Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କଢ଼େଇରେ ମହାପ୍ରସାଦ ପ୍ରସ୍ତୁତ ପ୍ରସଙ୍ଗ : ୭ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ପୁରୀ/ଭୁବନେଶ୍ୱର,୧୩-୦୯-୨୦୨୪ (ପିପିଏସ) : ଶ୍ରୀମନ୍ଦିର ରୋଷ ଘରେ ମାଟି କୁଡୁଆରେ ରନ୍ଧନ ପରମ୍ପରା ଥିବା ବେଳେ ଲୁହା କଢ଼େଇରେ ମହାପ୍ରସାଦ ରୋଷେଇ ହେଉଥିବା ଅଭିଯୋଗ ଆସିବା ପରେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ।
ସୁଆର ମହାସୁଆର ନିଯୋଗ, ରୋଷପାଇକ ନିଯୋଗର!-->!-->!-->…
୨ ଜଣଙ୍କୁ ଧକ୍କା ଦେଇ ନାଳ ଭିତରକୁ ପଶିଗଲା ପୁଲିସ ଗାଡ଼ି
କଟକ,୧୩-୦୯-୨୦୨୪ (ପିପିଏସ) : ୨ ଜଣଙ୍କୁ ଧକ୍କା ଦେବାପରେ ଭାରସାମ୍ୟ ହରାଇ ନାଳ ଭିତରକୁ ପଶିଗଲା ପୁଲିସ ଗାଡ଼ି। କଟକ ଜିଲ୍ଲା ବିଜୁ ପଟ୍ଟନାୟକ ଛକରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଜଣେ ଜୋତା ମରାମତି ଦୋକାନୀ ହୋଇଥିବା ବେଳେ ଅନ୍ୟ ଜଣେ ସାଇକେଲ!-->…
ପ୍ରଜାତନ୍ତ୍ର ପରିସରରେ “ଡକ୍ଟର ଶଙ୍କର କୁମାର ସାନ୍ୟାଲ୍”
କଟକ,୧୩-୦୯-୨୦୨୪ (ପିପିଏସ) : ଗାନ୍ଧିଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘ହରିଜନ ସେବକ ସଂଘ’ ର ଜାତୀୟ ସଭାପତି ପ୍ରଫେସର ଡକ୍ଟର ଶଙ୍କର କୁମାର ସାନ୍ୟାଲ୍ ‘ପ୍ରଜାତନ୍ତ୍ର’ ପରିସରରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଡକ୍ଟର ସାନ୍ୟାଲ୍ ସଂଘର!-->…
‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଓଡ଼ିଶା ପାଭିଲିୟନ
ନୂଆଦିଲ୍ଲୀ/ଭୁବନେଶ୍ବର,୧୨-୦୯-୨୦୨୪ (ପିପିଏସ) : ଗ୍ଲୋବାଲ ବାୟୋ ଇଣ୍ଡିଆ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଓଡ଼ିଶା ପାଭିଲିୟନ ଖୋଲାଯାଇଛି । ରାଜ୍ୟର ବିଭିନ୍ନ ବାୟୋ ଟେକ୍ନୋଲୋଜି ଷ୍ଟାର୍ଟଅପ୍ ଅଂଶ ଗ୍ରହଣ କରି ସେମାନଙ୍କ ଅଭିନବ ଜ୍ଞାନକୌଶଳ ଓ ଉତ୍ପାଦକୁ ପ୍ରଦର୍ଶନ କରୁଛନ୍ତି। ବାୟୋ ଟେକ୍ନୋଲୋଜି!-->…
ଓଡ଼ିଶାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ନୂଆ ନିୟମ
ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ରାଜ୍ୟ ସରକାର ନୂଆ ନିୟମ ଆଣିଛନ୍ତି। ପୁନଃ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବେ।
ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ନୂଆ ଗାଇଡଲାଇନ୍ ଆସିଛି। ଏଥିରେ!-->!-->!-->…
ସୁଭଦ୍ରା ସଚେତନ ରଥକୁ ଶୁଭାରମ୍ଭ କଲେ ବିଧାୟକ
