Browsing Category

ଓଡିଶା

ବୋମାମାଡ଼ ମାମଲାରେ ୮ ଗିରଫ: ସୁପାରି ନେଇଥିଲା ଚନ୍ଦନପୁର ଗ୍ୟାଙ୍ଗ୍‌

ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ନୂଆପଲ୍ଲୀ ଥାନା କେଶରୀ ଏନ୍‌କ୍ଲେଭ୍‌ ଓ ଇନ୍‌ଫୋଭ୍ୟାଲି ଥାନା କାଞ୍ଚନ ପ୍ଲାଜା ନିକଟରେ ହୋଇଥିବା ବୋମାମାଡ଼ ମାମଲାରେ କମିସନରେଟ୍‌ ପୁଲିସ ୮ଜଣଙ୍କୁ ଗିରଫ କରିଛି। ଏହି ୨ ମାମଲାର ମାଷ୍ଟରମାଇଣ୍ଡ ତଥା ଜମି ମାଫିଆ ବସନ୍ତ ମହାପାତ୍ର ସମେତ ସୁପାରି ନେଇ

ନକଲି ନଡିଆ ତେଲ ଫ୍ୟାକ୍ଟ୍ରିରେ ଚଢଉ : ବିପୁଳ କଞ୍ଚାମାଲ ଜବତ

ବ୍ରହ୍ମପୁର/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ବଡବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ୪ର୍ଥ ଲାଇନରେ ଥିବା ଏକ ନକଲି ନଡ଼ିଆ ତେଲ ଓ ରାଶି ତେଲ ଫ୍ୟାକ୍ଟ୍ରି ରେ ପୁଲିସ ପକ୍ଷରୁ ଚଢଉ କରାଯାଇଛି l ସେଠାରୁ ବିଭିନ୍ନ କମ୍ପାନୀ ନାଁକୁ ନକଲ କରି ପ୍ରସ୍ତୁତ ହୋଇଥିବା ନକଲି ନଡିଆ ତେଲ ବୋତଲ ଓ

ଶୁଣିଲାନି ପ୍ରଶାସନ, ଡ୍ରେନ ମରାମତି କଲେ ମହିଳା

କଲ୍ୟାଣସିଂହପୁର /ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଳକ ମାଝୀଗୁଡା ପଞ୍ଚାୟତର ଇନ୍ଦିରା କଲୋନୀ ସାହିର ମହିଳା ପୁରୁଷ ମିଶି ଡ୍ରେନ ମରାମତି କରିଥିବା ଦେଖିବାକୁ ମିଳିଛି। ଅଳ୍ପ ବର୍ଷା ହେଲେ ସାହି ମଝିରେ ପାଣି ଜମୁଥିବାରୁ ବାରମ୍ବାର ପଞ୍ଚାୟତକୁ ଜଣେଇ

ମାଓବାଦୀଙ୍କ ବର୍ବର କାଣ୍ଡ : ଶିକ୍ଷା ଦୂତଙ୍କୁ ପିଟି ପିଟି ମାରିଦେଲେ

ସୁକମା/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ଓଡ଼ିଶା ସୀମାନ୍ତରେ ନକ୍ସଲଙ୍କ ବର୍ବରତା। ଛତିଶଗଡ଼ ସୁକମାରେ ଜଣେ ଶିକ୍ଷା ଦୂତଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ମୃତ ଶିକ୍ଷା ଦୂତଙ୍କ ନାଁ ଦୁଧି ଅର୍ଜୁନ। ତାଙ୍କୁ ନକ୍ସଲମାନେ ପିଟିପିଟି ହତ୍ୟା କରିଛନ୍ତି । ସ୍ଥାନୀୟ ଶିକ୍ଷିତ ଯୁବକଙ୍କୁ ଶିକ୍ଷା

ମୁଖ୍ୟମନ୍ତ୍ରୀଙ୍କ ସହ ଓସ୍‌ଜା ପ୍ରତିନିଧିଙ୍କ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

