Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ପରିବର୍ତ୍ତନକାରୀ ସହରୀ ଅଭିବୃଦ୍ଧିରେ ‘ଅଙ୍କୁର’ ଗୁରୁତ୍ବପୂର୍ଣ୍ଣ
ଅଟଳ ନେଟୱାର୍କ ଫର୍ ନଲେଜ୍, ନଗରୀକରଣ ଏବଂ ସଂସ୍କାର (ଅଙ୍କୁର) ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପରିବର୍ତ୍ତନକାରୀ ପଦକ୍ଷେପର ଲକ୍ଷ୍ୟ ହେଉଛି ଓଡ଼ିଶାରେ ସହରାଞ୍ଚଳ ନବସୃଜନ, ସହଯୋଗ ଏବଂ ସୁଶାସନକୁ ପ୍ରୋତ୍ସାହିତ କରିବା
ଭୁବନେଶ୍ୱର ୦୫-୦୩-୨୦୨୫(ପିପିଏସ) :!-->!-->!-->…
ସୈନିକ ସ୍କୁଲ୍ ସ୍ଥାନାନ୍ତର ପ୍ରସଙ୍ଗ
୫୦୦ପିଲାଙ୍କ ପାଠରେ ଲାଗିବ ଡୋରି,
ଗରିବ ପିଲାଙ୍କ ଭରସା ବାଲ୍ ସୈନିକ ସ୍କୁଲ
ବାଲ୍ ସୈନିକ ପବ୍ଲିକ ସ୍କୁଲ। ଭୁବନେଶ୍ବର ସୈନିକ ସ୍କୁଲର ଏକ ଅଂଶ ଭାବେ ୮୦ ଦଶକରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରେ ଏବେ ୭୦୦ରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି। ରାଜଧାନୀର!-->!-->!-->!-->!-->!-->!-->…
କୁଳପତିମାନଙ୍କୁ ରାଜ୍ୟପାଳଙ୍କ ପରାମର୍ଶ: କ୍ୟାମ୍ପସ୍ରେ ଯୌନ ନିର୍ଯାତନା ରୋକ
ବିଶ୍ବବିଦ୍ୟାଳୟ ସମେତ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ଯୌନ ନିର୍ଯାତନା ରୋକିବା ଦିଗରେ ବିହିତ ପଦକ୍ଷେପ ନେବାର ସମୟ ଆସିଛି। ଏଥିସହ ଡିଜିଟାଲ ଯୁଗରେ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ସାଇବର୍ ନିରାପତ୍ତା
ଭୁବନେଶ୍ୱର ୦୫-୦୩-୨୦୨୫(ପିପିଏସ) : ବିଶ୍ବବିଦ୍ୟାଳୟ ସମେତ ରାଜ୍ୟର ଉଚ୍ଚ!-->!-->!-->…
ଘର ଘର ବୁଲି ସର୍ଭେ ହେବ: ଉପମୁଖ୍ୟମନ୍ତ୍ରୀ
ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ ଚିହ୍ନଟ ପାଇଁ
ଭୁବନେଶ୍ୱର ୦୫-୦୩-୨୦୨୫(ପିପିଏସ) : ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ସରକାରୀ ଅଧିକାରୀ ଘର ଘର ବୁଲି ସର୍ଭେ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।ଓଡ଼ିଶା ସରକାର!-->!-->!-->…
ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ନୂଆ ମୋଡ଼
ରିପୋର୍ଟ ସାର୍ବଜନୀନ ହେବ ନାହିଁ: ସରକାରଙ୍କ ସତ୍ୟପାଠ
ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ନୂଆ ମୋଡ଼ ଆସିଛି । ରାଜ୍ୟ ସରକାର ଏନେଇ ଏକ ସତ୍ୟପାଠ ଦାଖଲ କରିଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ!-->!-->!-->…
