Browsing Category

ଦେଶ-ବିଦେଶ

ଗୁରୁ-ଶିଷ୍ୟା ସମ୍ପର୍କରେ ଆଉ ଏକ କଳଙ୍କ : ସ୍କୁଲ ଛାତ୍ରୀଙ୍କ ସହିତ ଦୁଷ୍କର୍ମ କଲେ ଏନସିସି ଅଧିକାରୀ

*ବିଦ୍ୟାଳୟ ପରିସରରେ ହୋଇଥିଲା ଏନସିସି ଶିବିର*ପ୍ରେକ୍ଷାଳୟ ରେ ସୋଇଥିଲେ ସମସ୍ତ ଛାତ୍ରୀ*ରାତିରେ ବାହାରକୁ ଡାକିନେଇ କଲେ ଦୁଷ୍କର୍ମ ଚେନ୍ନାଇ/ଭୁବନେଶ୍ବର,୧୯-୦୮-୨୪ (ପିପିଏସ ) : କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ ସାରା ଦେଶ ସ୍ତବ୍ଧ

ପୁରୀ ଜିଲ୍ଲାରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି

ପୁରୀ,୧୮-୦୮-୨୪ (ପିପିଏସ ) : ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ତଥା ଜାତୀୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ସଞ୍ଜୀବ ଖାନ୍ନା ଆଜି ପୁରୀ ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ସତ୍ୟବାଦୀ ବ୍ଲକ୍‌ ଅନ୍ତର୍ଗତ ଦୁଗଲ ପଞ୍ଚାୟତ ଅଠାଇଶ ଗ୍ରାମର କିଛି ଭୂମିହୀନ ପରିବାର

ଜେଏନୟୁରେ ଆର୍ଥିକ ସଙ୍କଟ:ସମ୍ପତ୍ତି ବିକ୍ରି କରିବ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ/ଭୁବନେଶ୍ୱର ୧୮-୦୮-୨୪ (ପିପିଏସ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ବା ଜେଏୟୁ ଭାରତର ଏକ ଜଣାଶୁଣା ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ | ଗତ କିଛିବର୍ଷ ମଧ୍ୟରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟକୁ ମଧ୍ୟ ଦେଶର ଏକ ନମ୍ବର ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯାଇଛି | ଦେଶର ବଡ ବଡ଼

ନୀତୀଶଙ୍କୁ ‘ତାଲିକା’ ଦେଖାଇ ଘେରିଲେ ତେଜସ୍ୱୀ

ପାଟନା/ଭୁବନେଶ୍ୱର ୧୮-୦୮-୨୪(ପିପିଏସ): ବିହାରରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ସମ୍ପ୍ରତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି। ରାଜ୍ୟରେ ଘଟୁଥିବା ଅପରାଧ ସମ୍ପର୍କରେ ସେ ବିଜେପି-ଜେଡିୟୁ ସରକାର ଉପରେ ପ୍ରଶ୍ନ ଉଠାଉଛନ୍ତି। ସେ ରବିବାର ସୋସିଆଲ ମିଡିଆରେ ଏକ

କେନ୍ଦ୍ର ମନ୍ତ୍ରୀଙ୍କୁ ଫେରାଦ ହେଲେ ସରପଞ୍ଚ

ଟିଟିଲାଗଡ଼/ଭୁବନେଶ୍ୱର ୧୮-୦୮-୨୪(ପିପିଏସ): ଗଣତାନ୍ତ୍ରିକ ପଦ୍ଧତିରେ ସାଂସଦ, ବିଧାୟକଙ୍କ ଭଳି ଜନତାଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହେଉଥିବା ସରପଞ୍ଚ ନିଜ ପଦ ରକ୍ଷା ପାଇଁ ମୁଣ୍ଡିଆ ମାରିବାକୁ ପଡୁଛି l ବଲାଙ୍ଗୀର ଜିଲା ତୁରେକେଲା ବ୍ଲକରେ ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା

