Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶିମିଳିପାଳ ଜାତୀୟ ଉଦ୍ୟାନ ଛାଡ଼ି ଜଙ୍ଗଲକୁ ଚାଲିଗଲା ବାଘୁଣୀ ‘ଜମୁନା’
ଶିମିଳିପାଳ ଜାତୀୟ ଉଦ୍ୟାନରେ ଥିବା ବାଘୁଣୀ 'ଜମୁନା' ଆଜି ସକାଳେ ଘେରିରୁ ବାହାରି ନିକଟସ୍ଥ ଜଙ୍ଗଲରେ ପ୍ରବେଶ କରିଥିଛି। ଏନେଇ ଶିମିଳିପାଳ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏବେ 'ଜମୁନା' ଶିମିଳିପାଳର ମୂଳ ଅଞ୍ଚଳରେ ବସତି ସ୍ଥାପନ କରିଛି।
ବାରିପଦା/ଭୁବନେଶ୍ୱର!-->!-->!-->…
ଆଇଏଏସ୍ ସ୍ତରରେ ଅଦଳବଦଳ: ସଂଜୟ ସିଂଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦାୟିତ୍ବ
ଭୁବନେଶ୍ବର: ରାଜ୍ୟ ସରକାର ଶନିବାର ବରିଷ୍ଠ ଆଇଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାର ବିଶାଳ ଦେବଙ୍କୁ ଶକ୍ତି ବିଭାଗର ଦାୟିତ୍ବ ପ୍ରଦାନ କରିଛନ୍ତି।
ଭୁବନେଶ୍ୱର!-->!-->!-->…
ନଭେମ୍ବର ୨୪ରେ ମିଳିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା
‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆଗାମୀ ୨୪ ତାରିଖରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ।୨୦ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ହିତାଧିକାରୀଙ୍କୁ ‘ସୁଭଦ୍ରା’ ଟଙ୍କା ଦିଆଯିବ। ଏଥିଲାଗି ସୁନ୍ଦରଗଡ଼ରେ କାର୍ଯ୍ୟକ୍ରମ!-->…
ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତାରେ ଚଢ଼ଉ, ୧୫୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର, ୧୦ ଗୋଚାଲାଣକାରୀ ଅଟକ
ବିଳମ୍ବିତ ରାତିରେ ବେଆଇନ୍ ଗୋଚାଲାଣ ବେଳେ ଆନନ୍ଦପୁର ଥାନା ପୁଲିସର ଅତର୍କିତ ଚଢ଼ଉ କରିଥିବାର ଖବର ମିଳିଛି। ଘଟଣାସ୍ଥଳରୁ ୪ଟି ଗାଡ଼ି ଜବତ କରାଯାଇଥିବା ବେଳେ ୧୫୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର ହୋଇଛନ୍ତି। ଏହି ମାମଲାରେ ଆନନ୍ଦପୁର ଥାନାରେ ୧୦ ଗୋଚାଲାଣକାରୀଙ୍କୁ ଅଟକ ରଖି ପୁଲିସ ପଚରାଉଚରା!-->…
ରାଜ୍ୟର ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ଆସନ୍ତା ପାଞ୍ଚ ବର୍ଷ ଅର୍ଥାତ ୨୦୨୯-୩୦ ବେଳକୁ ବିଦ୍ୟୁତ ଚାହିଦାକୁ ଆଖି ଆଗରେ ରଖି ବିଦ୍ୟୁତ ଉତ୍ପାଦନ, ସରବରାହ ଏବଂ ବିତରଣ ବ୍ୟବସ୍ଥାର ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଭୁବନେଶ୍ୱର ୦୮-୧୧-୨୦୨୪ (ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ!-->!-->!-->…
