Browsing Category

ଓଡିଶା

କାମରେ ଆସୁନି ଅଙ୍ଗନବାଡି କେନ୍ଦ୍ର, ଗଛ ମୂଳରେ ଚାଲିଛି ପାଠପଢ଼ା

ସିମୁଳିଆ/ଭୁବନେଶ୍ୱର ୦୩-୧୧-୨୦୨୪(ପିପିଏସ ) : ସମନ୍ବିତ ଶିଶୁ ବିକାଶ ଯୋଜନାରେ ପ୍ରତି ଅଙ୍ଗନବାଡି କେନ୍ଦ୍ର ପାଇଁ ସ୍ଥାୟୀ ପକ୍କା ଗୃହ ଯୋଗାଇ ଦିଆ ଯାଇଛି । ହେଲେ ପ୍ରଶାସନିକ ଆନ୍ତରିକତା ଅଭାବ ଯୋଗୁଁ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇ ଯାଇଥିଲେ ବି ନିର୍ମିତ ଗୃହ କାମରେ ଆସୁନି ।

ଫେବୃୟାରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ, ଟିକେଟ ମୂଲ୍ୟ ୮୦୦ରୁ ଆରମ୍ଭ

କଟକ,୦୩-୧୧-୨୦୨୪(ପିପିଏସ ) : ଆଗାମୀ ଫେବୃୟାରୀ ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ। ଏଥିପାଇଁ ଟିକେଟ ମୂଲ୍ୟ ନିର୍ଦ୍ଧାରଣ କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)। ଟିକେଟ ମୂଲ୍ୟ ସର୍ବନିମ୍ନ ୮୦୦ ଟଙ୍କାରୁ ଆରମ୍ଭ ହୋଇ ୨୦ ହଜାର ପର୍ଯ୍ୟନ୍ତ

ରାଜଧାନୀରେ ମୃଦୁ ଭୂମିକମ୍ପ ନେଇ ଚର୍ଚ୍ଚା, କୌଣସି କ୍ଷୟକ୍ଷତିର ସୂଚନା ନାହିଁ

ରାଜଧାନୀରେ ଆଜି ସକାଳ ପ୍ରାୟ ୭ଟା ୧୫ ମିନିଟ୍ ସମୟରେ ମୃଦୁ ଭୂମିକମ୍ପ ହୋଇଥିବା ନେଇ ଚର୍ଚ୍ଚା ହେଉଛି। କେତେକ ସ୍ଥାନରେ ବଡ଼ ଶବ୍ଦ ହୋଇଥିବା ବେଳେ ଆଉ କେହି କେହି ଝଟକା ଅନୁଭବ କରିଥିବା କହୁଛନ୍ତି। ତେବେ  ସେସମୋଲୋଜି ବିଭାଗ ପାଖରେ ଏନେଇ କୌଣସି ସୂଚନା ନାହିଁ। ଭୁବନେଶ୍ୱର

ଧଉଳି ଏକ ସାଧାରଣ ପାହାଡ଼ ନୁହେଁ, କଳିଙ୍ଗ ଯୁଦ୍ଧର ମୁକସାକ୍ଷୀ: ମୁଖ୍ୟମନ୍ତ୍ରୀ

ଧଉଳି ଶାନ୍ତିସ୍ତୁପର ୫୨ତମ ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ‌ ଦେଇଛନ୍ତି। ସେ କଳିଙ୍ଗର ବୀର ସନ୍ତାନ ମାନଙ୍କର ସାହସ, ସାମର୍ଥ୍ୟ ଏବଂ ଶୌର୍ଯ୍ୟର ପ୍ରତୀକ ହେଉଛି ଏ ଧର୍ମଭୂମି ଧଉଳି। ଭୁବନେଶ୍ୱର

କନ୍ଧମାଳରେ ଶୀତ: ରାତିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଲା

ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ ଶୀତର ପହିଲି ସ୍ପର୍ଶ ଅନୁଭୂତ ହୋଇଛି। ଶୁକ୍ରବାର ଠାରୁ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ଆଜି ସକାଳୁ ସକାଳୁ ଥଣ୍ଡା ଅନୁଭୂତ ହୋଇଛି। ଦିନରେ ସାମାନ୍ୟ ଗ୍ରୀଷ୍ମ ଅନୁଭୂତ ହେଉଥିବା ବେଳେ ରାତିରେ ଶୀତ ଲାଗୁଛି। ସକାଳ ସମୟରେ ଘନ କୁହୁଡ଼ି ମଧ୍ୟ

