Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପାଳନ ହେଉନି ଏନ୍ଜିଟିଙ୍କ ନିର୍ଦ୍ଦେଶନାମା
ବର୍ଜ୍ୟବସ୍ତୁରେ ପୋତା ହେଉଛି ବାଲିଯାତ୍ରା ପଡ଼ିଆ ଓ ନଦୀଶଯ୍ୟା
ମହାନଦୀ ଓ କାଠଯୋଡି ନଦୀ ଶଯ୍ୟା ସୁରକ୍ଷା ପାଇଁ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍(ଏନ୍ଜିଟି)ଙ୍କ ନିର୍ଦ୍ଦେଶର ଖୋଲା ଉଲ୍ଲଂଘନ ହେଉଛି। ନଦୀଶଯ୍ୟା ଓ ବାଲିଯାତ୍ରା ପଡ଼ିଆରେ କୁଢ଼କୁଢ଼ କଂକ୍ରିଟ୍ ଆବର୍ଜନା ଗଦାଇ!-->!-->!-->!-->!-->…
କର୍ମଚାରୀଙ୍କ ଆନ୍ଦୋଳନ: ସମ୍ବଲପୁରରେ ଆଜି ଗଡ଼ୁନି ମୋ ବସ୍
ସମ୍ବଲପୁରରେ ଆଜି ଗଡ଼ୁନି ମୋ ବସ୍। ଠିକା କଂପାନିର ଅଧିକାରୀଙ୍କ ମନମୁଖୀ ପ୍ରତିବାଦରେ ମୋ ବସ୍ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ମୋ ବସ୍ କର୍ମଚାରୀଙ୍କ ଆନ୍ଦୋଳନ ଫଳରେ ଯାତ୍ରୀମାନେ ହଇରାଣ ହରକତ ହେଉଥିବା ପରିଲକ୍ଷିତ ହେଉଛି।
ସମ୍ବଲପୁର/ଭୁବନେଶ୍ୱର!-->!-->!-->!-->!-->…
ବାଲିଯାତ୍ରା ଉଦ୍ଘାଟନୀ ଉତ୍ସବକୁ ଆସିବେ ପ୍ରଧାନମନ୍ତ୍ରୀ!
ଐତିହାସିକ କଟକ ବାଲିଯାତ୍ରା ଉଦ୍ଘାଟନୀ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ପ୍ରାଶାସନିକ ସ୍ତରରେ ବି ଏଥିପାଇଁ ଏକପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି।
କଟକ ,୨୮-୧୦-୨୦୨୪ (ପିପିଏସ) : ଐତିହାସିକ କଟକ ବାଲିଯାତ୍ରା!-->!-->!-->!-->!-->…
୨ କିମି ବୋହିଲେ ମୃତ ଗର୍ଭବତୀଙ୍କ ଶବ
ଗାଁ’କୁ ଆସିପାରିଲାନି ଆମ୍ବୁଲାନ୍ସ
ମୋହନା/ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ଗଜପତି ଜିଲ୍ଲା ମୋହନା ବ୍ଲକ୍ ଡମ୍ବଗୁଡ଼ା ପଞ୍ଚାୟତ ନିଲଡ଼ିକିଲିଆ ଗ୍ରାମକୁ ଭଲ ରାସ୍ତା ନଥିବାରୁ ଗ୍ରାମବାସୀ ପ୍ରତିଦିନ ସମସ୍ୟା ଭୋଗୁଛନ୍ତି। ଏପରିକି ଗ୍ରାମକୁ ଜରୁରୀକାଳୀନ ସମୟରେ!-->!-->!-->!-->!-->…
କମୁଛି ମାଟି ଦୀପର ଚାହିଦା:ଚିନ୍ତାରେ କୁମ୍ଭାର ପରିବାର
ଝରିଗାଁ/ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ଦିନ ଥିଲା ମାଟି ସାମଗ୍ରୀ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ କୁମ୍ଭାର ସମ୍ପ୍ରଦାୟର ଲୋକେ।କିନ୍ତୁ ସଂପ୍ରତି ପ୍ଲାଷ୍ଟିକ, ଷ୍ଟିଲ, ଭଳି ଘରୋଇ ଉପକରଣ ମିଳିବା ପରେ ମାଟି ସାମଗ୍ରୀର ଚାହିଦା ଆଶାତୀତ ଭାବେ କମି ଯାଇଛି। କେବଳ!-->…
