Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅସୁସ୍ଥ ବିଶ୍ବଭୂଷଣଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅସୁସ୍ଥତା ବଶତଃ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆନ୍ଧ୍ର ପ୍ରଦେଶ ଓ ଛତିଶଗଡର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ!-->…
କାରଖାନାରେ ଦୁର୍ଘଟଣା: ୨ ଜଣ ଶ୍ରମିକଙ୍କ ମୃତ୍ୟୁ, ୬ ଗୁରୁତର
ଝାରସୁଗୁଡ଼ା/ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ସ୍ଥାନୀୟ ଏମଏସପି ପ୍ଲାଣ୍ଟରେ ମଙ୍ଗଳବାର ପୂର୍ବାହ୍ଣରେ ବଡ଼ ଦୁର୍ଘଟଣା ଘଟିଛି। ଏହି କାରଖାନାର ବର୍ଣିଫିକେସନ୍ ପ୍ଲେଟ ପଡ଼ି ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ୫ଜଣ ଶ୍ରମିକ ଗୁରୁତର ଥିବା ଜଣାପଡ଼ିଛି।!-->…
ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ବ ନିରୀକ୍ଷକ
ଢେଙ୍କାନାଳ/ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଢେଙ୍କାନାଳ ସଦର ଆର୍ଆଇ ବରୁଣ ଜେନା । ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି l ତାଙ୍କ ସହିତ ବଳରାମ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ ।
!-->!-->…
ବିଶ୍ବକର୍ମା ଭସାଣ ହେଲା କାଳ : ବୁଡ଼ିଗଲେ ଦୁଇ ଆଇଟିଆଇ ଛାତ୍ର
ବାରିପଦା/ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ଗଣେଶ ଭସାଣ ଅଘଟଣର ଦୁଃଖ ମନରୁ ଲିଭି ନଥିବା ବେଳେ, ବିଶ୍ବକର୍ମା ଭସାଣରେ ସମାନ ଘଟଣା । ବିଶ୍ବକର୍ମା ଭସାଣ ବେଳେ ବୁଡ଼ି ଦୁଇ ଆଇଆଇଟି ଛାତ୍ରଙ୍କ ମୃତ୍ୟୁ । ଏମିତି ଘଟଣା ଘଟିଛି ବାରିପଦା ଉପକଣ୍ଠ କାଠପାଳ ବନ୍ଧରେ ।
ଏକ ଶିଳ୍ପତାଲିମ!-->!-->!-->!-->!-->…
ଘାରିଲାଣି ବନ୍ୟା ଭୟ : ଜଳକା ଓ ବୈତରଣୀରେ ବଢୁଛି ଜଳସ୍ତର
ବାଲେଶ୍ୱର/ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଫୁଲୁଛି ଜଳକା ଓ ବୈତରଣୀ ନଦୀ । ଏହି ଦୁଇଟି ନଦୀ ଏବେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଫଳରେ ନଦୀ କୂଳିଆଙ୍କୁ ଘାରିଛି ବନ୍ୟା ଆଶଙ୍କା।
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀ ଠାରେ ବିପଦ!-->!-->!-->…
ମାନସ ନାୟକ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ
କଟକ,୧୭-୦୯-୨୦୨୪(ପିପିଏସ) : ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ରୂପେ ବରିଷ୍ଠ ସର୍ବଭାରତୀୟ ଲୋକ ପ୍ରସାରଣ ସେବାର ଅଧିକାରୀ ମାନସ ରଞ୍ଜନ ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ନାୟକ ଏଥିପୂର୍ବରୁ ଆକାଶବାଣୀ ପୁରୀର କେନ୍ଦ୍ର ମୁଖ୍ୟଭାବେ କାର୍ଯ୍ୟକରି ରଥଯାତ୍ରାର!-->…
ମହିଳାଙ୍କ ଖାତାକୁ ଗଲା ‘ସୁଭଦ୍ରା’ ଯୋଜନା ଟଙ୍କା : ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : "ସୁଭଦ୍ରା" ଯୋଜନାରେ ମହିଳାଙ୍କ ଖାତାକୁ ଗଲା ଟଙ୍କା । ଜନତା ମଇଦାନରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ଜନ୍ମ ଦିନ ଅବସରରେ ଓଡ଼ିଶାର ମହିଳାଙ୍କୁ ଏକ ବଡ଼ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ବଟନ ଟିପି ଏହି ଯୋଜନାର!-->…
ଧାନ ସହିତ ଡୋଲିରେ ଥିବା ୧୦ ହଜାର ଟଙ୍କା ଖାଇଗଲା ହାତୀ
କେନ୍ଦୁଝର/ଭୁବନେଶ୍ୱର,୧୬-୦୯-୨୦୨୪(ପିପିଏସ) : ଟଙ୍କା ବହୁ ମୂଲ୍ୟବାନ। ସବୁବେଳେ ଟଙ୍କାକୁ ସାଇତି ରଖାଯାଇଥାଏ। କିଏ ବ୍ୟାଙ୍କରେ ଟଙ୍କା ରଖିଥାଏ ତ ଆଉ କିଏ ଘରେ ବାକ୍ସରେ ରଖିଥାଏ। କାରଣ ଅତି ଦରକାର ବେଳେ କାମରେ ଲାଗିବ। ହେଲେ ଧାନ ଭର୍ତ୍ତି ଡୋଲିରେ କେହି କେବେ ଟଙ୍କା ରଖିଥିବାର!-->…
ବସ୍କୁ ଅପେକ୍ଷା କରିଥିବା ବେଳେ ମାଡ଼ିଗଲା ବସ୍ : ବୋହୂ ଆଖି ଆଗରେ ଚାଲିଗଲା ଶାଶୂଙ୍କ ଜୀବନ
ନୟାଗଡ଼/ଭୁବନେଶ୍ୱର,୧୬-୦୯-୨୦୨୪(ପିପିଏସ) : ନୟାଗଡ଼ ଜିଲ୍ଲା କରଡ଼ାପଲ୍ଲୀ ଛକରେ ଘଟିଛି ଏକ ଅଭାବନୀୟ ଘଟଣା । ବସ୍କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ । ମାତ୍ର ଏହି ସମୟରେ ଆଉ ଏକ ବସ୍ ମାଡ଼ିଆସି ମହିଳାଙ୍କ ଉପରେ ଚଢ଼ାଇଦେଲା । ଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ମହିଳାଙ୍କ ଜୀବନ । ମୃତ!-->…
ହିଂସାତ୍ମକ ହୋଇପଡ଼ିଛନ୍ତି ମାଓବାଦୀ
ପ୍ରଜାକୋର୍ଟରେ ଶିକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରି ମାଓବାଦୀମାନେ ଶିକ୍ଷାଦୂତଙ୍କୁ ପିଟି ପିଟି ହତ୍ୟା କରିଛନ୍ତି।
ମାଲକାନଗିରି/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ପଡ଼ୋଶୀ ଛତିଶଗଡ଼ରେ ଏବେ ମାଓବାଦୀ ହିଂସାତ୍ମକ ହୋଇପଡ଼ିଛନ୍ତି। ଲୋକଙ୍କୁ ଭୟଭୀତ କରିବା ଏବଂ ପୁଲିସକୁ ହଇରାଣରେ ପକାଇବାକୁ!-->!-->!-->…