Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ଭାରତର ପ୍ରଶଂସା କଲା ମାଳଦ୍ୱୀପର “ମାଳଦ୍ୱୀଭିଆନ ଡେମୋକ୍ରାଟିକ ପାର୍ଟି”
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ମାଳଦ୍ୱୀପର ବିରୋଧୀ ଦଳ "ମାଳଦ୍ୱୀଭିଆନ ଡେମୋକ୍ରାଟିକ ପାର୍ଟି" ଭାରତର ପ୍ରଶଂସା କରିଛନ୍ତି। ମାଳଦ୍ୱୀଭିଆନ ଡେମୋକ୍ରାଟିକପାର୍ଟି କହିଛି ଯେ, ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ନେତୃତ୍ୱାଧୀନ ସରକାରଙ୍କ ଭାରତର ନୀତିରେ ଆସିଥିବା ଅଚାନକ!-->…
ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣକୁ, ବାଂଲାଦେଶର ନୂଆ ନେତା ମହମ୍ମଦ ୟୁନୁସଙ୍କ କଡ଼ା ନିନ୍ଦା
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ବାଂଲାଦେଶର ମଧ୍ୟବର୍ତ୍ତିକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ହିଂସା ପ୍ରଭାବିତ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହ ସେମାନଙ୍କୁ ଜଘନ୍ୟ ବୋଲି କହିଛନ୍ତି । ସମସ୍ତ ହିନ୍ଦୁ, ଖ୍ରୀଷ୍ଟିଆନ ଓ ବୌଦ୍ଧ!-->…
ଭାସିଗଲା ଡ୍ୟାମ୍ ଗେଟ୍ : ଆଲର୍ଟ ଜାରି କଲେ ରାଜ୍ୟ ସରକାର
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ବର୍ଷାଜଳ ନିଷ୍କାସିନ ସମୟରେ କର୍ଣ୍ଣାଟକର ତୁଙ୍ଗଭଦ୍ରା ଡ୍ୟାମ୍ ର ଏକ ଗେଟ୍ ପାଣି ସୁଅରେ ଭାସି ଯାଇଛି। ଗତରାତିରେ ପାଣି ନିଷ୍କାସନ ସମୟରେ ପାଣିର ପ୍ରଖର ସ୍ରୋତରେ ଚେନ ଲିଙ୍କ ଭାଙ୍ଗି ଗେଟ୍ ଭାସିଯାଇଥିବା ଜଣା ପଡିଛି। ଏହାକୁ ଦୃଷ୍ଟିରେ ରଖି!-->…
ବିଲରେ ଧାନ ରୋଇଲେ କେନ୍ଦ୍ରମନ୍ତ୍ରୀ
ବେଙ୍ଗାଲୁରୁ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : କେନ୍ଦ୍ର ମନ୍ତ୍ରୀ ଏଚଡି କୁମାରସ୍ବାମୀ କର୍ନାଟକର ମାଣ୍ଡିଆର ଆରାଲାକୁପେ ଗାଁରେ ଧାନ ଚାଷରେ ଗ୍ରାମବାସୀଙ୍କୁ ସହଯୋଗ ଦେଇଛନ୍ତି। ସେ କ୍ଷେତକୁ ଯାଇ ନିଜ ହାତରେ ଧାନ ରୋଇଛନ୍ତି । କୁମାରସ୍ବାମୀ କହିଛନ୍ତି, ଏହା ମୋ ପରିବାର ସଦସ୍ୟଙ୍କ ଏକ!-->…
ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ କେଜ୍ରିୱାଲ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ): ସୁପ୍ରିମକୋର୍ଟରେ ସିବିଆଇ ଗିରଫକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଚ୍ୟାଲେଞ୍ଜ କରିଛନ୍ତି। କେଜ୍ରିଓ୍ବାଲଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି ଶୀଘ୍ର ଶୁଣାଣି କରିବାକୁ ଦାବି କରିଛନ୍ତି। ପ୍ରଧାନ ବିଚାରପତି ତାଙ୍କୁ!-->…