ଦାଦନ ଜନିତ ବିସ୍ଥାପନ ସମସ୍ୟାର ନିରାକରଣ ନେଇ ଗଠିତ ଟାସ୍କଫୋର୍ସର ପ୍ରଥମ ବୈଠକ
ରାଜ୍ୟରେ ଦାଦନ ଜନିତ ବିସ୍ଥାପନ ସମସ୍ୟାର ନିରାକରଣ ନିମନ୍ତେ ଗଠିତ ଏହି ଉଚ୍ଚସ୍ତରୀୟ ଟାସ୍କଫୋର୍ସର୍ ପ୍ରଥମ ବୈଠକରେ ଦାଦନ ଯିବା କାରଣ ଓ ଏହାର ସମାଧାନ ଉପରେ ସଭିଏଁ ନିଜ ନିଜର ମତବ୍ୟକ୍ତ କରିଥିଲେ ।
ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ!-->!-->!-->!-->!-->…
ତୃତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଦିଆଯିବା ତାରିଖ ଖୁବ୍ ଶୀଘ୍ର ଘୋଷିତ ହେବ: ପ୍ରଭାତୀ ପରିଡ଼ା
‘ସୁଭଦ୍ରା' ଯୋଜନା ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଟଙ୍କା ଦିଆଯିବ। ଖୁବ୍ ଶୀଘ୍ର ଏନେଇ ତାରିଖ ଘୋଷଣା କରାଯିବ।
ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ‘ସୁଭଦ୍ରା'!-->!-->!-->!-->!-->…
ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ହେବ
ଓଡ଼ିଶାରେ ପୂର୍ବରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇନଥିଲା, ତେଣୁ ତାର ମୋଡାଲିଟି ବି ପ୍ରସ୍ତୁତ ହୋଇନାହିଁ । ଆମେ ଖୁବ୍ ଶୀଘ୍ର ମୋଡାଲିଟି ପ୍ରସ୍ତୁତ କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାକୁ ଲାଗୁ କରିବୁ। ଏଭଳି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।
!-->!-->!-->!-->!-->…
ମଠମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର
ମଠମନ୍ଦିରଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସହ ପରିଚଳନା ସମସ୍ୟା ସମାଧାନ ପାଇଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର। ଦେବାଳୟ ପ୍ରକଳ୍ପ ସମ୍ଭାବ୍ୟ ନାଁରେ ଏକ ନୂଆ ଯୋଜନା ଆଣୁଛନ୍ତି ସରକାର। ଏନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ଭୁବନେଶ୍ୱର!-->!-->!-->!-->!-->…
ଅସୁରକ୍ଷିତ ଏସ୍ସିବି ରେକର୍ଡରୁମ୍
ଛାତ ଫାଟି ପାଣି ଗଳୁଛି। କେଉଁଠି କେଉଁଠି ଗଛ ଉଠିଗଲାଣି। କୌଣସି ଥାକ ବି ନାହିଁ। ଯିଏ ନେଲା ବିଡ଼ା ବାନ୍ଧି ପକେଇ ଦେଲା। କର୍ମଚାରୀଙ୍କ ପାଇଁ ବସିବାକୁ ସ୍ଥାନ ନାହିଁ। ଏଭଳି ଅସୁରକ୍ଷିତ ଭାବେ ବର୍ଷ ବର୍ଷ ହେଲା ଚାଲିଛି ରାଜ୍ୟର ସବୁଠାରୁ ବଡ଼ ରେଫରାଲ ହସ୍ପିଟାଲ କଟକ ବଡ଼ଡାକ୍ତରଖାନାର!-->!-->!-->…