ଓଲଟିଲା ଯାତ୍ରୀବାହୀ ବସ୍
ଚାଳକ ମୃତ, ହେଲପରଙ୍କ ସମେତ ୯ ଗୁରୁତର
ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଗଛକୁ ପିଟି ହୋଇ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଏହି ଦୁର୍ଘଟଣାରେ ବସ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲପରଙ୍କ ସମେତ!-->!-->!-->…
ମା ଓ ଝିଅ ଜୀବନ ଦଗ୍ଧ ଘଟଣା: ସିନ୍ ରିକ୍ରିଏସନ୍ କଲା ପୁଲିସ
ସମ୍ବଲପୁରର ମାନେଶ୍ଵରରେ ମା ଓ ଝିଅ ଜୀବନ ଦଗ୍ଧ ଘଟଣାର ଦୁଇ ଅଭିଯୁକ୍ତ ପୁଲିସ ହାତରେ ଧରାପଡ଼ିବା ପରେ ସିନ୍ ରିକ୍ରିଏସନ୍ କରିଛି ପୁଲିସ। ଗିରଫ ହେବା ପରେ ମୃତ ମହିଳାଙ୍କ ଅଭିଯୁକ୍ତ ପୁଅ ଜଗନ୍ନାଥ ଦୀକ୍ଷିତ ଓ ନାତି ସଂକେତ ଦୀକ୍ଷିତଙ୍କୁ ନେଇ ଗତକାଲି ରାତିରେ ସିନ ରିକ୍ରିଏସନ କରିଛି ସଦର!-->…
ପୁରୀଘାଟ କାଫେ ଓ ବାରଙ୍ଗ ଅଞ୍ଚଳରେ ବାରମ୍ବାର ଗଣଦୁଷ୍କର୍ମ : ଡିସିପି
କଟକର ଜଣେ କଲେଜ ଛାତ୍ରୀଙ୍କୁ ବାରମ୍ବାର ଗଣଦୁଷ୍କର୍ମ ଘଟଣାରେ ଡିସିପି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଛାତ୍ରୀଙ୍କ ନଗ୍ନ ଭିଡିଓ ଦେଖାଇ ଦୁର୍ବୃତ୍ତମାନେ ତାଙ୍କୁ ବ୍ଲାକମେଲ୍ କରିବା ସହ ଗଣଦୁଷ୍କର୍ମ କରିଛନ୍ତି। ଅଭିଯୁକ୍ତମାନେ ଭିଡିଓ ଅନ୍ୟ କେଉଁଆଡ଼େ ସେୟାର କରିଛନ୍ତି କି ନାହିଁ!-->…
ମାମଲା ରୁଜୁ ହେଉ ହେଉ ଅଭିଯୁକ୍ତଙ୍କୁ ଆମେ ଧରୁଛୁ: ପୁଲିସ କମିଶନର
ଅଶାନ୍ତ ଭୁବନେଶ୍ୱର ପ୍ରସଙ୍ଗରେ ପୁଲିସ କମିଶନର ଏସ୍ ଦେବଦତ୍ତ ସିଂହ କହିଛନ୍ତି, ଏତେ ଜନସଂଖ୍ୟାରେ କିଛି କିଛି କେସ୍ ହୁଏ, ଆମେ ତୁରନ୍ତ ଏହାକୁ ନେଇ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ମାମଲା ରୁଜୁ ହେଉ ହେଉ ଅଭିଯୁକ୍ତଙ୍କୁ ଆମେ ଧରୁଛୁ। ପୁଲିସ ମଣିଷର ରୋଗ ପ୍ରତିରୋଧ ଶକ୍ତି ଭଳି!-->…
ରାଜଧାନୀରେ ଲଭ ଜିହାଦ୍
ସମ୍ପର୍କ ରଖିବା ପରେ ଧର୍ମ ପରିବର୍ତ୍ତନ ପାଇଁ ଜବରଦସ୍ତି
ନିଜକୁ ହିନ୍ଦୁ କହି ପ୍ରେମ ଜାଲରେ ଫସେଇଲେ, ତାପରେ ଶାରୀରିକ ସମ୍ପର୍କ ରଖିଲେ ଆଉ ବିବାହ କରିବାକୁ ହେଲେ ଧର୍ମ ପରିବର୍ତ୍ତନ କରିବାକୁ ପଡିବ ବୋଲି ଧମକ ଦେଲେ।ତାପରେ ଭିଡିଓ ଭାଇରଲ କରି ଟଙ୍କା ଲୁଟିଲେ ।
ଭୁବନେଶ୍ୱର!-->!-->!-->!-->!-->…