Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନୂଆଁଖାଇ ଦେଶରେ ନୂଆ ପରିଚୟ ତିଆରି କରିଛି: ଧର୍ମେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର ୨୧-୦୯-୨୦୨୪ (ପିପିଏସ): ଗଣପର୍ବ “ନୂଆଁଖାଇ” ସାରା ଦେଶରେ ଓଡ଼ିଶାର ନୂଆ ପରିଚୟ ତିଆରି କରିଛି। ଗାଁରୁ ସହର, ରାଜ୍ୟରୁ ଦେଶ ତଥା ବିଦେଶରେ ମଧ୍ୟ ଓଡ଼ିଆମାନେ ଉତ୍ସାହ ଉଦ୍ଦୀପନାରେ ଏହି ପର୍ବ ସହ ଯୋଡିହେବା ଖୁସିର ବିଷୟ ବୋଲି ଶନିବାର ନୂଆଦିଲ୍ଲୀ ଠାରେ ‘ଜୁହାର୍!-->…
ଡାକ୍ତର ହେବ ଦିନ ମଜୁରିଆଙ୍କ ପୁଅ : ବାଧକ ସାଜିଛି ଅର୍ଥ
କନ୍ଧମାଳ/ଭୁବନେଶ୍ୱର,୨୧-୦୯-୨୦୨୪(ପିପିଏସ) : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗାଁର ଦିନ ମଜୁରିଆ ବାପା ମା’ଙ୍କ ପୁଅ ହେବାକୁ ଯାଉଛନ୍ତି ଡାକ୍ତର । ପିନ୍ଧିବ ଧଳା ଆପ୍ରନ, ବେକରେ ପକାଇବ ଷ୍ଟେଥୋସ୍କୋପ । ପୁଅ ନିଟ୍ ପରୀକ୍ଷାରେ ପାସ୍ କରିବା ପରେ ମେଡିକାଲରେ ସିଟ୍ ବି!-->…
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧାହେଲେ ମୁଖ୍ୟଯନ୍ତ୍ରୀ
ବାଲେଶ୍ୱର/ଭୁବନେଶ୍ୱର,୨୧-୦୯-୨୦୨୪(ପିପିଏସ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ କୋଟିପତି ମୁଖ୍ୟଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ । ବାଲେଶ୍ୱର ରୁରାଲ୍ ୱାର୍କସ ମୁଖ୍ୟଯନ୍ତ୍ରୀ ଏନ୍ଭି ହରିହର ରାଓଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି।
ଗତକାଲି ହରିହରଙ୍କ ପୈତୃକ!-->!-->!-->…
ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ମ ସ୍ଥାପନା ଦିବସ ପାଳନ
ବାରଙ୍ଗ/କଟକ,୨୦-୦୯-୨୦୨୪(ପିପିଏସ) : ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ମ ସ୍ଥାପନା ଦିବସ ଆଜି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବାରଙ୍ଗ ବ୍ଲକ୍ ସ୍ଥିତ ରାମଦାସପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । ବାଙ୍କୀ ବିଧାୟକ ଦେବିରଞ୍ଜନ୍ ତ୍ରିପାଠୀ ଆନୁଷ୍ଠାନିକ ଭାବରେ ଏହି ସ୍ଥାପନା ଦିବସ କୁ ଉଦ୍ଘାଟନ!-->…
ବିଡିଏକୁ ବିଏସ୍ଏବିଟି ବୋଝ
ଆୟ ପାଇଁ ବାଟ ବନ୍ଦ ରଖିଛନ୍ତି ଅଧିକାରୀ
ଭୁବନେଶ୍ୱର: ବିଶ୍ବସ୍ତରୀୟ ବରମୁଣ୍ଡା ବସ୍ଷ୍ଟାଣ୍ଡ ବା ବିଏସ୍ଏବିଟି ପୁଣି ଥରେ ଚର୍ଚ୍ଚାକୁ ଆସିଛି। ୧୮୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ବିଡିଏ ଏହାକୁ ନିର୍ମାଣ କଲା। ରକ୍ଷଣାବେକ୍ଷଣ ପାଇଁ ବର୍ଷକୁ ଏବେ ୧କୋଟି ୨୦ ଲକ୍ଷ ଖର୍ଚ୍ଚ!-->!-->!-->…
