Browsing Category

ଦେଶ-ବିଦେଶ

ସୁରକ୍ଷା ମାଗିଲେ ୬ ବଡ଼ କମ୍ପାନି

ଆବଶ୍ୟକ ୧୦ ହଜାର ଫୋର୍ସ; ଖୋଲିବ ୪ ଓଆଇଏସ୍‌ଏଫ୍ ବାଟାଲିୟନ୍ କଟକ,୦୪-୦୧-୨୦୨୫ (ପିପିଏସ) : ଓଡ଼ିଶାରେ ୬ଟି ବଡ଼ କମ୍ପାନି ନିଜ ସଂସ୍ଥାର ସୁରକ୍ଷା ପାଇଁ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି। ଏଥିପାଇଁ ପାଖାପାଖି ୧୦ ହଜାର ପୁଲିସ ଫୋର୍ସର ଆବଶ୍ୟକତା ରହିଛି। ଓଡ଼ିଶା ପୁଲିସ୍‌ର

ପାସ୍‌ପୋର୍ଟ ପାଇଁ ଆପରାଧିକ ମାମଲା ବାଧକ ନୁହେଁ:ହାଇକୋର୍ଟ

କଟକ,୦୩-୦୧-୨୦୨୫(ପିପିଏସ) : ଜଣେ ବ୍ୟକ୍ତିଙ୍କ ବିରୋଧରେ କେବଳ ମାତ୍ର ଆପରାଧିକ ମାମଲା ବିଚାରାଧୀନ ଥିବା କାରଣରୁ ତାଙ୍କ ପାସ୍‌ପୋର୍ଟ ଅବରୋଧ ବା ବାଜ୍ୟାପ୍ତି କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଜଣେ ବ୍ୟକ୍ତିଙ୍କ ପାସ୍‌ପୋର୍ଟ ବାଜ୍ୟାପ୍ତି ନେଇ ପାସ୍‌ପୋର୍ଟ

୩ବର୍ଷ ପାଇଁ ଜାତୀୟ ଖୋ ଖୋ ଟିମ୍‌ର ପ୍ରାୟୋଜକ ହେବେ ଓଡ଼ିଶା ସରକାର

ଦେଶର ‘ଖୋ ଖୋ’ ଖେଳ ପାଇଁ ଆସିଛି ଏକ ସୁବର୍ଣ୍ଣ ସମୟ। ଓଡ଼ିଶା ସରକାର ଏହି ଖେଳକୁ ଯୋଗାଇ ଦେବେ ପ୍ରୋତ୍ସାହନ। ପୂର୍ବରୁ ଜାତୀୟ ହକି ଖେଳକୁ ଓଡିଶା ସ୍ପନସର୍ କରିଥିବା ବେଳେ, ଏବେ ଖୋ ଖୋ ଖେଳକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱର

ପୁରୀ ବିମାନବନ୍ଦରକୁ ଶୀଘ୍ର ମଞ୍ଜୁରି: ଆରମ୍ଭ ହେବ ଜମି ଅଧିଗ୍ରହଣ

ଖୁବ୍‌ଶୀଘ୍ର ପୂରଣ ହେବାକୁ ଯାଉଛି ଓଡ଼ିଶାର ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ବପ୍ନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀରେ ତିଆରି ହେବାକୁ ଥିବା ବିମାନବନ୍ଦରକୁ ଖୁବ୍‌ଶୀଘ୍ର ନୀତିଗତ ମଞ୍ଜୁରି ମିଳିବ। ଭୁବନେଶ୍ୱର ୦୩-୦୧-୨୦୨୫(ପିପିଏସ) : ଖୁବ୍‌ଶୀଘ୍ର ପୂରଣ ହେବାକୁ ଯାଉଛି

୩୮ ତମ ସ୍ୱଧୀନତାସଂଗ୍ରାମୀ ଦିବସ ମାହୋତ୍ସବ

'ସ୍ୱଧୀନତାସଂଗ୍ରାମକୁ ଦିଶା ଦେଖାଉଥିଲେ ମହତାବ ' ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବଢ଼ିଲା ସ୍ୱାଧୀନତା ସଂଗ୍ରାମୀଙ୍କ ମାସିକ ପେନସନ ଜରୁରୀ ପରିସ୍ଥିତିରେ ମିସା ବନ୍ଦୀଙ୍କୁ ମାସିକ ୨୦ ହଜାର ଟଙ୍କା ଭତ୍ତା ମା' ରମାଦେବୀଙ୍କ ୧୨୫ତମ ଜନ୍ମବାର୍ଷିକୀକୁ ସରକାର ପାଳିବେ

ଓଡ଼ିଶାରେ ପହଞ୍ଚିଲା ପ୍ରଥମ ଡବଲ ଡେକର ବସ୍‌

ଓଡ଼ିଶାରେ ପ୍ରଥମ ଇଲେକ୍ଟ୍ରି ଡବଲ ଡେକର ବସ୍‌ ପହଞ୍ଚିଛି। ବସ୍‌ଟି ଆନ୍ଧ୍ରପ୍ରଦେଶ ବର୍ଡର ଅତିକ୍ରମ କରି ବ୍ରହ୍ମପୁରରେ ପହଞ୍ଚିଛି। ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ମହାରାଷ୍ଟ୍ରରୁ ୫ଟି ଇଲେକ୍ଟ୍ରି ଡବଲ ଡେକର ଓଡ଼ିଶା ଅଭିମୁଖେ ବାହାରିଥିଲା। ଡିସେମ୍ବର ୨୮ ତାରିଖରେ ଦୁଇଟି ବସ୍‌

ସ୍ବାଧୀନତା ସଂଗ୍ରାମୀଙ୍କ ଭତ୍ତା ୧୦ ହଜାର ଟଙ୍କାକୁ ବୃଦ୍ଧି କଲେ ସରକାର

ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। କାରାବରଣ କରିଥିବା ସବୁ ସ୍ଵାଧୀନତା ସଂଗ୍ରାମୀମାନଙ୍କର ପେନସନକୁ ୧୦ହଜାରରୁ ୨୦ ହଜାର ଟଙ୍କାକୁ

ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ, ଆସନ୍ତାକାଲି ନେବେ ଶପଥ

ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଧାନ କରାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ବାଗତ କରିଛନ୍ତି

ମଧ୍ୟରାତ୍ରୀରେ ଶିମିଳିପାଳ ପହଞ୍ଚିବ ବାଘୁଣୀ ‘ଜୀନତ୍‌’

ବାରିପଦା/ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : ପ୍ରାୟ ୪୮ ଘଣ୍ଟା ଯାଏଁ କୋଲକାତାସ୍ଥିତ ଆଲିପୁର ପ୍ରାଣୀ ଉଦ୍ୟାନରେ ରହିଲା ପରେ ବାଘୁଣୀ ଜୀନତ ଓଡ଼ିଶାମୁହାଁ ହୋଇଛି। ସେଠାରେ ସମସ୍ତ ପ୍ରକାର ସ୍ବାସ୍ଥ୍ୟଜନିତ ପରୀକ୍ଷା ନିରୀକ୍ଷା ସରିବା ପରେ ଜୀନତକୁ ଶିମିଳିପାଳ ଅଣାଯାଉଛି। ବନ ବିଭାଗ ପକ୍ଷରୁ

‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍‌’ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତା ଜାନୁଆରି ମାସ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି। ସ୍ଥାନୀୟ ଜନତା ମଇଦାନଠାରେ ମହାସମାରୋହରେ ଏହା ପାଳନ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।