Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୪୮୦ କୋଟି ଟଙ୍କାରେ ଉନ୍ନୟନ ପ୍ରକଳ୍ପ
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ)ର ମୁଖ୍ୟ କ୍ୟାମ୍ପସରେ ଭିତ୍ତିଭୂମି ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ନିର୍ମାଣ ନିମନ୍ତେ ଭାରତ ସରକାରଙ୍କ ଅଧୀନରେ ଥିବା ଏନବିସିସି (ଇଣ୍ଡିଆ) ଲିମିଟେଡ ଦ୍ବାରା ୪୮୦ କୋଟି ଟଙ୍କା ବ୍ୟୟଅଟକଳରେ ନିର୍ମିତ ଏହି ପ୍ରକଳ୍ପ ଓଡ଼ିଶାରେ ପ୍ରଥମ ଥର ପାଇଁ!-->…
ବିକଶିତ ଭାରତ ଗଠନରେ ଯୁବକଙ୍କର ଭୂମିକା ରହିବା ଆବଶ୍ୟକ
ବିକଶିତ ଭାରତ ଗଠନରେ ଯୁବକଙ୍କର ଭୂମିକା ରହିବା ଆବଶ୍ୟକ। ଆଜି ପ୍ରବାସୀ ଭାରତୀୟ ସମ୍ମେଳନରେ ଉଦବୋଧନ ଦେଇ ଏଭଳି କହିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ ମନସୁଖ ମାଣ୍ଡଭିୟେ।
ଭୁବନେଶ୍ୱର ୦୮-୦୧-୨୦୨୫(ପିପିଏସ) : ବିକଶିତ ଭାରତ ଗଠନରେ ଯୁବକଙ୍କର ଭୂମିକା ରହିବା!-->!-->!-->…
ମାଗଣାରେ ପର୍ଯ୍ୟଟକ ବୁଲିବେ ସୂର୍ଯ୍ୟ ମନ୍ଦିର
ସୂର୍ଯ୍ୟ ମନ୍ଦିର ପରିଦର୍ଶନ ନିମନ୍ତେ ପର୍ଯ୍ୟଟକ ଓ ଜନସାଧାରଣମାନଙ୍କ ନିମନ୍ତେ ଏଏସଆଇ ପକ୍ଷରୁ ନିର୍ଦ୍ଧାରିତ ଫି ଦେଇ ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥାନ୍ତି। ଶାମ୍ବଦଶମୀ ଅବସରରେ ପ୍ରବେଶ ଶୁଲ୍କ ଲାଗୁ ହେବ ନାହିଁ।
କୋଣାର୍କ/ଭୁବନେଶ୍ୱର ୦୮-୦୧-୨୦୨୫(ପିପିଏସ) : ରାତି!-->!-->!-->…
ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘର ସମେତ ଛଅଟି ସ୍ଥାନରେ ଇଡି ପକ୍ଷରୁ ଚଢ଼ଉ
ଓଡ଼ିଶାର ନାମୀ ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘର ସମେତ ଛଅଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ଉ ଚାଲିଛି। ତାଙ୍କର ଢେଙ୍କାନାଳସ୍ଥିତ ବାସଭବନ ଏବଂ ହନ୍ଦୋଳରେ ଫାର୍ମହାଉସ୍, ଅଫିସ୍ ଏବଂ ଭୁବନେଶ୍ୱରର ଅନ୍ୟ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଛି
!-->!-->!-->…
ଆବୁଝମାଡ଼ରେ ଏନକାଉଣ୍ଟର ଘଟଣା: ୫ ନକ୍ସଲ ଚିହ୍ନଟ
ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଆବୁଝମାଡ଼ ଜଂଗଲରେ ଗତ ୩ ତାରିଖ ଦିନ ହୋଇଥିବା ଏନକାଉଣ୍ଟରରେ ୫ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଥିଲେ। ଏହି ୫ ଜଣ ନକ୍ସଲଙ୍କୁ ଚିହ୍ନଟ କରାଯାଇପାରିନଥିଲା।