କଳଙ୍କ ଲଗାଇଲା ଆଦର୍ଶ ଥାନା
ଭୁବନେଶ୍ୱର,୨୦-୦୯-୨୦୨୪(ପିପିଏସ) : କମିସନରେଟ୍ ପୁଲିସ ଅଧିନ ଭରତପୁର ଥାନା ଘଟଣାରେ ମେଜରଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାକୁ ନେଇ ଏବେ ତେଜିଛି ରାଜନୀତି | ବିରୋଧୀ ରାଜ୍ୟ ସରକାରଙ୍କୁ କଡା ଟାର୍ଗେଟ କରିଥିବାବେଳେ ରାଜ୍ୟ ସରକାର କହିଛନ୍ତି ଯେ ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ!-->…
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ
କଟକ,୨୦-୦୯-୨୦୨୪(ପିପିଏସ) : ଆସନ୍ତା ପାର୍ବଣ ଉପଲକ୍ଷେ କଟକ ସାରଳା ଭବନ ଠାରେ କଟକ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ " ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ- ୨୦୨୪ "ଉକ୍ତ ବୈଠକରେ କଟକ ଲୋକସଭା ସାଂସଦ ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବ,ମାନ୍ୟବର ଚୌଦ୍ବାର କଟକ ବିଧାୟକ, କଟକ ଜିଲ୍ଲାପାଳ,!-->…
ମିଛି ମିଛିକା ଫାଶୀ ଖେଳ : ଭଉଣୀ ଆଗରେ ଚାଲିଗଲା ଭାଇର ଜୀବନ !
ଝାରସୁଗୁଡ଼ା/ଭୁବନେଶ୍ୱର,୨୦-୦୯-୨୦୨୪(ପିପିଏସ) : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଲମ୍ଟିବାହାଲ କ୍ୟାମ୍ପସ ଛକ ଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଭାଇ ଭଉଣୀ ଝଗଡ଼ାରେ ମିଛି ମିଛିକା ଫାଶୀ ଖେଳରେ ଚାଲି ଯାଇଛି ଭାଇର ଜୀବନ । ଅନ୍ୟପଟେ ପୁତ୍ରର ମୃତ୍ୟୁ ପରେ, ଆତ୍ମହତ୍ଯା କରିଦେଲେ!-->…
ଅପରାଧିକ ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ : ଗିରଫ ହୋଇ ପାରନ୍ତି ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ଓ ୪…
ଭୁବନେଶ୍ୱର,୨୦-୦୯-୨୦୨୪(ପିପିଏସ) : ଭୁବନେଶ୍ୱର ସ୍ଥିତ ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଓ ଦୁର୍ବ୍ୟବହାର ମାମଲାରେ ନିଲମ୍ବିତ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ର ଓ ଅନ୍ୟ ୪ଜଣ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି । ମେଜରଙ୍କ!-->…
ବିପଦରେ ଗନ୍ଧମାର୍ଦନର ଔଷଧୀୟ ଗଛ
ବରଗଡ଼ ଏବଂ ବଲାଙ୍ଗୀର ମଧ୍ୟସ୍ଥଳରେ ରହିଛି ଔଷଧୀୟ ଗଛର ପାହାଡ଼ ଗନ୍ଧମାର୍ଦନ।
ଏହା କେବଳ ପଶ୍ଚିମ ଓଡ଼ିଶା ନୁହେଁ ସମଗ୍ର ଦେଶ ପାଇଁ ବଡ଼ ଅବଦାନ।
ସ୍ଥାନୀୟ ବୈଦ୍ୟମାନଙ୍କ ଅନୁସାରେ ଏଠାରେ ସମୁଦାୟ ୨ ହଜାରରୁ ଅଧିକ ପ୍ରଜାତିର ଗଛ ମଧ୍ୟରୁ ୩୦୦ ପ୍ରଜାତିର ବ୍ୟବହାରଯୋଗ୍ୟ ଔଷଧୀୟ ଗଛ!-->!-->!-->!-->!-->!-->…