Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶହେ କୋଟି ମାଗିଲା ସ୍କୁଲ କବ୍ଜା କରିଥିବା ଯୁବକ!
ସୁନ୍ଦରଗଡ/ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ଶହେ କୋଟି ମାଗିଲା ସ୍କୁଲ କବଜାକାରୀ । ସୁନ୍ଦରଗଡ଼ ମହୁଲପଦା ଥାନା ବଡ଼ଜଲ ସ୍କୁଲକୁ କବଜା କରି ଆତଙ୍କରାଜ ଚଳାଇଥିବା ଯୁବକ ଶେଷରେ ୮ରୁ ୧୦ ପୃଷ୍ଠା କାଗଜରେ ଦାବି ଲେଖି ଦଉଡ଼ିରେ କୋଠା ତଳକୁ ପକାଇଛି । ସେଥିରେ ମୋତେ ଶହେ କୋଟି ଦରକାର ବୋଲି!-->…
ସତ୍ୟନଗର ଦୁର୍ଗାପୂଜା କମିଟି:ଏଥର ଗଙ୍ଗାମାତା ଭବନ ତୋରଣ
ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ପ୍ରତିବର୍ଷ ନିଆରା ତଥା ଆକର୍ଷଣୀୟ ତୋରଣ ପାଇଁ ଚର୍ଚ୍ଚାରେ ରହୁଥିବା ସତ୍ୟନଗର ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତ ବର୍ଷ ମଧ୍ୟ ପରଂପରା ବଜାୟ ରଖିବାଲାଗି ସବୁ ଆୟୋଜନ କରାଯାଇଛି। ଏଥର ଶୋଭା ପାଇବ ଗଙ୍ଗାମାତାଙ୍କ ଭବନ। ଚଳିତ ବର୍ଷ ତୋରଣର ଉଚ୍ଚତା ରହିଛି!-->…
ନାକରେ ରୁମାଲ ବାନ୍ଧି ଚିକିତ୍ସାକଲେ ଡାକ୍ତର
ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି। ଫଳରେ ହସ୍ପିଟାଲ ପରିସରରୁ ଆଜି ମଧ୍ୟ ଅଳିଆ ଉଠି ପାରିନାହିଁ। ତେଣୁ ଆଜି ହସ୍ପିଟାଲ ଦୁର୍ଗନ୍ଧରେ ଫାଟି ପଡ଼ିଥିଲା। ଡାକ୍ତର ନାକରେ ରୁମାଲ ବାନ୍ଧି ରୋଗୀ ଚିକିତ୍ସା!-->…
ସୁଭଦ୍ରା ଯୋଜନାରେ ୯୨ ଲକ୍ଷ ଆବେଦନ: ପ୍ରଭାତୀ ପରିଡ଼ା
ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ଏଯାଏ ୯୨ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିସାରିଲେଣି। ଏନେଇ ଆଜି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ସଂଖ୍ୟ ସପ୍ତାହକ ଭିତରେ ଏକ କୋଟି ଛୁଇଁବ ବୋଲି ସେ ଆଶା ପ୍ରକାଣ କରିଛନ୍ତି।!-->…
ଆନ୍ଦୋଳନ ଜାରିରଖିବେ ନର୍ସ
ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ରାଜ୍ୟ ସରକାରଙ୍କ ସହିତ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆଲୋଚନା ବିଫଳ ହୋଇଛି। ନର୍ସିଂ କର୍ମଚାରୀମାନେ ଆସନ୍ତାକାଲି (୨୦୨୪ ସେପ୍ଟେମ୍ବର ୨୬) ଯାଏଁ ଜରୁରୀକାଳୀନ ସେବାରେ ନିୟୋଜିତ ହେବାକୁ ସ୍ଥିର କରିଛନ୍ତି। ଏହା ପରେ ସେପ୍ଟେମ୍ବର ୨୭ ତାରିଖ ଠାରୁ!-->…