ପୋଡ଼ି ପାଉଁଶ ହୋଇଗଲା ପାର୍ବଣର ସ୍ବପ୍ନ

ରାତିଅଧରେ ନିଆଁ ଲାଗିଲା। ପାର୍ବଣ ଋତୁ ଚାଲିଥିବାରୁ ବ୍ୟବସାୟୀମାନେ ନିଜ ଦୋକାନରେ ଉଛୁଳିବା ଭଳି ପରିମାଣର ସାମଗ୍ରୀ ରଖିଥିଲେ। ଗୋଟିଏ ସ୍ଥାନରୁ ନିଆଁ ଆରମ୍ଭ ହୋଇ ଚାରିଆଡ଼କୁ ବ୍ୟାପିଗଲା। ଜାଣିବାବେଳକୁ ସାରା ଅଞ୍ଚଳ ନିଆଁରେ ଜଳୁଥିଲା। ଭୁବନେଶ୍ୱର ୦୨-୧୧-୨୦୨୪(ପିପିଏସ) :

ବାଲିଯାତ୍ରା ଆୟୋଜନ ଦ୍ବନ୍ଦ୍ବ

ତଳ ପଡ଼ିଆରେ ହେଲେ ଖିଲାପ ହେବ ଏନ୍‌ଜିଟି ନିର୍ଦ୍ଦେଶ ହାଇକୋର୍ଟରେ ସହର ସମସ୍ୟା ଶୁଣାଣି ବେଳେ ବାଲିଯାତ୍ରା ଆୟୋଜନକୁ ସଂପୂର୍ଣ୍ଣ ଭାବେ ତଳପଡ଼ିଆରେ କରିବା ପାଇଁ ପ୍ରସ୍ତାବ ଆସିବା ପରେ ଅଦାଲତ ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ବୈଠକ ଡାକି ଆଲୋଚନା କରିବାକୁ ନିର୍ଦ୍ଦେଶ

ନୂଆ ବିବାଦ ଛିଡ଼ାକଲା ଇସ୍କନ୍‌

ସ୍ନାନଯାତ୍ରା ବାତିଲ, ରଥଯାତ୍ରା ପାଇଁ ପ୍ରସ୍ତୁତି! ଅଦିନିଆ ରଥଯାତ୍ରାକୁ ସବୁ ମହଲରୁ ଦୃଢ଼ ବିରୋଧ କରାଯିବା ପରେ ନଭେମ୍ବର ୩ରେ ଆମେରିକାର ହଷ୍ଟନ୍‌ଠାରେ ଆୟୋଜିତ ହେବାକୁ ଥିବା ସ୍ନାନଯାତ୍ରାକୁ ଇସ୍କନ୍‌ ବାଦ୍‌ ଦେଇଛି। ଏମିତିକି ନିଜ ସାମାଜିକ ଗଣମାଧ୍ୟମରେ ସ୍ନାନଯାତ୍ରା

କଟକରେ ବାଣଫୁଟାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମୁଁହାମୁହିଁ

କଟକ,୦୨-୧୧-୨୦୨୪(ପିପିଏସ) : କଟକରେ ବାଣଫୁଟାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମୁଁହାମୁହିଁ ହୋଇଛନ୍ତି । କଟକ ବାରପଥର ନିକଟରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ମେରିଆବଜାର ଅଞ୍ଚଳର କିଛି ଲୋକ ଗତକାଲି ଏକାଠି ବାଣ ଫୁଟାଉଥିବାବେଳେ ବାରପଥର ଅଞ୍ଚଳର କିଛି ଯୁବକ ଵାରଣ କରିଥିଲେ।

ତୁଷୁରା ଏୟାର ଷ୍ଟ୍ରିପର ଉନ୍ନତୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ୮୯୦ କୋଟି ଟଙ୍କା ମୂଲ୍ୟରେ ଜଳ ସେଚନ, ସ୍ବାସ୍ଥ୍ୟ ଭିତ୍ତିଭୂମି, ପାଇପ ଜଳ ଯୋଗାଣ, ସେତୁ ନିର୍ମାଣ, ସଡକ ନିର୍ମାଣ ଭଳି ସମୁଦାୟ ୮୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି।