Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ୟୁକ୍ରେନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଜେଲେନ୍ସ୍କିଙ୍କ ସହିତ କରିବେ ଦ୍ଵିପାକ୍ଷିକ ଆଲୋଚନା
ନୂଆଦିଲ୍ଲୀ/ଭୁବନେଶ୍ୱର ୨୩-୦୮-୨୪ (ପିପିଏସ ): ପୋଲାଣ୍ଡ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ଗସ୍ତରେ ଯାଇ ଶୁକ୍ରବାର କିଭ୍ରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ କିଭ୍!-->!-->!-->…
ଅନୀଲ ଅମ୍ବାନୀଙ୍କୁ ସିକ୍ୟୁରିଟିଜ୍ ମାର୍କେଟରୁ ବାସନ୍ଦ କଲା ସେବି
ନୂଆଦିଲ୍ଲୀ/ଭୁବନେଶ୍ୱର ୨୩-୦୮-୨୪ (ପିପିଏସ ): ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ସିକ୍ୟୁରିଟିଜ୍ ମାର୍କେଟ(ପ୍ରତିଭୂତି ବଜାର)ରୁ ବାସନ୍ଦ କରିଛି ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି)। ଅନୀଲଙ୍କ ସମେତ ଅନ୍ୟ ୨୪ଟି ସଂସ୍ଥାକୁ ବି ସେବି ପକ୍ଷରୁ ବାସନ୍ଦ କରାଯାଇଛି। ୫ ବର୍ଷ!-->…
ଚଳିତବର୍ଷ ଅଗଷ୍ଟରେ ଦିଲ୍ଲୀରେ ରେକର୍ଡ ଭାଙ୍ଗିବା ପରି ବର୍ଷା
ନୂଆଦିଲ୍ଳୀ/ଭୁବନେଶ୍ୱର /୨୩-୦୮-୨୪ (ପିପିଏସ): ଚଳିତବର୍ଷ ଅଗଷ୍ଟରେ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି। ଭାରତ ପାଣିପାଗ ବିଭାଗ (ଆଇଏମଡି) ର ତଥ୍ୟ ଅନୁଯାୟୀ, ସହରରେ ଏପର୍ଯ୍ୟନ୍ତ ୨୬୯.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ଗତ ଦଶନ୍ଧି ମଧ୍ୟରେ ସର୍ବାଧିକ ବର୍ଷା ହୋଇଛି।ଆଇଏମ୍ଡିର ତଥ୍ୟ!-->…
ରୁଷକୁ ଆଉ ଏକ ବଡ ଝଟକା
କିବ୍/ଭୁବନେଶ୍ୱର ୨୨-୦୮-୨୪ (ପିପିଏସ ): ରୁଷିଆ-ୟୁକ୍ରେନ ଯୁଦ୍ଧର ମୋଡ ଦିନକୁ ଦିନ ବଦଳିବାରେ ଲାଗିଛି । ରଷ ଉପରେ ଘନ ଘନ ଆକ୍ରମଣ କରିଚାଲିଛି ୟୁକ୍ରେନ । ରୁଷର କୁର୍ସ୍କ ଅଞ୍ଚଳର ଅନ୍ୟ ଏକ ଅଞ୍ଚଳକୁ ନିୟନ୍ତ୍ରଣକୁ ନେଇଥିବା ୟୁକ୍ରେନ ସେନା ଦାବି କରିଛି ।ଯଦି ୟୁକ୍ରେନର ଏହି ଦାବି ସତ ହୁଏ!-->…
ମୋଦୀଙ୍କୁ ଚିଠି ଲେଖିଲେ ମମତା:ପ୍ରତିଦିନ ୯୦ଟି ଦୁଷ୍କର୍ମ ହେଉଛି!
