Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବଢ଼ାଇଲା କେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନରେ କାର୍ଯ୍ୟରତ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କୋଠା ନିର୍ମାଣ, ମାଲ ବୋଝେଇ ଓ ଖଲାସ, ସୁରକ୍ଷା, ସଫେଇ, ହାଉସକିପିଂ,!-->…
ସ୍ପାମ୍ କଲ୍ ଓ ଏସ୍ଏମ୍ଏସ୍ ସମସ୍ୟାର ସମାଧାନ ଆଣୁଛି ଏୟାର୍ଟେଲ୍
ନୂଆଦିଲ୍ଲୀ/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ଆଜିକାଲି ସ୍ପାମ୍ କଲ୍ ଓ ଏସ୍ଏମ୍ଏସ୍ର ସମସ୍ୟା ପ୍ରାୟ ସମସ୍ତେ ଅନୁଭବ କରୁଥିବେ। ଏହି ସମସ୍ୟାର ସାମ୍ନା କରୁଥିବା ଅନେକ ଲୋକ ଏନେଇ ଅଭିଯୋଗ କରୁଛନ୍ତି। ଏହି ଅସୁବିଧାକୁ ଦୂର କରିବା ପାଇଁ ଏୟାର୍ଟେଲ୍ ଏକ ଖାସ୍ ଉପାୟ ଚିନ୍ତା କରିଛି।!-->…
ଛିନତାଇ କରୁଥିବା ୪ଜଣଙ୍କୁ କାବୁ କଲା କମିଶନରେଟ ପୁଲିସ
ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : କମିଶନରେଟ ପୁଲିସ ପଞ୍ଝରେ ଚେନ ଲୁଟେରା ଗ୍ୟାଙ୍ଗ। କଟକ ଓ ଭୁବନେଶ୍ବରରୁ ଚେନ ଛିନତାଇ କରୁଥିବା ୪ଜଣଙ୍କୁ କାବୁ କଲା ସ୍ପେଶାଲ୍ ସ୍କ୍ବାଡ। ସୁରତରୁ ଆସି ଓଡ଼ିଶାରେ ଲୁଟ କରୁଥିଲେ ଲୁଟେରା। ପଲ୍ସର୍ ବାଇକ୍ ରେ ଆସି ଯୁବତୀ ଓ ମହିଳାଙ୍କୁ ଟାର୍ଗେଟ କରୁଥିଲେ!-->…
ପୁରୀରେ ପ୍ରବଳ ବର୍ଷା; ଅସ୍ତବ୍ୟସ୍ତ ଜନଜୀବନ
ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ପୁରୀରେ ପ୍ରବଳ ବର୍ଷା ଯୋଗୁ ବଡ଼ଦାଣ୍ଡରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି । ଏବେ ବି ପୁରୀରେ ବର୍ଷା ଜାରି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ମାର୍କେଟ ଛକ, ବଡ଼ଶଙ୍ଖ, ଭିଆଇପି ରୋଡ୍, ଫାୟାର ଷ୍ଟେସନ ସମ୍ମୁଖ, ଅବକାଶ ଲେନ, ଗଜପତି ନଗର,!-->…
ଲୋକସେବା ଆୟୋଗର ଅଧ୍ୟକ୍ଷ ହେଲେ ଅରୁଣ ଷଡ଼ଙ୍ଗୀ
ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କୁ ୬ ବର୍ଷ ପାଇଁ ଏହି ନିଯୁକ୍ତି ଦିଆଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ!-->…
ଭର୍ତ୍ତୃହରି ମହତାବ ଅର୍ଥ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ
୨୦୧୪ରେ ଅର୍ଥମବୀ ଅରୁଣ ଜେଟ୍ଲିଙ୍କ ପ୍ରସ୍ତାବକୁ ଗ୍ରହଣ କରିନଥିଲେ ନବୀନ
ନୂଆଦିଲ୍ଲୀ/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସଂସଦର ଗୁରୁତ୍ୱପୂର୍ଣ୍ଣ ଅର୍ଥ ଷ୍ଟାଣ୍ଡିଙ୍ଗ୍ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ପାର୍ଲାମେଣ୍ଟାରୀ!-->!-->!-->…
ବଣ୍ଡା କାହାକୁ ଡାକିବେ ମା’?
କଥା ସେ କାଳର
ପ୍ରଭୁ ଶ୍ରୀରାମଙ୍କ ପାଦ ପଡ଼ିଥିବା ପାହାଡ଼ ଶ୍ରୀହୀନ
ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ତ୍ରେତେୟା ଯୁଗରୁ ଆଜି ପର୍ଯ୍ୟନ୍ତ ଦଣ୍ଡକାରଣ୍ୟର ପ୍ରାସଙ୍ଗିକତା ରହିଛି। ବିଶାଳ ଦଣ୍ଡକାରଣ୍ୟର କିଛି ଅଂଶକୁ ବର୍ତ୍ତମାନ ମାଲକାନଗିରି ବୋଲି କୁହାଯାଉଛି।!-->!-->!-->!-->!-->…
ମହିଳା ପୁଲିସଙ୍କୁ ନିର୍ଯାତନା ମାମଲା
ଥାନାରୁ ହଟିଲେ ଥାନା ଅଧିକାରୀ
ରାଉରକେଲା/ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ଥାନାରେ କାର୍ଯ୍ୟରତ ମହିଳାପୁଲିସ କର୍ମଚାରୀ ଅସୁକ୍ଷିତ। ବନ୍ଧମୁଣ୍ଡା ଥାନାରୁ ଏମିତି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମହିଳା ପୁଲିସ କର୍ମଚାରୀଙ୍କୁ ନିର୍ଯାତନା ଓ ଅସଦାଚରଣ କରିବା ଥାନାଅଧିକାରୀଙ୍କୁ!-->!-->!-->…
ନଳା ଭିତରେ ଶ୍ରମିକଙ୍କୁ ମାରିଦେଲେ!
ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ବିଏମ୍ସିର ନଳା କାମ ଚାଲିଥିଲା। ଗାର୍ଡ ୱାଲ ପାଇଁ ଖୋଳୁଖୋଳୁ ନଳା କଡ଼ରେ ଥିବା ପାଚେରି ଭୁଶୁଡ଼ି ପଡ଼ିଲା। ପାଚେରି ତଳେ ରହିଗଲେ ଶ୍ରମିକ। ଉଦ୍ଧାର କଲାପରେ ହସ୍ପିଟାଲ୍ ନେଲେ। ହେଲେ ୨ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆଖି ବୁଜିଲେ। ଠିକାଦାର ଓ!-->…
ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା
ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । କେତେକ ଅଞ୍ଚଳରେ କମରୁ ମଧ୍ୟମ ବର୍ଷା ହେଉଥିବାବେଳେ ଅନ୍ୟ କିଛି ସ୍ଥାନରେ ଲଗାତାର ପ୍ରବଳ ବର୍ଷା ଜାରି ରହିଛି। ତେବେ ଟ୍ୱିନ୍ ସିଟି କଟକ ଏବଂ ଭୁବନେଶ୍ୱର ସମେତ ବିଭିନ୍ନ!-->…