ଢେଙ୍କାନାଳ/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ଗାଁ ଗାଁ ରେ ସୁଭଦ୍ରା ଯୋଜନାକୁ ନେଇ ସଚେତନତା ଓ ସୁଭଦ୍ରା ଯୋଜନାରେ ଅଧିକ ତଥ୍ୟ ଲୋକମାନେ ଜାଣିବା ଲକ୍ଷ୍ୟ ନେଇ ସୁଭଦ୍ରା ରଥ କୁ ଶୁଭାରମ୍ଭ କଲେ ବିଧାୟକ l
ଗୁରୁବାର ଅପରାହ୍ନରେ ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡ଼ାହାଡ଼ ବ୍ଲକ!-->!-->!-->!-->!-->…
ମାଲକାନଗିରିରେ ୪ ନକ୍ସଲଙ୍କ ଆତ୍ମସମର୍ପଣ : ୫ ଲକ୍ଷ ଟଙ୍କା ଲେଖାଏଁ ଥିଲା ପୁରସ୍କାର
ମାଲକାନଗିରି/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ମାଓବାଦୀ ସଂଗଠନ ଏବେ ଦୁର୍ବଳ ହେବାକୁ ଲାଗିଲାଣି। ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ନକ୍ସଲ ଏବେ ଆଗଭର ହେଉଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଆଜି ଛତିଶଗଡର କାଂକେର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ!-->…
ମା ସୁଭଦ୍ରା ଙ୍କ ୪୬ ତମ ଶ୍ରାଦ୍ଧବାର୍ଷିକ ପାଳିତ
ପୁରୀ/କଟକ,୧୨-୦୯-୨୦୨୪ (ପିପିଏସ) : ମା ସୁଭଦ୍ରା ଙ୍କ ୪୬ ତମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି | ଏହି ଅବସରରେ ପୁରୀ ସ୍ଥିତ ସୁଭଦ୍ରା ମହତାବ ଙ୍କ ପାଠଗାର ରେ ଏକ ପ୍ରାର୍ଥନା ସଭା ର ଆୟୋଜନ କରାଯାଇଥିଲା | ଏହି ଅବସରରେ ପୁରୀ ର ଶ୍ରୀ ଜଗନ୍ନାଥ ବାହିନୀ ର ସାଧୁ ମାନେ ଏହି ପ୍ରାର୍ଥନା ସଭା!-->…
ଜବାହର ନବୋଦୟ ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ : ଥାନାରେ ଏତଲା
୬ଷ୍ଠ ଶ୍ରେଣୀରେ ପଢିବା ସମୟରୁ ରାଗିଂ ସହିତ ହେଉଥିଲା ମାଡ଼ ଓ ନିର୍ଯ୍ୟାତନା
ବାରମ୍ବାର ସ୍କୁଲ କର୍ତ୍ତୁପକ୍ଷଙ୍କୁ କରାଯାଇଥିଲା ଅଭିଯୋଗ
ଘଟଣାକୁ ଚପାଇ ଦେଉଥିଲେ ସ୍କୁଲ କର୍ତ୍ତୃପକ୍ଷ
ପ୍ରିନ୍ସିପାଲଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨-୦୯-୨୦୨୪!-->!-->!-->!-->!-->!-->!-->!-->!-->!-->!-->…
ବିଦ୍ୟୁତ ତାର ବିଛାଇ ହାତୀକୁ ମାରିଦେଲେ : ତଦନ୍ତ କରୁଛି ବନବିଭାଗ
ବାରିପଦା/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଜାମଶୂଳି ଗାଁରେ ଗୁରୁବାର ଭୋର ବିଦ୍ୟୁତ ଆଘାତରେ ଏକ ମାଈହାତୀର ମୃତ୍ୟୁ ଘଟିଛି । ଖବରପାଇ ବନବିଭାଗର କର୍ମଚାରୀମାନେ ପହଂଚି ଘଟଣାର ତଦନ୍ତ କରିବା ସହିତ ଡାକ୍ତରୀ ଦଳ ଶବ ବ୍ୟବଚ୍ଛେଦ କରୁଛନ୍ତି ।
ସୂଚନା!-->!-->!-->…