Browsing Category

ଓଡିଶା

ଅଭିଯୋଗ ଶୁଣିଲେ ମୋହନ, ଲୋକଙ୍କ ଦାବି କରିବେ ସମାଧାନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରି ଠାରେ ଅନୁଷ୍ଠିତ ଲୋକ ମହୋତ୍ସବ ‘ମାଲ୍ୟବନ୍ତ’ରେ ଯୋଗଦେବା ଅବସରରେ ୫୦ରୁ ଊର୍ଦ୍ଧ୍ବ ଅଭିଯୋଗକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ଶତାଧିକ ସମର୍ଥକମାନେ ମଧ୍ୟ ଉପସ୍ଥିତ ଥିଲେ। ମାଲକାନଗିରି/ଭୁବନେଶ୍ୱର ୧୪-୧୨-୨୦୨୪(ପିପିଏସ) : ମୁଖ୍ୟମନ୍ତ୍ରୀ

ମାଲକାନଗିରିର ବିକାଶକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ମାଲକାନଗିରିରେ ଏକ ମେଗା ସିମେଣ୍ଟ କାରଖାନା ନିର୍ମାଣ ହେବ। ଏହି ପ୍ରକଳ୍ପରେ ୪୦୦୦ କୋଟି ଟଙ୍କାର ପୁଂଜି ନିବେଶ ହେବ। ଏହି କାରଖାନା ପ୍ରତିଷ୍ଠା ହେବା ଦ୍ବାରା ୨୦୦୦ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ। ମାଲକାନଗିରି/ଭୁବନେଶ୍ୱର

ରେଳ ଷ୍ଟେସନ୍‌ରେ ଶୁଖିଲା ମହାପ୍ରସାଦ ବିକ୍ରି ପ୍ରସଙ୍ଗ

ସାଂସଦଙ୍କ ପ୍ରସ୍ତାବକୁ ସେବାୟତଙ୍କ ବିରୋଧ ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନ୍‌ରେ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ବିକ୍ରି ପାଇଁ ଗତକାଲି ସଂସଦରେ ପ୍ରସ୍ତାବ ରଖିଥିଲେ ପୁରୀ ସାଂସଦ ସମ୍ବିତ ପାତ୍ର। ଏହାକୁ ବିରୋଧ କରିଛନ୍ତି ସେବାୟତ। ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ବି ସାଂସଦଙ୍କ ଏହି

ଓଡିଶା ମାଷ୍ଟର୍ସ ସେମିଫାଇନାଲ ରେ ପହଁଚିଲେ ତାନଭି ଶର୍ମା ଶ୍ରୀୟାନସି ଭାଲିସେଟ୍ଟୀ

ପୁରୁଷ ସେମି ରେ ସତୀଶ କୁମାର, ଥରୁନ ମାନନେପାଲି.. କଟକ ,୧୩-୧୨-୨୦୨୪(ପିପିଏସ ) : ଜବାହରଲାଲ ଇଣ୍ଡୋର ଷ୍ଟେଡ଼ିଅମ ଚାଲିଥିବା ବି.ଡବଲୁ. ଏଫ ଟୁର ସୁପର 100 'ଓଡିଶା ମାଷ୍ଟର୍ସ ' ତୃତୀୟ ସଂସ୍କରଣ ର କ୍ୱାର୍ଟର ଫାଇନାଲ ରାଉଣ୍ଡ ସମାପ୍ତ ହୋଇ ସେମି ଫାଇନାଲ ରାଉଣ୍ଡ ଚୂଡାନ୍ତ ହୋଇଯାଇଅଛି

ବସୁନ୍ଧରା ଜମି ବିକ୍ରି ହୋଇ ପାରିବନି: ରାଜସ୍ବ ମନ୍ତ୍ରୀ

ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଲ୍ୟାଣ୍ଡ ସେଟଲମେଣ୍ଟ ୧୯୬୨ ଅନୁଯାୟୀ ୪ ଡେସିମିଲ ଜମି ଦିଆଯିବାର ବ୍ୟବସ୍ଥା ଅଛି। ସେ ଜମି ୧୦ ବର୍ଷ ପରେ ବିକ୍ରି କରିବାର ନିୟମ ଥିଲା। କିନ୍ତୁ ଏହାକୁ ଏଣିକି ବିକ୍ରି କରାଯାଇ ପାରିବ ନାହିଁ ବୋଲି ସରକାରୀସ୍ତରରେ ସଂଶୋଧନ କରାଯାଇଛି ଭୁବନେଶ୍ୱର

ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି ମହଙ୍ଗା ପଡ଼ିଲା

ବିଦାହେଲେ ଅଙ୍ଗନବାଡି କର୍ମୀ କୁଆରମୁଣ୍ଡା/ଭୁବନେଶ୍ୱର ୧୩-୧୨-୨୦୨୪(ପିପିଏସ ) : ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି ମହଙ୍ଗା ପଡ଼ିଛି। ସତ୍ୟ ଜଣାପଡ଼ିବା ପରେ ଅଙ୍ଗନବାଡ଼ି କର୍ମୀ ଚାକିରିରୁ ବିଦା ହୋଇଛନ୍ତି। ଏଭଳି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକ୍‌ର ଏକ

ପଠାଣି ସାମନ୍ତଙ୍କ ଜନ୍ମସ୍ଥାନରେ ହେବ ପ୍ଲାନେଟାରିୟମ

ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରୟ ବଡ଼ ଘୋଷଣା କରିଛନ୍ତି। ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼  ଜିଲ୍ଲାର ଖଣ୍ଡପଡ଼ାଠାରେ ରାଜ୍ୟ ସରକାର ଏକ ପ୍ଲାନେଟାରିୟମ୍ ସ୍ଥାପନ କରିବେ। ଭୁବନେଶ୍ୱର

ସରକାରୀ ଚାକିରି ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବିଭିନ୍ନ ବିଭାଗରେ ନୂଆ କରି ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି କହିଛନ୍ତି, ସରକାରୀ ଚାକିରୀକୁ ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ। ସ୍ୱଛତା ସହ କାମ କରନ୍ତୁ ଭୁବନେଶ୍ୱର ୧୩-୧୨-୨୦୨୪(ପିପିଏସ ) :

ମଶା ତେଲ ଲିଟର ପିଛା ୭୪୦ ଟଙ୍କାରେ କିଣି ଗିରଫ ହେଲେ ୪ ଜଣ

ଆଜି ଭିଜିଲାନ୍ସ ବିଭାଗ ଝାରସୁଗୁଡ଼ା ମ୍ୟୁନିସିପାଲଟିର ତତ୍କାଳୀନ ନିର୍ବାହୀ ଅଧିକାରୀ ମନୋଜ କୁମାର ତାଣ୍ଡିଙ୍କ ସମେତ ୪ ଜଣଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି। ଝାରସୁଗୁଡ଼ା/ଭୁବନେଶ୍ୱର ୧୩-୧୨-୨୦୨୪(ପିପିଏସ ) : ଝାରସୁଗୁଡ଼ା ମ୍ୟୁନିସିପାଲଟି ହୋଇଥିବା ମଶା ତେଲ ଦୁର୍ନୀତି

ସରକାରଙ୍କୁ ୬ ମାସ: ଦଲାଲଙ୍କ ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ୧୨-୧୨-୨୦୨୪(ପିପିଏସ ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଏହି ସମୀକ୍ଷା ବେଳେ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଏବଂ ଚାଷୀ ମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