ତିନି ସହରରେ ପୌର ନିର୍ବାଚନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ରାଜ୍ୟର ୩ ପ୍ରମୁଖ ସହରରେ ପୌର ନିର୍ବାଚନ ବନ୍ଦ ରହିଛି । ସମ୍ବଲପୁର ଆଉ ରାଉରକେଲାରେ ପୌର ନିର୍ବାଚନ ଗତ ୧୧ ବର୍ଷ ହେଲା ବନ୍ଦ ରହିଛି। ସେହିପରି, ପୁରୀରେ ଗତ ୬ ବର୍ଷ ହେଲା ପୌର ନିର୍ବାଚନ ବନ୍ଦ ରହିଛି
ଭୁବନେଶ୍ୱର ୦୫-୦୩-୨୦୨୫(ପିପିଏସ) : ରାଜ୍ୟର ୩ ପ୍ରମୁଖ ସହରରେ ପୌର ନିର୍ବାଚନ!-->!-->!-->…
କୁଚିଣ୍ଡାରେ ସୁଭଦ୍ରା ସଚେତନତା ଶୋଭାଯାତ୍ରା
ଅନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ବୁଧବାର ମାର୍ଚ୍ଚ ୫ ତାରିଖ ସକାଳ ୭.୩୦ରୁ ପୂର୍ବାହ୍ନ ୧୦.୩୦ ମଧ୍ୟରେ ଏକ ସୁଭଦ୍ରା ସଚେତନତା ଶୋଭାଯାତ୍ରା ବାହାରି କୁଚିଣ୍ଡା ସହର ପରିକ୍ରମା କରିଥିଲା
କୁଚିଣ୍ଡା/ଭୁବନେଶ୍ୱର ୦୫-୦୩-୨୦୨୫(ପିପିଏସ) :!-->!-->!-->…
ସରକାରୀ ସ୍କୁଲ ରଙ୍ଗ ଗେରୁଆ ହେବ: ନିର୍ଦ୍ଦେଶ ଜାରି
ଓଡ଼ିଶାର ସରକାରୀ ସ୍କୁଲ କୋଠାଗୁଡ଼ିକୁ ନୂତନ ରଙ୍ଗ କୋଡ୍ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓଏସଇପିଏ) ଦ୍ୱାରା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସରକାରୀ ଚିଠି ପଠାଯାଇଛି
ଭୁବନେଶ୍ୱର!-->!-->!-->…
ସାରଥିଙ୍କୁ କେନ୍ଦ୍ରାପଡ଼ାକୁ ସର୍ତ୍ତମୂଳକ ପ୍ରବେଶ ଅନୁମତି: ବାରିମୂଳ ଆଶ୍ରମ ମନା
ସାରଥି ବାବାଙ୍କ ଭାଇଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ହାଇକୋର୍ଟ ତାଙ୍କୁ କେନ୍ଦ୍ରାପଡ଼ାକୁ ସର୍ତ୍ତମୂଳକ ପ୍ରବେଶ ଅନୁମତି ଦେଇଛନ୍ତି। ତାଙ୍କୁ ବାରିମୂଳରେ ଥିବା ତାଙ୍କ ଆଶ୍ରମରେ ପ୍ରବେଶ ପାଇଁ ପ୍ରତିବନ୍ଧକ ଲଗାଯାଇଛି
କଟକ ୦୫-୦୩-୨୦୨୫(ପିପିଏସ) : ସାରଥୀ ବାବା ଓରଫ ସନ୍ତୋଷ!-->!-->!-->…
ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶାର ତାପମାତ୍ରା ୩୯ ଡିଗ୍ରି ଛୁଇଁଲା
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଦ୍ୱାରା ପୂର୍ବାନୁମାନ ଅନୁଯାୟୀ, ଓଡ଼ିଶାରେ ସର୍ବାଧିକ ତାପମାତ୍ରା ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି ଏବଂ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଜି ଏହା ୩୯ ଡିଗ୍ରି ସେଲସିୟସ୍ ଛୁଇଁଛି
ଭୁବନେଶ୍ୱର ୦୪-୦୩-୨୦୨୫(ପିପିଏସ) : ଭାରତୀୟ ପାଣିପାଗ ବିଭାଗ!-->!-->!-->…