ଆଇଏମ ଏର କ୍ଯାଣ୍ଡେଲ ଶୋଭାଯାତ୍ରା।

ରାଉରକେଲା/୧୮-୦୮-୨୪(ପିପିଏସ): କୋଲକତା ହୋଇଥିବା ମହିଳା ଡ଼ାକ୍ତରଙ୍କ ହତ୍ୟାର ପ୍ରତିବାଦରେ  ଭାରତୀୟ ମେଡିକାଲ ସଂଘ (ଆଇଏମ ଏ) ରାଉରକେଲା ପକ୍ଷରୁ ତୀବ୍ର ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ମହିଳା ଶାଖାର ସଭାପତି ପୂର୍ଣ୍ଣିମା ଦତ୍ତଙ୍କ ନେତୃତ୍ୱରେ ଆଇଏମ ଏ ରାଉରକେଲା ଶାଖାର ସଭାପତି

ଦକ୍ଷିଣ ଲେବାନନ ଉପରେ ଇସ୍ରାଏଲର ବଡ଼ ଆକ୍ରମଣ

ବେରୁତ/ଭୁବନେଶ୍ୱର ୧୭-୦୮-୨୪(ପିପିଏସ): ଇସ୍ରାଏଲ ସେନା ଦକ୍ଷିଣ ଲେବାନନରେ ବଡ଼ ଧରଣର ଆକ୍ରମଣ କରିଛି। ଆଜି ସକାଳେ ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା କୁହାଯାଉଛି। ଏହି ଆକ୍ରମଣରେ ୧୦ ଜଣ ସିରିଆ ନାଗରିକଙ୍କ ମୃତ୍ୟୁ ଘଟିଛି ଓ ଆହୁରି ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ତେବେ

ଦୋଛକିରେ ମେହେବୁବା ମୁଫତି

ଶ୍ରୀନଗର/ଭୁବନେଶ୍ୱର ୧୭-୦୮-୨୪(ପିପିଏସ): ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ହଟିବା ପରେ ଅନେକ ସ୍ଥାନୀୟ ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା। ଏଥିରେ ଫାରୁକ୍ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଓ ମେହବୁବା ମୁଫତି ମଧ୍ୟ ସାମିଲ ଥିଲେ। ମୁକୁଳିବା ପରେ ଉଭୟ ଓମାର ଓ ମେହବୁବା ମୁଫତି ଜମ୍ମୁ-କଶ୍ମୀରକୁ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନାଁରେ ରୁଜୁହେବ ମାମଲା

ଅନୁମତି ଦେଲେ ରାଜ୍ୟପାଳ ଆଇନ ଜାଲରେ ଛନ୍ଦିହେଲେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ବାଙ୍ଗାଲୋର/ଭୁବନେଶ୍ୱର/ ୧୭-୦୮-୨୪(ପିପିଏସ): ଆଇନ ଜାଲରେ ଛନ୍ଦି ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନାଁରେ ରୁଜୁହେବ ମାମଲା ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା। ଜମି ଦୁର୍ନୀତି ଅଭିଯୋଗରେ ତାଙ୍କ ନାମରେ

ଲୁସାନେ ଡାଇମଣ୍ଡ ଲିଗରେ ଭାଗନେବେ ନୀରଜ ଚୋପ୍ରା

ନୂଆଦିଲ୍ଲୀ/ଭୁବନେଶ୍ୱର ୧୭-୦୮-୨୪ (ପିପିଏସ ): ପ୍ୟାରିସ୍ ଅଲିମ୍ପିକ୍ସରେ ୮୯.୪୫ ମିଟର ଥ୍ରୋ ସହ ରୌପ୍ୟ ପଦକ ଜିତିଥିବା ଭାରତର ତାରକା ଜାଭେଲିନ୍ ଥ୍ରୋ ଆଥଲେଟ୍ ନୀରଜ ଚୋପ୍ରାଙ୍କୁ ଖୁବ୍ ଶୀଘ୍ର ପୁଣି ଥରେ ଆକ୍ସନରେ ଦେଖିବାକୁ ମିଳିବ। ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବା ପରେ ଆଘାତ