କୋଲକାତା/ଭୁବନେଶ୍ୱର ୨୨-୦୮-୨୪ (ପିପିଏସ ): ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶରେ ମହିଳାଙ୍କ ପ୍ରତି ହେଉଥିବା ହିଂସା ସମ୍ପର୍କରେ ଏକ ଚିଠି ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ ସେ ଦୁଷ୍କର୍ମ ବିରୋଧରେ କଠୋର ଆଇନ ଆଣିବାକୁ ଦାବି!-->…
୧୦ବର୍ଷର ପ୍ରେମ ସମ୍ପର୍କ ପରେ ଝିଆରୀକୁ ବିବାହ କଲେ ବେଗୁସରାଇ ଡେପୁଟି କମିଶନର
ବେଗୁସରାଇ/ଭୁବନେଶ୍ୱର ୨୨-୦୮-୨୪ (ପିପିଏସ ): ୧୦ବର୍ଷର ପ୍ରେମ ସମ୍ପର୍କ ପରେ ଝିଆରୀକୁ ବିବାହ କଲେ ବେଗୁସରାଇ ମ୍ୟୁନିସିପାଲିଟି କର୍ପୋରେସନର ଡେପୁଟି କମିଶନର ଶିବ ଶକ୍ତି କୁମାର(୩୧)। ଏହି ବିବାହକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବିବାଦ ଆରମ୍ଭ ହୋଇଥିବା ବେଳେ ଯାହା କରିଛୁ ଠିକ୍ କରିଛୁ!-->…
ଲଗାଇଲେ ଠୁମକା ହେଲେ ନିଲମ୍ବିତ ୪ ପୁଲିସ କର୍ମଚାରୀ
ନୂଆଦିଲ୍ଲୀ/ଭୁବନେଶ୍ବର,୨୨ -୮-୨୪ (ପିପିଏସ ) : ଅଗଷ୍ଟ ୧୫ ସ୍ୱାଧୀନତା ଦିବସକୁ ଦେଶରେ ଧୁମଧାମରେ ପାଳନ କରାଯାଇଥିଲା। ସ୍ୱାଧୀନତା ଦିବସ ପାଳନ ଅବସରରେ ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ତହସିଲ ପୁଲିସ ଷ୍ଟେସନରେ ନୃତ୍ୟ କରିଥିବା ୪ଜଣ ପୁଲିସ କର୍ମଚାରୀଙ୍କୁ ଏହା ମହଙ୍ଗା ପଡ଼ିଯାଇଛି।ଏହି!-->…
ଲେହରେ ବଡ଼ ଦୁର୍ଘଟଣା, ଗଭୀର ଖାଇରେ ଖସିପଡ଼ିଲା ସ୍କୁଲବସ୍
ଲେହରୁ/ଭୁବନେଶ୍ବର,୨୨ -୮-୨୪ (ପିପିଏସ: ଲଦାଖର ଲେହରୁ ଏକ ବଡ଼ ଦୁର୍ଘଟଣାର ଖବର ଆସୁଛି। ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣ ପ୍ରାଣ ହରାଇଛନ୍ତି ।ପୁଲିସର ସୂଚନା ଅନୁସାରେ ବସଟି ୨୦୦ ମିଟର ଗଭୀର ଘାଟିକୁ ଖସି ପଡ଼ିବାରୁ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ!-->…
ହଟିଲା ବିବାଦ : ଓଡ଼ିଶାକୁ ପ୍ରବେଶ କଲା ପଶ୍ଚିମ ବଙ୍ଗର ଆଳୁ ଟ୍ରକ
ଭୁବନେଶ୍ବର,୨୨ -୮-୨୪ (ପିପିଏସ ) : ଆଳୁକୁ ନେଇ ଗତକିଛି ଦିନ ହେଲା ଲାଗି ରହିଥିବା ଅଚଳାବସ୍ଥା ଏବେ ଦୂର ହେବାକୁ ଯାଉଛି । କାରଣ ଯେଉଁ ବ୍ୟାରିକେଡ କରି ପଶ୍ଚିମବଙ୍ଗ ସରକାର ଆଳୁ ଟ୍ରକକୁ ଅଟକାଇଥିଲେ ଏବେ ତାହା ଖୋଲି ଦିଆଯାଇଛି । ଫଳରେ ଓଡ଼ିଶାକୁ ପଶ୍ଚିମବଙ୍ଗର ଆଳୁ ଟ୍ରକ ପ୍ରବେଶ କରିଛି ।!-->…
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଲଗାତାର ଦ୍ଵିତୀୟ ଥର ପାଇଲେ ‘ଏ+’ ମାନ୍ୟତା’’
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୧-୮-୨୪ (ପିପିଏସ ) : ପୁଣି ଶୀର୍ଷ ମାନ୍ୟତା ପାଇଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ । ଆମେରିକାସ୍ଥିତ ଗ୍ଲୋବାଲ ଫାଇନାନ୍ସ ପତ୍ରିକା ପକ୍ଷରୁ ଲଗାତର ଦ୍ଵିତୀୟ ବର୍ଷ ପାଇଁ ବୈଶ୍ଵିକ ସ୍ତରରେ ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର୍!-->…