Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
Browsing Category
					
		
		ଦେଶ-ବିଦେଶ
ଆଶାରାମଙ୍କୁ ମିଳିଲା ୭ ଦିନର ପାରୋଲ : ପୁଲିସ ହେପାଜତରେ ଚିକିତ୍ସା ପାଇଁ ଯିବେ ମହାରାଷ୍ଟ୍ର
					ଯୋଧପୁର/ଭୁବନେଶ୍ୱର,୧୩/୮/୨୪(ପିପିଏସ) : ଯୌନ ନିର୍ଯାତନା ଅଭିଯୋଗରେ ଯୋଧପୁର ସେଣ୍ଟ୍ରାଲ ଜେଲରେ ଦଣ୍ଡ ଭୋଗୁଥିବା ବିବାଦୀୟ ଧର୍ମଗୁରୁ ଆଶାରାମଙ୍କୁ କୋର୍ଟ ୭ ଦିନିଆ ପାରୋଲ ପ୍ରଦାନ କରିଛନ୍ତି। ରାଜସ୍ଥାନ ହାଇକୋର୍ଟ ଆଶାରାମଙ୍କୁ ଚିକିତ୍ସା ପାଇଁ ପାରୋଲ ପ୍ରଦାନ କରିଛନ୍ତି। ଆଶାରାମଙ୍କ!-->…				
						ଆରଜି ମେଡିକାଲ କଲେଜର ଦୁଷ୍କର୍ମ ଓ ହତ୍ୟା ମାମଲା: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ କୋଲକାତା ହାଇକୋର୍ଟ
					କୋଲକାତା/ଭୁବନେଶ୍ୱର: ୧୩-୦୮-୨୪(ପିପିଏସ ): କୋଲକାତାର ଆରଜି ମେଡିକାଲ କଲେଜର ଜଣେ ପ୍ରଶିକ୍ଷଣର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ। ତୁରନ୍ତ ସମସ୍ତ କାଗଜପତ୍ର ସିବିଆଇକୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ରାଜ୍ୟ ପୁଲିସକୁ!-->…				
						ବୁଡ଼ିଲା ରାଜସ୍ଥାନ
					
*ଟ୍ରେନ ଓ ବିମାନସେବା ପ୍ରଭାବିତ*ଆଇଏମଡି ପକ୍ଷରୁ ଦିଲ୍ଲୀ ପାଇଁ ୟେଲୋ ଆଲର୍ଟ
ଜୟପୁର/ଭୁବନେଶ୍ୱର:୧୩-୦୮-୨୪(ପିପିଏସ ): ରାଜସ୍ଥାନରେ ଶନିବାରଠାରୁ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାଜନିତ ଘଟଣାରେ ୨୦ ଜଣଙ୍କର ପ୍ରାଣହାନି ଘଟିଛି। ବର୍ଷା ଯୋଗୁଁ ଜୟପୁର,!-->!-->!-->…				
						୧୦ କୋଟି କରଜ ପାଇଁ ଜୀବନ ହାରିଲେ ଦମ୍ପତି
					
