Browsing Category

ଓଡିଶା

ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଆଜି ସକାଳ ସା୍ଢ଼େ ୯ଟାରୁ ୧୦ଟା ଭିତରେ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଭଦ୍ରକ-ବାଉଦପୁର ସେକସନ୍ ମଝିରେ ଏହି ଗୁଳିମାଡ଼ ହୋଇଥିବା ଜଣାଯାଇଛି। ଭଦ୍ରକ/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ନୂଆଦିଲ୍ଲୀରୁ

ଅବକାରୀ ବିଭାଗ ନିଷ୍କ୍ରିୟ! ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ

ମଦ ଯୋଗୁଁ ସମାଜ ଆଜି ବାଟବଣା ହେବାକୁ ଲାଗିଲାଣି। ଯୁବପିଢି ବିପଥଗାମୀ ହେବାରେ ଲାଗିଛନ୍ତି। ଘର ସଂସାର ଉଜୁଡିବାରେ ଲାଗିଛି। ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି। ମହିଳାମାନେ ପ୍ରତ୍ୟକ ଦିନ ନିର୍ଯାତିତ ହେବାରେ ଲାଗିଛନ୍ତି। ଘୁ.ଉଦୟଗିରି/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) :

ନିଜର ଫାଇଦା ପାଇଁ ଐତିହ୍ୟସ୍ଥଳୀକୁ ବିପଦଆଡ଼କୁ ଠେଲିଦେଲେ ବିଗତ ସରକାର: ବିଜେପି

ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ପାଚେରୀ ‘ମେଘନାଦ ପାଚେରୀ’ରେ ଫାଟ ସୃଷ୍ଟି ହୋଇଛି। ମରାମତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାକୁ ନେଇ ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କ ମନରେ ଉଦ୍‌ବେଗ ପ୍ରକାଶ ପାଇ ଥିବା ବେଳେ ରାଜନୈତିକ ବୟାନବାଜୀ ମଧ୍ୟ ଜାରି ରହିଛି।

ଜନସ୍ୱାସ୍ଥ୍ୟ ନୀରିକ୍ଷଣରେ ଉତ୍କୃଷ୍ଟତା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟ୍ ସମ୍ବର୍ଦ୍ଧିତ

ନୂଆଦିଲ୍ଲୀରେ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମ ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ନୂଆଦିଲ୍ଲୀରେ ଆୟୋଜିତ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ନିରୀକ୍ଷଣକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟକୁ ସମ୍ବର୍ଦ୍ଧିତ

 ଆହାର କେନ୍ଦ୍ରରେ ଦୃନୀତି ଏବଂ ଅନିମୟତା 

ଆଠ ମାସ ହେବ ସୁରକ୍ଷା କର୍ମୀ ନ ଥାଇ ବିଲ ପ୍ରଦାନ  ରାଉରକେଲା /ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ରାଜଗାଙ୍ଗପୁର ସ୍ଥିତ  ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ସ୍ଥାପିତ ଆହାର କେନ୍ଦ୍ର ରେ ଗତ କିଛି ବର୍ଷ ତଳେ 400 ଜଣଙ୍କ ପାଇଁ 5 ଟଙ୍କା ମୂଲ୍ୟରେ ଆହାର ଜନତାଙ୍କପାଇଁ ବ୍ୟବସ୍ଥା 

୬ବର୍ଷ ପରେ ବି ସରୁନି ଏନ୍‌ଏଚର ୧୦ ପ୍ରକଳ୍ପ କାମ

କୋରାପୁଟ/ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ଯେଉଁ ଅଂଚଳର ଗମନାଗମନର ବିକାଶ ହେବ ସେହି ଅଂଚଳର କୃଷି, ବ୍ୟବସାୟ ସହ ଆର୍ଥ‌ନୈତିକ ସ୍ବଚ୍ଛଳତା ସବୁ ବର୍ଗ ଲୋକଙ୍କର ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋରାପୁଟ ଜିଲ୍ଲା ଦେଇ ଯାଇଥିବା ୨ଟି ଡିଭିଜନର ଜାତୀୟ ରାଜପଥ ୨୬ ଓ

ଅଳ୍ପଦିନପରେ ଆନ୍ତର୍ଜାତିକ ବାଲୁକାକଳା ପ୍ରଦର୍ଶନୀ

ଆଗକୁ "ମାଘ ସପ୍ତମୀ ବୁଡ଼" ଅସ୍ତବ୍ୟସ୍ତ ହୋଇ ପଡ଼ିଛି ବେଳାଭୂମି ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ କୋଣାର୍କ/ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ଡିସେମ୍ବର ୧ ରୁ ୫ କୋଣାର୍କ ଉତ୍ସବ ୨୦୨୪ ଆରମ୍ଭ ହେବ। ଏହି ଉତ୍ସବ ଅବସରରେ

କଟକଣାକୁ ଫୁ,ବୁଲୁଛି ମାଳ ମାଳ ଯନ୍ତ୍ର ଚାଳିତ ଡଙ୍ଗା

ଚନ୍ଦ୍ରଭାଗା କୂଳରେ ଅଲିଭି ରିଡ଼ଲେଙ୍କ ମୃତ ଦେହ। କୋଣାର୍କ/ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ଅଲିଭ ରିଡଲେ କଇଁଛ ସୁରକ୍ଷା ନାମକୁ ମାତ୍ର। ଚନ୍ଦ୍ରଭାଗାରୁ ଇକୋ ରିଟ୍ରିଟ ପର୍ଯ୍ୟନ୍ତ ବେଳାଭୂମିରେ ଅଲିଭ ରିଡ଼ଲେ କଇଁଛ ମରି ପଡିଥିବା ଦେଖିବାକୁ ମିଳିଛି। ନଭେମ୍ବର ୧ ତାରିଖ ଠାରୁ ମେ

ଜିଲ୍ଲା ସ୍ତରୀୟ  ଶିଶୁ ମହୋତ୍ସବ ‘ସୁରଭି ୨୦୨୪’ ଅନୁଷ୍ଠିତ

ବାରିପଦା/ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ପାଠପଢା ସହିତ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଆରମ୍ଭ ହୋଇଥିବା ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି"ର ଉଦ୍ଘାଟନ ଉତ୍ସବ   ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ 

କଟକ ଏସସିବିରେ ରାଗିଂ ଅଭିଯୋଗ, ତଦନ୍ତ ଆରମ୍ଭ

କଟକ,୦୪-୧୧-୨୦୨୪ (ପିପିଏସ) : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (ଏସସିବି ମେଡ଼ିକାଲ କଲେଜ)ରେ ରାଗିଂ ଅଭିଯୋଗ ହୋଇଛି। ଏମବିବିଏସ ପ୍ରଥମ ବର୍ଷ ଛାତ୍ର ତାଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଏସସିବି ମେଡ଼ିକାଲ କଲେଜର ଶେଷ ବର୍ଷ ଛାତ୍ରଙ୍କ ନାମରେ ସେ