Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ମହାକୁମ୍ଭ ମେଳା ପାଇଁ ବଢ଼ିଲା ହୋଟେଲ ଦର
ସରକାରଙ୍କ ଆଦେଶକୁ ଅଣଦେଖା
କୁମ୍ଭମେଳାରେ ବୁଡ଼ ପକାଇଲେ ପାପ ଧୋଇଯାଏ। ଏଥି ପାଇଁ ଲୋକେ ହଜାର ହଜାର କିଲୋମିଟର ଦୂର ଅତିକ୍ରମ କରି କୁମ୍ଭମେଳାରେ ଯୋଗ ଦେଇଥାନ୍ତି। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆସନ୍ତା ଜାନୁଆରି ମାସରେ ମହାକୁମ୍ଭ ମେଳାର ଆୟୋଜନ ହେବ। ଭିଡକୁ ଦୃଷ୍ଟିରେ ରଖି ହୋଟେଲ!-->!-->!-->!-->!-->…
୩୦୦୦ ଶିଖ ତୀର୍ଥଯାତ୍ରୀଙ୍କୁ ଭିସା ଦେଲା ପାକିସ୍ତାନ
ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିସନ ଭାରତର ୩ ହଜାରରୁ ଅଧିକ ଶିଖ୍ ତୀର୍ଥଯାତ୍ରୀଙ୍କୁ ଭିସା ପ୍ରଦାନ କରିଛନ୍ତି। ପାକିସ୍ତାନ ହାଇକମିଶନ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ଏ ନେଇ ସୂଚନା ଦେଇଛନ୍ତି ।
ନୂଆଦିଲ୍ଲୀ/ଭୁବନେଶ୍ୱର ୧୦-୧୧-୨୦୨୪(ପିପିଏସ ) : ନୂଆଦିଲ୍ଲୀରେ!-->!-->!-->…
ରାଜଧାନୀରେ ଲଭ ଜିହାଦ୍
ସମ୍ପର୍କ ରଖିବା ପରେ ଧର୍ମ ପରିବର୍ତ୍ତନ ପାଇଁ ଜବରଦସ୍ତି
ନିଜକୁ ହିନ୍ଦୁ କହି ପ୍ରେମ ଜାଲରେ ଫସେଇଲେ, ତାପରେ ଶାରୀରିକ ସମ୍ପର୍କ ରଖିଲେ ଆଉ ବିବାହ କରିବାକୁ ହେଲେ ଧର୍ମ ପରିବର୍ତ୍ତନ କରିବାକୁ ପଡିବ ବୋଲି ଧମକ ଦେଲେ।ତାପରେ ଭିଡିଓ ଭାଇରଲ କରି ଟଙ୍କା ଲୁଟିଲେ ।
ଭୁବନେଶ୍ୱର!-->!-->!-->!-->!-->…
ଟ୍ରମ୍ପଙ୍କ ବିଜୟ ପରେ କମିଚାଲିଛି ସୁନା, ଦୁଇଦିନରେ କମିଲା ୨୧୦୦ ଟଙ୍କା
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ବିଶ୍ବବଜାରରେ ସୁନା ଦର ହ୍ରାସ ପାଇବାରେ ଲାଗିଛି । ଡଲାର ମଝବୁତ ହେବା କାରଣରୁ ସୁନା ଉପରେ ନିବେଶକଙ୍କ ଫୋକସ କମିବା ଆଶଙ୍କା ମଧ୍ୟରେ ଦର କମୁଛି ।
ନୂଆଦିଲ୍ଲୀ/ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ) : ଆମେରିକା!-->!-->!-->…
୧୭ ବର୍ଷ ପରେ ଗୋଟିଏ ଦଳରେ ଖେଳିବେ ଭାରତ-ପାକିସ୍ତାନର ଖେଳାଳି, ପୁଣି ଆରମ୍ଭ ହେବ ଏହି ଟୁର୍ନାମେଣ୍ଟ !
