Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଓଡିଶାରେ ପୁଞ୍ଚିନିବେଶ ପାଇଁ ସକରାତ୍ମକ ଆଲୋଚନା ହୋଇଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆମ୍ବାସଡର ସମ୍ମିଳନୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇ କମିସନର, କନ୍ସଲ୍ ଜେନେରାଲ୍, ଟ୍ରେଡ୍ କମିସନର ଓ କୂଟନୀତିଜ୍ଞମାନଙ୍କୁ ଭେଟିବା ପରେ କହିଛନ୍ତି ଯେ କମିଶନର, ହାଇକମିଶନର ଏବଂ ବରିଷ୍ଠ!-->…
ନୂଆ ସିପିଙ୍କ ଆଗରେ ଅନେକ ଆହ୍ବାନ
କମିସନରେଟ୍ ପୁଲିସରେ ଅପରାଧୀଙ୍କ ସ୍ଥାନ ନାହିଁ।
ଭୁବନେଶ୍ୱର ୦୧-୧୦-୨୦୨୪ (ପିପିଏସ) : କମିସନରେଟ୍ ପୁଲିସରେ ଅପରାଧୀଙ୍କ ସ୍ଥାନ ନାହିଁ। ରାସ୍ତାଘାଟରେ କମେଣ୍ଟ କରୁଥିବା ଅସାମାଜିକଙ୍କ ଠାରୁ ଆରମ୍ଭ କରି ବଡ଼ ଅପରାଧ ଘଟାଉଥିବା କୁଖ୍ୟାତ ଅପରାଧୀ, କାହାକୁ ଛଡ଼ାଯିବ ନାହିଁ। ପୁଲିସ!-->!-->!-->…
ତେଜିଲା ଭଦ୍ରକ ହିଂସା ରାଜନୀତି
ସାମ୍ପ୍ରଦାୟିକ ହିଂସାକୁ ନେଇ ତେଜିଲା ରାଜନୀତି । ଭଦ୍ରକ ଘଟଣାରେ ବିଜେଡିକୁ ବିଜେପିର କଡ଼ା ଟାର୍ଗେଟ୍ ।
ଭୁବନେଶ୍ୱର ୦୧-୧୦-୨୦୨୪ (ପିପିଏସ) : ସାଂପ୍ରଦାୟିକ ହିଂସାକୁ ନେଇ ପୁଣି ତେଜିଲା ରାଜନୀତି। ଭଦ୍ରକ ଘଟଣାକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି। ନୂଆ ସରକାରକୁ ଦୋଷ ଦେଲା ବିଜେଡି।!-->!-->!-->…
ନିଲମ୍ବିତ ହେଲେ ପାଳିଆ ସେବକ
ଭୁବନେଶ୍ୱର ୦୧-୧୦-୨୦୨୪ (ପିପିଏସ) : ଶ୍ରୀମନ୍ଦିର ରୋଷରେ ଲୁହା କଡ଼େଇ ବ୍ୟବହାର ନେଇ ଆକ୍ସନ । ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଶ୍ରୀମନ୍ଦିର ତଥା ରୋଷଘରେ ପ୍ରବେଶ ନିଷିଦ୍ଧ କରାଯାଇଛି । ଜଣେ!-->…
କଟକର ନୂଆ ଡିସିପି ଭାବେ ଦାୟିତ୍ୱ ଜଗମୋହନ ମୀନା
କଟକ,୦୧-୧୦-୨୦୨୪ (ପିପିଏସ) : କଟକର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ୨୦୧୩ ବ୍ୟାଚର ଆଇପିଏସ ଜଗମୋହନ ମୀନା । ଆଇ ପି ଏସ ପ୍ରକାଶ ଆର୍ ଙ୍କ ବଦଳି ପରେ ଜଗମୋହନ ମୀନା ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ କଟକ ର ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ!-->…
କଳିଙ୍ଗ ଛକରେ ଗଳିପୋଲ ପାଇଁ ସ୍ଥିତି ପରଖିଲେ ସାଂସଦ
କଟକ-ଚୌଦ୍ୱାର,୦୧-୧୦-୨୦୨୪ (ପିପିଏସ) : ନିର୍ମାଣାଧୀନ ୫୫ ନମ୍ବର ଜାତୀୟ ରାଜପଥର କଳିଙ୍ଗଛକଠାରେ ରାଜପଥରେ ଏକ ଗଳିପୋଲ ନିର୍ମାଣ କରିବା ପାଇଁ କଳିଙ୍ଗ ବଜାର କମିଟି କଟକ ସାଂସଦ ଭତ୍ତୃହରି ମହତାବଙ୍କୁ ପୂର୍ବରୁ ଏକ ଲିଖିତ ଆବେଦନ କରିଥିଲେ ।ବ୍ୟସ୍ତ ବହୁଳ କଳିଙ୍ଗ ଛକରେ ଜାତୀୟ ରାଜପଥରରେ!-->…
ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା
ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍
କଟକ,୦୧-୧୦-୨୦୨୪ (ପିପିଏସ) : ବିଜୁ ଜନତା ଦଳ (ବିଜେଡି)ର ରାଉରକେଲା ବିଧାୟକ ସାରଦା ନାୟକଙ୍କ ନାଁରେ ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା ନେଇ ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ!-->!-->!-->…
“ସ୍ୱଚ୍ଛତା ହିଁ ସେବା” ବାର୍ତ୍ତାକୁ ନେଇ ମାରାଥନ
କୋଣାର୍କ,୩୦-୦୯-୨୦୨୪ (ପିପିଏସ) : ସ୍ୱଚ୍ଛତା ହିଁ ସେବା ବାର୍ତ୍ତାକୁ ନେଇ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏକ ମିନି ମାରାଥନ କୋଣାର୍କ ଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଅନୁଷ୍ଟିତ ହୋଇଯାଇଛି। ସୋମବାର ପୂର୍ବାହ୍ନ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ସଫେଇ କର୍ମଚାରୀ ମାନଙ୍କୁ!-->!-->!-->…
କୋଷ୍ଟାଲ ରେଗୁଲେସନ ଜୋନ ଆଇନ ଉଲଙ୍ଗନ
ସମୁଦ୍ରକୂଳରୁ ବାଲି ଉଠି ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ
ପାରାଦୀପ,୩୦-୦୯-୨୦୨୪ (ପିପିଏସ) : ସରକାରୀ ନିୟମକୁ ଫୁ କରି ଉଡାଉଛନ୍ତି କଣ୍ଟ୍ରାକ୍ଟର,ରାସ୍ତା ନିର୍ମାଣ ପାଇଁ ଦିନ ଦ୍ବିପ୍ରହର ରେ ଖୁଲମଖୁଲା କରୁଛନ୍ତି ସିଆରଜେଡ ଉଲଂଘନ l ସମୁଦ୍ର କୂଳରୁ ଦୁଇଶହ ମିଟର ଭିତରେ ବାଲି ଖୋଲି!-->!-->!-->…
ପୁଣି ଭାରରେ ବୁହାହେଲେ ରୋଗୀ
ଚିତ୍ରକୋଣ୍ଡାରେ ଅଭାବନୀୟ ଦୃଶ୍ୟ
ଚିତ୍ରକୋଣ୍ଡା/ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ଭାରରେ ବୁହାହେଲେ ରୋଗୀ, ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ନୂଆଗୁଡା ପଂଚାୟତର ରଥଗୁଡା ଗ୍ରାମରେ। ତେବେ କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ!-->!-->!-->…