ଭାରତ ଆଗରେ ନଇଁଲା ଋଷିଆ, ଭାରତୀୟ ସୈନ୍ୟଙ୍କୁ ଫେରାଇବା ନେଇ ଦେଲା ବଡ଼ ବୟାନ : ମିଳିବ କ୍ଷତିପୂରଣ
ମସ୍କୋ/ନୂଆଦିଲ୍ଲୀ,୧୨/୮/୨୪(ପିପିଏସ) : ଭାରତର ଲଗାତାର ଚାପ ପରେ ଋଷିଆ ଶେଷରେ ତା’ ସେନାରେ କାର୍ଯ୍ୟ କରୁଥିବା ଭାରତୀୟମାନଙ୍କୁ ଶୀଘ୍ର ସ୍ଥାନାନ୍ତର କରିବାକୁ ଆଶ୍ୱସନା ଦେଇଛି । ଏହି ପରିପ୍ରେକ୍ଷୀରେ, ଦିଲ୍ଲୀସ୍ଥିତ ଋଷିଆ ଦୂତାବାସ କହିଛି ଯେ, ଭାରତୀୟଙ୍କୁ ଋଷିଆ ସୈନ୍ୟ ବାହିନୀରୂ ବାହାର!-->…
ନଭି ମୁମ୍ବାଇରୁ ଗିରଫ ହେଲେ ୫ ବାଂଲାଦେଶୀ ଅନୁପ୍ରବେଶକାରୀ
ନଭି ମୁମ୍ବାଇ/ଭୁବନେଶ୍ୱର,୧୨/୮/୨୪(ପିପିଏସ) : ବାଂଲାଦେଶର ଗମ୍ଭୀର ପରିସ୍ଥିତିକୁ ନେଇ, ନଭି ମୁମ୍ବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନଭି ମୁମ୍ବାଇ ପୁଲିସ ୫ ଜଣ ବାଂଲାଦେଶୀଙ୍କୁ ଗିରଫ କରିଛି। ନଭି ମୁମ୍ବାଇର କୋପରଖାଇରାନେ ଅଞ୍ଚଳର ଏକ କୋଠାରୁ ସେମାନଙ୍କୁ ଗିରଫ କରାଯାଇଛି।!-->…
ପାକିସ୍ତାନରେ ଭୟଙ୍କର ଆର୍ଥିକ ସଙ୍କଟ : ୭୪% ନାଗରିକ ଖର୍ଚ୍ଚ ପୂରଣ କରିବାରେ ଅସମର୍ଥ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪(ପିପିଏସ) : ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଲୋକମାନେମାସକର ଖର୍ଚ୍ଚ ମଧ୍ୟ ପୂରଣ କରିବାରେ ଅସମର୍ଥ ହେଉଛନ୍ତି। ପାକିସ୍ତାନର ସହରୀ ଅଞ୍ଚଳରେ ମୁଦ୍ରାସ୍ଫିତି ଗତବର୍ଷ ତୁଳନାରେ ୧୪ ପ୍ରତିସହତ ବୃଦ୍ଧି ପାଇଛି । ଫଳସ୍ୱରୂପ, ଦେଶର ୭୪%!-->…
ପୁଣି ଜୋରଦାର୍ ହେଲା ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି : ଅଗଷ୍ଟ ୧୨ରୁରାଜ୍ୟବ୍ୟାପୀ ଆନ୍ଦୋଳନ
ପାଟନା/ଭୁବନେଶ୍ୱର,୧୧/୮/୨୪(ପିପିଏସ) : ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ପୁଣି ଜୋରଦାର୍ ହୋଇଛି । ବିହାର ପ୍ରଦେଶ କଂଗ୍ରେସ କମିଟି (ବିପିସିସି) ଅଗଷ୍ଟ ୧୨ ତାରିଖରୁ କେନ୍ଦ୍ରସରକାରଙ୍କ ଦ୍ବାରା ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ମନା କରିବା ବିରୋଧରେ ରାଜ୍ୟବ୍ୟାପୀ!-->…
ବିପଦରେ ଧାମରା : କଲାମ୍ ଦୀପ ଓ ବନ୍ଦର ସୁରକ୍ଷା ନେଇ ଆଶଙ୍କା
ଧାମରା,୧୧/୮/୨୪(ପିପିଏସ) : ଏବେ ଭାରତ ମୁହାଁ ହୋଇଛନ୍ତି ବାଂଲାଦେଶୀ। ବିଶେଷକରି, ଓଡ଼ିଶାର ଉପକୂଳ ଦେଇ ଶହଶହ ବାଂଲାଦେଶୀ ପ୍ରବେଶ କରିବାପାଇଁ ଉଦ୍ୟମ କରୁଛନ୍ତି। ଯାହାକି, ଉପକୂଳ ଅଞ୍ଚଳର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ବିଶେଷକରି, ଧାମରା ଅଞ୍ଚଳ ଏଥିନେଇ ଅଧିକ ବିପଦ ରହିଛି ।!-->…