ଆତ୍ମହତ୍ୟା ପୂର୍ବରୁ ସେଲ୍ଫି ଉଠାଇଲେ,  ଚିଠି ଲେଖିଲେ...
ନୂଆଦିଲ୍ଲୀ/ଭୁବନେଶ୍ୱର : ୧୩-୦୮-୨୪ (ପିପିଏସ ): କରଜ କାରଣରୁ ଚିନ୍ତିତ ରହି ଉତ୍ତର ପ୍ରଦେଶର ସହାରନପୁରରେ ଜଣେ ଯୁବ ବ୍ୟବସାୟୀ ନିଜ ପତ୍ନୀଙ୍କ ସହ ସୋମବାର ଗଙ୍ଗା ନଦୀକୁ ଡେଇଁ ଆତ୍ମହତ୍ୟା କରି ଥିବା ଖବର ମିଳିଛି । ୩୫!-->!-->!-->…				
						ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଶକ୍ତ ଧକ୍କା : ଆଣ୍ଟି ଡୋପିଂ ନିୟମ ଉଲ୍ଲଘଂନ ଅଭିଯୋଗରେ ପ୍ରମୋଦ…
					ନୂଆଦିଲ୍ଲୀ/ଭୁବନେଶ୍ୱର,୧୩/୮/୨୪(ପିପିଏସ) : ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍ ନିଲମ୍ବିତ । ୧୮ ମାସ ପାଇଁ ନିଲମ୍ବିତ କରିଛି ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ । ଆଣ୍ଟି ଡୋପିଂ ନିୟମ ଉଲ୍ଲଘଂନ ଅଭିଯୋଗରେ ପ୍ରମୋଦଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ଫଳରେ ୨୦୨୪ ପ୍ୟାରିସ!-->…				
						ପୂଜା ଖେଡକରଙ୍କୁ ଆଶ୍ଵସ୍ତି; ଗିରଫଦାରୀ ଉପରେ ଲାଗିଲା ରୋକ୍
					ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ଜାଲିଆତି ଓ ବେଆଇନ ଭାବେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ତଥା ଦିବ୍ୟାଙ୍ଗ କୋଟାର ଲାଭ ଉଠାଇଥିବା ଅଭିଯୁକ୍ତ ପୂର୍ବତନ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଡ଼ ଆଶ୍ଵସ୍ତି ମିଳିଛି । ଅଗଷ୍ଟ ୨୧ ପର୍ଯ୍ୟନ୍ତ ତାଙ୍କ ଗିରଫଦାରୀ ଉପରେ ରୋକ୍!-->…				
						୧୯୭୧ର ପ୍ରତିଶୋଧ ନେବାକୁ ପାକିସ୍ତାନର ଯୋଜନା : ଆଇଏସଆଇ ଓ ରୋହିଙ୍ଗ୍ୟା ମୁସଲମାନ ହାତ ବାରିସୀ
					ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ବାଂଲାଦେଶ ଉପକୂଳ ସମୁଦ୍ରରେ ଏକ ଛୋଟ ଜାଗା ରହିଛି, ଯାହାର ନାଁ ହେଉଛି ସେଣ୍ଟ ମାର୍ଟିନ। ଏହା ଏକ ଛୋଟିଆ ଦ୍ଵୀପ। ବାଂଲାଦେଶ ଉପକୂଳରୁ ମାତ୍ର ୯ କିଲୋମିଟର ଦୂର ସମୁଦ୍ର ଭିତରେ ରହିଛି ଏହି ଟାପୁ। ଦେଖିବାକୁ ଏହା ଖୁବ୍ ସୁନ୍ଦର। କିନ୍ତୁ ଏଥର!-->…				
						କେଜ୍ରିଓ୍ବାଲଙ୍କ ସ୍ଥାନରେ ଅଗଷ୍ଟ ୧୫ରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ଆତିଶୀ
					ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ସ୍ବାଧୀନତା ଦିବସରେ ମନ୍ତ୍ରୀ ଆତିଶୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ବଦଳରେ ପତାକା ଉତ୍ତୋଳନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ସରକାରଙ୍କ!-->…				
						ବିଧାୟକଙ୍କୁ ଟ୍ରେନିଂ ଦେବେ ଜେପି ନଡ୍ଡା ଏବଂ କିରଣ ରିଜିଜୁ
					ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ବିଧାୟକଙ୍କୁ ତାଲିମ ଦେବେ କେନ୍ଦ୍ରୀୟ ନେତା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଓଡ଼ିଶା ଆସି ବିଜେପି ବିଧାୟକଙ୍କୁ ତାଲିମ ଦେବେ। ପ୍ରଥମେ ଆସନ୍ତା ୧୭ ତାରିଖରେ ଦିନିକିଆ ଗସ୍ତରେ ଆସି ବିଧାୟକଙ୍କୁ!-->…				
						ନ୍ୟୁଜ୍ ଚ୍ୟାନେଲ ମାନଙ୍କ ପାଇଁ ସରକାରଙ୍କ ନିର୍ଦ୍ଦେଶ
					ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : କେନ୍ଦ୍ର ସରକାର ସୋମବାର ବେସରକାରୀ ନ୍ୟୁଜ ଚ୍ୟାନେଲମାନଙ୍କୁ ଏକ ପରାମର୍ଶ ଦେଇଛନ୍ତି। ସରକାର କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବଡ଼ ଦୁର୍ଘଟଣା ରିପୋର୍ଟ କରୁଥିବାବେଳେ ଘଟଣାସ୍ଥଳରେ ତାରିଖ, ସ୍ଥାନ ଏବଂ ସମୟ ବିଷୟରେ ସୂଚନା ଦିଆଯିବା!-->…