Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ଦୁଷ୍କର୍ମ ପୀଡିତା ଚିକିତ୍ସିତ ଅବସ୍ଥାରେ ମୃତ
ନୂଆଦିଲ୍ଲୀ /ଭୁବନେଶ୍ୱର ୧୭-୦୮-୨୪(ପିପିଏସ ): କୋଲକାତାରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇବା ପରେ ଉତ୍ତରପ୍ରଦେଶର ସୋନଭଦ୍ରରେ ଜଣେ ୧୪ ବର୍ଷର ନାବାଳିକାକୁ ତାଙ୍କ ଶିକ୍ଷକ ଦୁଷ୍କର୍ମ କରିଥିବା ବେଳେ ନିକଟରେ ତାଙ୍କର ମୃତ୍ୟୁ!-->…
ହକି ଇଣ୍ଡିଆ ପକ୍ଷରୁ ଜର୍ସି ନମ୍ୱର ୧୬କୁ ଦିଆଗଲା ଅବସର
*ଗୋଲକିପର ଶ୍ରୀଜେଶଙ୍କ ଅବସର
* ଜର୍ସିକୁ ସ୍ମରଣୀୟ କରିବା ପାଇଁ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର:୧୬-୦୮-୨୪(ପିପିଏସ ):ଶ୍ରୀଜେସଙ୍କ ଜର୍ସିକୁ ଦିଆଗଲା ଅବସର। ଜର୍ମି ନମ୍ବର ୧୬ ଏବେ ଅବସର ନେଇଛି କାରଣ ହକିକୁ ବିଦାୟ କହିଛନ୍ତି ଶ୍ରୀଜେସ। ତାଙ୍କ ସମ୍ମାନରେ ତାଙ୍କ ଜର୍ସିକୁ ମଧ୍ୟ ଅବସର!-->!-->!-->!-->!-->…
ବାହାରିନର ଭାରତୀୟ ଦୂତାବାସରେ ୭୮ତମ ସ୍ୱାଧୀନତା ଦିବସ
ଭୁବନେଶ୍ୱର :୧୬-୦୮-୨୪(ପିପିଏସ ) : ବାହାରିନର ଭାରତୀୟ ଦୂତାବାସରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଭାରତର ରାଷ୍ଟ୍ରଦୂତ କେ ବିନୋଦ ଜାକବ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ବାର୍ତା ପ୍ରଦାନ କରିଥିଲେ। ରାଷ୍ଟ୍ରଦୂତ ତାଙ୍କ!-->…
ଲଣ୍ଡନରେ ବାସ କରିବେ ବିରାଟ !
ନୂଆଦିଲ୍ଲୀ/ଭୁବନେଶ୍ୱର :୧୬-୦୮-୨୪(ପିପିଏସ ): ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ତାଙ୍କ ପରିବାର ସହିତ ସବୁଦିନ ପାଇଁ ଭାରତ ଛାଡ଼ି ଲଣ୍ଡନକୁ ଯିବାକୁ ଚିନ୍ତା କରୁଛନ୍ତି। ଏଭଳି ଗୁଜବକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଜୋର ଧରିଛି। ଏବେ ଏହି ଗୁଜବ ପୁଣି ଥରେ!-->…
ବିଦେଶୀ ଜାହାଜକୁ ଗିରଫ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ
ପାରାଦୀପ:୧୬-୦୮-୨୪(ପିପିଏସ ): ପାରାଦୀପରେ ଅଟକ ଥିବା ବିଦେଶୀ ଜାହାଜକୁ ଗିରଫ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏମଭି ଓ୍ୱାଡି ଆଲବୋଷ୍ଟୋନ୍ ନାମକ ଇଜିପ୍ଟ ଫ୍ଲାଗସିପକୁ ଗିରଫ ନିର୍ଦ୍ଦେଶକୁ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ପର୍ୟ୍ୟନ୍ତ!-->…
ମାଓବାଦୀଙ୍କ ବର୍ବର କାଣ୍ଡ : ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ମାରିଦେଲେ
