Browsing Category

ଓଡିଶା

ନର୍ସିଂ ସଂଘ ଆନ୍ଦୋଳନ ଜାରି

ଏସ୍‌ସିବିରେ ଜେନେରାଲ୍ ଓଟି ବନ୍ଦ,କ୍ୟାପିଟାଲ ହସ୍ପିଟାଲ ଜାରି କଲା ନିର୍ଦ୍ଦେଶନାମା ଭୁବନେଶ୍ବର/କଟକ,୨୮-୦୯-୨୦୨୪(ପିପିଏସ) : ଶନିବାରଠୁ ନର୍ସିଂ ସଂଘର ଅହୋରାତ୍ର କାର୍ଯ୍ୟବନ୍ଦ ଆନ୍ଦୋଳନ । ୧୦ ଦଫା ଦାବିରେ ଅଟଳ ନର୍ସିଂ ଅଫିସର । ରୋଗୀ ସେବା ଗୁରୁତର ପ୍ରଭାବିତ । ରାଜ୍ୟରେ ନର୍ସିଂ

ଶ୍ରୀମନ୍ଦିର ରୋଷଘର ଘିଅ ସହ ଯାଞ୍ଚ ହେବ ଅବଢ଼ାର ମାନ

ସୁପକାର ସେବକଙ୍କ ମତ ଅମୁଣିଆ ଯାଞ୍ଚ ଠିକ୍ । ମହାପ୍ରସାଦ ମାନ ପରୀକ୍ଷଣକୁ ଦର୍ଶାଇଲେ ଶାସ୍ତ୍ର ବିରୋଧୀ । ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ଶ୍ରୀମନ୍ଦିରରେ ମହାପ୍ରସାଦର ହେବ ମାନ ଯାଞ୍ଚ । ରୋଷ ଘରକୁ ଯାଉଥିବା ସାମଗ୍ରୀ ହେଉ କି ସେଠୁ ବାହାରୁଥିବା ଅବଢ଼ା, ସବୁର ହେବ ମାନ ପରୀକ୍ଷଣ।

ନର୍ସିଂ ଆନ୍ଦୋଳନ ବଢ଼ାଇଲାଣି ଚିନ୍ତା ! ସ୍ୱାସ୍ଥ୍ୟସେବା ଠପ୍‌, ରୋଗୀ ହୀନସ୍ତା

ଆଜି ସିରିଞ୍ଜ ଛାଡ୍, କାଲିଠୁ ଅହୋରାତ୍ର ଧାରଣା ଚେତାବନୀ । ନର୍ସ ସଂଘକୁ ଆନ୍ଦୋଳନରୁ ଓହରିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅପିଲ୍ । ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ମେଡ଼ିକାଲରେ ଦୟନୀୟ ହେଲାଣି ରୋଗୀଙ୍କ ଅବସ୍ଥା । ହିମୋଗ୍ଲୋବିନ୍ କମିଯାଇଥିବା କାହା ପିଲାକୁ ଦିଆଯାଇପାରୁନି ରକ୍ତ ତ

ବିଷ ବଳୟରେ ତାଳଚେର

ଦେଶର ଆର୍ଥିକ ବିକାଶ‌ରେ ତାଳଚେରର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ଦେଶ ସ୍ବାଧୀନତା ଲାଭ କରିବା ପୂର୍ବରୁ ତାଳଚେରରେ କୋଇଲା ଖଣିର ସନ୍ଧାନ ମିଳିଥିଲା। ଏଥିରୁ ମିଳୁଥିବା ବିପୁଳ ରାଜସ୍ବ ଦେଶର ଆର୍ଥିକ ସମ୍ବଳ ବୃଦ୍ଧି କରୁଛି। ତାଳଚେର/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ଦେଶର