ମେଲେରିଆରେ ୨ ଜଣଙ୍କ ମୃତ୍ୟୁ
ନବରଙ୍ଗପୁର/ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଯୋଡ଼େଙ୍ଗା ପଂଚାୟତରେ ମ୍ୟାଲେରିଆ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ରାଇସିଂ ଗଣ୍ଡ (୧୮) ଓ ବିଷ୍ଣୁ ଗଣ୍ଡ (୨୦)। ସୂଚନା ଅନୁସାରେ ବଡ଼ପାରା ଓ ସାନପାରା ଗ୍ରାମରେ ଏବେ ୧୫ରୁ ଊର୍ଦ୍ଧ୍ବ!-->…
ଗଜିଆଗୁଡ଼ା ଗାଁକୁ ଦେଶୀ ଡଙ୍ଗା ଭରଷା
ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଞ୍ଚାୟତର ଗଜିଆଗୁଡ଼ା ଗାଁ।
ସ୍ଥଳପଥରେ ଗାଁକୁ ସିଧାସଳଖ ରାସ୍ତା ନଥିଲା ବେଳେ ନଦୀରେ ଜଳଯାତ୍ରା କରିବାକୁ ପଡ଼ୁଛି।
ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଞ୍ଚାୟତର ଗଜିଆଗୁଡ଼ା ଗାଁ। ସ୍ଥଳପଥରେ!-->!-->!-->!-->!-->!-->!-->…
ବଜ୍ରପାତରେ ମହିଳା ମୃତ, ୨ ଗୁରୁତର
ସମ୍ବଲପୁର/ଭୁବନେଶ୍ୱର,୨୩-୦୯-୨୦୨୪(ପିପିଏସ ) : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅଧୀନ ଅନ୍ଧାରୀ ଗ୍ରାମରେ ଆଜି ଅପରାହ୍ଣରେ ବଜ୍ରପାତ ହୋଇଛି। କ୍ଷେତରୁ ଘରକୁ ଫେରିବା ପୂର୍ବରୁ ମହିଳା ଶ୍ରମିକମାନେ ବଜ୍ରପାତର ଶିକାର ହୋଇଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଲଳିତା!-->…
ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି
କ୍ୟାମ୍ପ ଉଠିଲେ ଆତ୍ମଦାହ ଧମକ ଦେଲେ ଗ୍ରାମବାସୀ
ଚିତ୍ରକୋଣ୍ଡା/ଭୁବନେଶ୍ୱର,୨୩-୦୯-୨୦୨୪(ପିପିଏସ ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୁର୍ଗମ ଯନ୍ତ୍ରୀ ପଞ୍ଚାୟତ ରେ ବିଏସଏଫ କ୍ୟାମ୍ପ ଉଠିବା ପ୍ରତିବାଦ ରେ ପ୍ରଜାମେଳି କରି ଏକଜୁଟ ହେଲେ ଯନ୍ତ୍ରୀ ପଞ୍ଚାୟତର ଚଉଦ!-->!-->!-->…
ପାର୍ବଣରେ ରାଜଧାନୀବାସୀଙ୍କୁ ନୂଆ ଦୃଶ୍ୟ ଭେଟି:ଦୁବାଇ ମିରାକଲ୍ ଗାର୍ଡେନ୍
ଭୁବନେଶ୍ୱର,୨୩-୦୯-୨୦୨୪(ପିପିଏସ ): ଡମଣା ଗୋପୀନାଥଜିଉ ଦୁର୍ଗାପୂଜା କମିଟି ୧୩ ବର୍ଷରେ ପଦାର୍ପଣ କରିଛି। ପ୍ରତିଥର ଭଳି ଏଥର ମଧ୍ୟ ଦୁର୍ଗାପୂଜା କମିଟି ରାଜଧାନୀବାସୀଙ୍କୁ ନୂଆ ଦୃଶ୍ୟ ଭେଟିଦେବ। ଏଥର ଦୁବାଇ ମିରାକଲ୍ ଗାର୍ଡେନ୍ରେ ବିରାଜିବେ ମା’ ଦୁର୍ଗା। ଫାଇବର୍, ଘାସ ଗାଲିଚା,!-->…