ସୁକମା/ଭୁବନେଶ୍ୱର, ୧୫/୮/୨୪(ପିପିଏସ) : ଛତିଶଗଡ଼ ସୁକମା ଜିଲ୍ଲା ପୂଭାର୍ତ୍ତୀ ଗାଁରେ, ମାଓବାଦୀମାନେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପଟି ହତ୍ୟା କରିଛନ୍ତି । ପୁଲିସ ସୂଚନାଦାତା ଅଭିଯୋଗରେ ସେମାନେ ଏହି ନାବାଳକକୁ ହତ୍ୟା କରିଥିବା ସୂଚନା ମିଳିଛି । ଏହା ପୂର୍ବରୁ ସପ୍ତାହକ ତଳେ!-->…
ଚର୍ଚ୍ଚାରେ ଟ୍ୟାକ୍ସି ଚାଳକ : ଦେଶ ଭକ୍ତିପାଇଁ ସାରାଦେଶରେ ପ୍ରଶଂସା
ନୂଆଦିଲ୍ଲୀ/ଭୁବନେଶ୍ୱର,୧୪/୮(ପିପିଏସ) : ଭାରତକୁ ଆସି ଭାରତ ବିରୋଧରେ କହୁଥିଲେ ପାକିସ୍ତାନ ଯୁବକ । ତାଳ ଦେଉଥିଲେ ଭାରତୀୟ ଯୁବତୀ । ସମ୍ପର୍କରେ ସେମାନେ କୁଆଡ଼େ ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ । ଆଉ ଏଇ ହରକତ ସେମାନଙ୍କୁ ଦିଲ୍ଲୀରେ ହଟହଟ୍ଟା କରିଛି । ଅଧରାତିରେ ଉଭୟଙ୍କୁ ରାସ୍ତାରେ ଛାଡ଼ି!-->…
ଭାରତ ସହିତ ଯୁଦ୍ଧ ଚାହୁଁଛି କି ବାଂଲାଦେଶ ?
ଢାକା:/ଭୁବନେଶ୍ୱର ୧୪-୦୮-୨୪(ପିପିଏସ ): ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରରେ ଗୃହ ମନ୍ତ୍ରଣାଳୟର ଉପଦେଷ୍ଟା ଅବସରପ୍ରାପ୍ତ ବ୍ରିଗେଡିୟର୍ ଜେନେରାଲ୍ ଏମ୍ ସାଖାୱତ ହୁସେନ୍ କାହାର ନାମ ନ ନେଇ ଭାରତକୁ ଟାର୍ଗେଟ କରିଛନ୍ତି। ସେ ଏକ ମନ୍ତବ୍ୟରେ କହିଛନ୍ତି ବାଂଲାଦେଶର ସୀମା ସୁରକ୍ଷା!-->…
ସସ୍ପେଣ୍ଡକୁ ନେଇ ପ୍ରମୋଦ ଭଗତଙ୍କ ପ୍ରତିକ୍ରିୟା : “ପୁନଃ ବିଚାର ଲାଗି ଆବେଦନ କରିବି”
ନୂଆଦିଲ୍ଲୀ/ଭୁବନେଶ୍ୱର,୧୩/୮/୨୪(ପିପିଏସ) : ସସ୍ପେଣ୍ଡକୁ ନେଇ ସାମ୍ନାକୁ ଆସିଲା ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ପ୍ରତିକ୍ରିୟା । ପ୍ରମୋଦ କହିଛନ୍ତି, ଏହା ଏକ ଟେକ୍ନିକାଲ ଇସ୍ୟୁ, ମୋର କିଛି ଭୁଲ ନାହିଁ । ଏହା ୱାଡ଼ାର ବହୁତ ବଡ଼ କଠିନ ନିଷ୍ପତ୍ତି, ମୁଁ ଗଭୀର ଭାବେ!-->…
ଆସିଲା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ : ସ୍ୱାଧୀନତା ଦିବସ ଉତ୍ସବରେ ଯୋଗଦେବେ ଗୁପଚୁପ ବିକାଳି
ନୂଆଦିଲ୍ଲୀ/ଭୁବନେଶ୍ୱର,୧୩/୮/୨୪(ପିପିଏସ) : ୭୮ତମ ସ୍ୱାଧୀନତା ଦିବସ ପୂର୍ବରୁ ଜଣେ ୫୦ ବର୍ଷୀୟ ଗୁପଚୁପ ବିକ୍ରେତାଙ୍କୁ ଅଗଷ୍ଟ ୧୫ ତାରିଖରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଆଟ୍ ହୋମ୍ ନିମନ୍ତ୍ରଣ ମିଳିଥିଲା। ସେ ହେଉଛନ୍ତି ମେଘବର୍ତ୍ତ ଚିରଞ୍ଜୀବୀ।!-->…