ଆଫ୍ରୋ-ଏସିଆ କପରେ ଏସିଆ ଏକାଦଶ ଏବଂ ଆଫ୍ରିକା ଏକାଦଶ ଦଳ ମୁହାଁମୁହିଁ ହୋଇଥାନ୍ତି। ଏହି ଟୁର୍ନାମେଣ୍ଟରେ ଭାରତୀୟ ଏବଂ ପାକିସ୍ତାନୀ ଖେଳାଳିମାନେ ଏକାଠି ଖେଳୁଥିବା ଦେଖିବାକୁ ମିଳିବ, ଯେଉଁମାନଙ୍କ ମଧ୍ୟରେ ଗତ ଦେଢ଼ ଦଶନ୍ଧି ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇ ନାହିଁ
!-->!-->!-->…
ବିମାନ ବାତିଲ: ଧାରଣାରେ ବସିଲେ ଯାତ୍ରୀ
ଭୁବନେଶ୍ବର ବିମାନ ବନ୍ଦରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ବର-ହାଇଦ୍ରାବାଦ ବିମାନ ବାତିଲ ହେବା ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି
ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ): ଭୁବନେଶ୍ବର ବିମାନ ବନ୍ଦରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।!-->!-->!-->!-->!-->…
୨୦୨୭ ଶେଷ ସୁଦ୍ଧା ଭୁବନେଶ୍ବର ମେଟ୍ରୋ ଟ୍ରେନ୍ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ
ଭୁବନେଶ୍ୱର ମେଟ୍ରୋ ଟ୍ରେନ୍ ପ୍ରକଳ୍ପର କାମ ୨୦୨୭ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ପାଇଁ ଏବେ ମାଟି ପରୀକ୍ଷା ଚାଲିଛି। ଭୂପୃଷ୍ଠରୁ ୫୦ରୁ ୬୦ ଫୁଟ ତଳୁ ମାଟି ନେଇ ଲ୍ୟାବ୍ରେ ପରୀକ୍ଷା ଚାଲିଛି। ମାଟି ପରୀକ୍ଷା ସରିବା ପରେ ଫାଉଣ୍ଡେସନ୍ କାମ ଆରମ୍ଭ ହେବ।
!-->!-->!-->…
ଭୁଶୁଡ଼ିଲା ବୁଲେଟ ଟ୍ରେନ ପାଇଁ ନିର୍ମାଣାଧୀନ ପୋଲ : ୨ ମୃତ
ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ନିର୍ମାଣକାର୍ଯ୍ୟ ଚାଲିଥିବା ସମୟରେ ଏକ ଦୁର୍ଘଟଣା ଘଟିଛି। ଗୁଜରାଟର ଆନନ୍ଦରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି। ଏହାଫଳରେ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ୨ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି ।
ଅହମଦାବାଦ/ଭୁବନେଶ୍ୱର!-->!-->!-->!-->!-->…
ହ୍ୟୁଷ୍ଟନ୍ରେ ଆୟୋଜନ ହେବନି ଅଦିନିଆ ରଥଯାତ୍ରା, ବାତିଲ କଲା ଇସ୍କନ୍
ମହାପ୍ରଭୁଙ୍କ ଭକ୍ତଙ୍କ ପାଇ ଭଲ ଖବର ଆସିଛି। କୋଟିକୋଟି ଓଡ଼ିଆ ଯାହା ଦାବି କରୁଥିଲେ, ତାହା ହିଁ ହୋଇଛି। ଇସ୍କନ୍ର ପ୍ରତକ୍ଷ୍ୟ ତତ୍ବାବଧାନରେ ଆମେରିକୀୟ ସହର ହ୍ୟୁଷ୍ଟନ୍ରେ ଆୟୋଜନ ହେବାକୁ ଥିବା ରଥଯାତ୍ରା ବାତିଲ ହୋଇଛି।
ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ଜଗନ୍ନାଥପ୍ରେମୀଙ୍କ!-->!-->!-->…
ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼, କାରଣ ଅସ୍ପଷ୍ଟ
ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଆଜି ସକାଳ ସା୍ଢ଼େ ୯ଟାରୁ ୧୦ଟା ଭିତରେ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଭଦ୍ରକ-ବାଉଦପୁର ସେକସନ୍ ମଝିରେ ଏହି ଗୁଳିମାଡ଼ ହୋଇଥିବା ଜଣାଯାଇଛି।
ଭଦ୍ରକ/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ନୂଆଦିଲ୍ଲୀରୁ!-->!-->!-->!-->!-->…