ଓଡ଼ିଶାରେ କାର୍ଯ୍ୟରତ କ୍ରୀଡ଼ା ସାମ୍ବାଦିକଙ୍କୁ ନେଇ ଗଠିତ ରାଜ୍ୟ ସଂଘ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ)ର ଏକ ପ୍ରତିନିଧି ମଣ୍ଡଳି ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ଦାବି ବିଷୟରେ ଆଲୋଚନା କରିଛନ୍ତି।

କୂଳ ଜଗିଛି ହେନ୍ତାଳବଣ

ଜୟବାୟୁ ପରିବର୍ତ୍ତନ ଯୋଗୁଁ ସାମୁଦ୍ରିକ ଜୁଆର କୂଳ ଲଂଘୁଛି। ଜୁଆର ମାଡ଼ରେ କ୍ଷୟ ହୋଇ ଚାଲିଛି ଉପକୂଳବର୍ତ୍ତୀ ଅଞ୍ଚଳ। ଏଭଳି ସ୍ଥିତିରେ ଉପକୂଳକୁ ସୁରକ୍ଷା ଦେଉଛି ହେନ୍ତାଳବଣ। ବାଲେଶ୍ୱର/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ଅସ୍ବାଭାବିକ ଭାବେ ଜଳବାୟୁ ପରିବର୍ତ୍ତନ ହେଉଛି।

ନକଲି ମୋବିଲ୍‌ କାରଖାନା ଠାବ: ଇଞ୍ଜିନ୍‌ ଅଏଲ୍‌, ଲେବୁଲ୍‌, ବୋତଲ ଜବତ

କେତେଦିନ ଧରି ନକଲି କାରଖାନା ଚାଲୁଥିଲା? କେଉଁକେଉଁ ଅଞ୍ଚଳକୁ ଏସବୁ ନକଲି ସାମଗ୍ରୀ ଚାଲାଣ ହେଉଥିଲା? ଏହି କାରବାରରେ କେତେ ଜଣଙ୍କର ସମ୍ପୃକ୍ତି ରହିଛି ଆଦି ବିଷୟରେ ପୁଲିସ ତଦନ୍ତ ଚଳାଇଛି।  ରାଉରକେଲା/ଭୁବନେଶ୍ୱର, ୧୫-୦୯-୨୦୨୪(ପିପିଏସ): ନାଲାରୋଡ୍‌ ରାଜା ଷ୍ଟ୍ରିଟ୍‌ରୁ

ପୁଣି ହାତୀପଲଙ୍କ  ଉପଦ୍ରବ: ଭାଙ୍ଗିଲେ ଘର, ଉଜାଡ଼ିଲେ ଫସଲ

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମପଞ୍ଚାୟତର ୧୬ନଂ ୱାର୍ଡର ରେଟୁଡ଼ି ଗ୍ରାମରେ ପୁଣି ହାତୀପଲଙ୍କ ଉପଦ୍ରଵ ଦେଖିବାକୁ ମିଳୁଛି। କିଛି ମାସର ବ୍ୟବଧାନ ପରେ ପୁଣି ହାତୀପଲ ଫେରିଛନ୍ତି। ଘୁ.ଉଦୟଗିରି/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): କନ୍ଧମାଳ ଜିଲ୍ଲା

ଝାଡ଼ାବାନ୍ତିରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚେପଟିଆମ୍ବା ଗ୍ରାମରେ ଝାଡ଼ାବାନ୍ତି ଜନିତ ମୃତ୍ୟୁ ଚିନ୍ତା ବଢ଼ାଉଛି। ଏହି ଗାଁରେ ଶନିବାର ରାତିରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ପୂର୍ବରୁ ଏହି ଗାଁରେ ୩ ଜଣ ମହିଳା ଓ ଜଣେ ପୁରୁଷ ଜୀବନ ହାରିଛନ୍ତି। ନବରଙ୍ଗପୁର/ଭୁବନେଶ୍ୱର,

ସୁଭଦ୍ରା ଶୁଭାରମ୍ଭ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଦିନକ ପରେ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ଏହାର ସଫଳ ରୂପାୟନ ପାଇଁ ମୋହନ ଚରଣ ମାଝୀଙ୍କ ସରକାର ଓ ପ୍ରଶାସନ ଜୋରଦାର ପ୍ରସ୍ତୁତି