ଏଥର ମା’ଙ୍କ ପାଇଁ ୧୦୦ କୋଟିର ଅଳଙ୍କାର

ଏଥର କଟକ ଦଶହରାରେ ପୂଜାମଣ୍ଡପଗୁଡ଼ିକରେ ପାଖାପାଖି ୧୦୦ କୋଟି ଟଙ୍କାର ରୁପା ଓ ସୁନା ଅଳଙ୍କାରରେ ସଜେଇ ହେବେ ମା’। ବିଭିନ୍ନ କାରଣରୁ ଏଥର ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। କଟକ,୨୭-୦୯-୨୦୨୪(ପିପିଏସ) : ଏଥର କଟକ ଦଶହରାରେ

ଭରତପୁର ଥାନା ମାମଲା: ସତ କାଢ଼ିବ ସାଇଣ୍ଟିଫିକ୍‌ ଟେଷ୍ଟ

ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ସତରେ ସେଦିନ ରାତିରେ ଭରତପୁର ଥାନାରେ ଘଟିଥିଲା କ’ଣ? ରାତି ଅଧରେ ଅଭିଯୋଗ କରିବାକୁ ଆସିଥିବା ଜଣେ ଯୁବତୀ ଓ ସାଙ୍ଗରେ ଥିବା ଭାରତୀୟ ସେନାର କ୍ୟାପ୍‌ଟେନ୍‌ଙ୍କୁ ପୁଲିସ ନିର୍ଯାତନା ଦେଲା ଏବଂ ପୀଡ଼ିତାଙ୍କୁ କୋର୍ଟ ଚାଲାଣ କରିଥିଲା। କ୍ୟାପ୍‌ଟେନ୍‌ଙ୍କୁ

କ’ଣ ରାହୁଲ ଗାନ୍ଧୀ ଏମଏସପିର ସଂପୂର୍ଣ୍ଣ ଅର୍ଥ ଜାଣିଛନ୍ତି : ଅମିତ ଶାହା

 ନୂଆଦିଲ୍ଲୀ/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : କୃଷକଙ୍କ ସ୍ୱାର୍ଥକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି ଯେ ସେ ଏମଏସପିର ସମ୍ପୂର୍ଣ୍ଣ ଅର୍ଥ ଜାଣିଛନ୍ତି କି? ସେ ଆହୁରି ମଧ୍ୟ କହିଛନ୍ତି ଯେ ହରିୟାଣାର

ଆଗାମୀ ଦିନରେ ଓଡ଼ିଶାକୁ ସାରା ବିଶ୍ୱର ଲୋକଙ୍କ ସୁଅ ଛୁଟିବ: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ବିଶ୍ୱ ପର୍ଯ୍ୟଟନ ଦିବସରେ ଆଜି ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ବାଇକ ରାଲି ହୋଇଯାଇଛି।  ଏହି ଅବସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଧଉଳିରୁ କୋଣାର୍କ ପର୍ଯ୍ୟନ୍ତ ଏକ "ଐତିହ ସୁପରବାଇକ ରାଲି"ର ଶୁଭାରମ୍ଭ କରାଯାଇଛି। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ବରୀ

ପାର୍ବଣରେ ମହାମାୟୀ ସମ୍ବଲପୁର/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ। ଓଡ଼ିଆମାନଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ପରେ ସମ୍ଭବତଃ ମା’ ସମଲେଇ ବା ସମ‌ଲେଶ୍ବରୀ ଓଡ଼ିଶାର ଏକମାତ୍ର ଅଧିଷ୍ଠାତ୍ରୀ ଦେବୀ ଯିଏ ସମଗ୍ର ପଶ୍ଚିମ

ନୀଳଗିରି ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା

ନୀଳଗିରି/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ନୀଳଗିରି ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଭୋଟିଂରେ ପରାସ୍ତ ହୋଇଛନ୍ତି ବିଜେଡି ସମର୍ଥିତ ଅଧ୍ୟକ୍ଷା ଅମ୍ବିକା ଦାସ। ନୀଳଗିରି ଏନଏସି ମୋଟ ୧୩ଜଣ କାଉନସିଲର ଥିବା ବେଳେ ଏହି ଭୋଟିଂରେ ମୋଟ ୧୧ ଜଣ ଉପସ୍ଥିତ