ମାଲକାନଗିରି/ଭୁବନେଶ୍ୱର ୦୮-୦୧-୨୦୨୫(ପିପିଏସ) : ସୀମାନ୍ତ!-->!-->!-->…
କାଲି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ଭୁବନେଶ୍ୱର ୦୮-୦୧-୨୦୨୫(ପିପିଏସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଆଜି ରାତିରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ପହଞ୍ଚିଲା ପରେ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ!-->…
ଚିଲିକାରେ ହେବ ପକ୍ଷୀ ମ୍ୟୁଜିୟମ୍:ଉପମୁଖ୍ୟମନ୍ତ୍ରୀ
ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଚିଲିକାର ସ୍ୱତନ୍ତ୍ର ସ୍ଥାନ ରହିଛି। ଭୌଗୋଳିକ ଅବସ୍ଥିତି ତଥା ଅନୁକୂଳ ପରିବେଶ ପାଇଁ କେଉଁ କାଳରୁ ଚିଲିକା ଏକ ପକ୍ଷୀ ତୀର୍ଥ ପାଲଟିଛି। ଦକ୍ଷିଣ ଆଫ୍ରିକାର ଭିକ୍ଟୋରିଆ ହ୍ରଦ ପରେ ଚିଲିକା ବିଶ୍ୱର ଦ୍ୱିତୀୟ ବୃହତ୍ତମ ପକ୍ଷୀ ହ୍ରଦ ଭାବରେ ସାରା ବିଶ୍ୱରେ!-->…
ବିମାନବନ୍ଦରରୁ ୧୦ କୋଟିର ମାରିଜୁଆନା ଜବତ
ମାଲେସିଆ ଭାୟା ଓଡ଼ିଶା ହୋଇ କୋଲକାତା ଯାଉଥିଲା
ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବଡ଼ଧରଣର ନିଶାଦ୍ରବ୍ୟ କାରବାରର ପର୍ଦ୍ଦାଫାସ କରିଛି କଷ୍ଟମ୍ ବିଭାଗ। ମାଲେସିଆ ରାଜଧାନୀ କ୍ବାଲାଲମ୍ପୁରରୁ ଉତ୍କଟ ନିଶାଦ୍ରବ୍ୟ ମାରିଜୁଆନା ନେଇ ଆସିବା
ଭୁବନେଶ୍ୱର!-->!-->!-->!-->!-->…
କୋଣାର୍କରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର
ଆଜି ସକାଳେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କୋଣାର୍କ ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିଛନ୍ତି। ସେ ସୂର୍ଯ୍ୟମନ୍ଦିର ପରିଦର୍ଶନ ପରେ ପୁରୀ ଗସ୍ତରେ ଯିବେ ବୋଲି ଜଣାଯାଇଛି। କେନ୍ଦ୍ର ମନ୍ତ୍ରୀଙ୍କ କୋଣାର୍କ ଗ୍ରସ୍ତକୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
!-->!-->!-->…
ଭୁବନେଶ୍ବରରେ ପ୍ରବାସୀ ଭାରତୀୟମାନଙ୍କୁ ଲୋକକଳା ଓ ନୃତ୍ୟ ମାଧ୍ୟମରେ ସ୍ବାଗତ
ଭୁବନେଶ୍ବରରେ ପ୍ରବାସୀ ଭାରତୀୟମାନେ ପହଞ୍ଚିବା ଆରମ୍ଭ କଲେଣି। ପ୍ରବାସୀ ଭାରତୀୟମାନଙ୍କୁ ସ୍ବାଗତ କରିବା ପାଇଁ ଭୁବନେଶ୍ବର ବିମାନ ବନ୍ଦରରେ ବି ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେମାନଙ୍କୁ ଲୋକକଳା ଓ ନୃତ୍ୟ ମାଧ୍ୟମରେ ସ୍ବାଗତ କରାଯାଉଛି।
ଭୁବନେଶ୍ୱର ୦୭-୦୧-୨୦୨୫ (ପିପିଏସ ) :!-->!-->!-->…