Browsing Category

ଦେଶ-ବିଦେଶ

ଆଇଟି ହବ୍ ହେବ ଓଡ଼ିଶା: ଅଶ୍ବିନୀ

ଆସନ୍ତା ୨ରୁ ୩ ବର୍ଷ ଭିତରେ ଓଡ଼ିଶାକୁ ସୂଚନା ପ୍ରଯୁକ୍ତି (ଆଇଟି)ର ଏକ ପ୍ରମୁଖ ପେଣ୍ଠସ୍ଥଳୀରେ ପରିଣତ କରାଯିବ। ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଏଆଇ, ମେସିନ୍ ଲର୍ଣ୍ଣିଂ, ଆଇଓଟି, ଇଣ୍ଡଷ୍ଟ୍ରି ୨.୦ରେ ରାଜ୍ୟର ଯୁବବର୍ଗଙ୍କୁ କୁଶଳୀ କରିବା ପାଇଁ ଲକ୍ଷ୍ୟ ରହିଛି। ଭୁବନେଶ୍ୱର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେଇ ମାର୍ଗଦର୍ଶନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜର ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଭୁବନେଶ୍ୱର ୧୦-୦୧-୨୦୨୫ (ପିପିଏସ) :

ବିକଶିତ ଭାରତ ନିର୍ମାଣରେ ପ୍ରବାସୀ ଭାରତୀୟଙ୍କ ସହଯୋଗ ଜରୁରୀ: ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତ ଶେଷ ହେଲା ପରେ ସେ ନୂଆଦିଲ୍ଲୀ ଫେରି ଯାଇଛନ୍ତି। ଏହା ପୂର୍ବରୁ ମହାମହିମ ତିନିଦିନିଆ ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ‌ଦିବସରେ ଯୋଗଦେଇ ୨୭ ଜଣ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିଥିଲେ। bijay

ସାଧାରଣ ଲୋକ ବୁଲିପାରିବେ ପ୍ରବାସୀ ଭାରତୀୟ ଦିବସର ଗ୍ୟାଲେରି: ଉପମୁଖ୍ୟମନ୍ତ୍ରୀ

ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ବହୁ ଉଚ୍ଚକୋଟୀର ଗ୍ୟାରେରି ନିର୍ମାଣ କରାଯାଇଛି। ଏଠାରେ ଓଡ଼ିଶାର ସଂସ୍କୃତି ଉପରେ ଆଧାରିକ ଗ୍ୟାଲେରି ଖୋଲା ଯାଇଥିବାରୁ ସାଧାରଣ ଦର୍ଶକ ବୁଲିଆସିପାରିବେ। ଭୁବନେଶ୍ୱର ୧୦-୦୧-୨୦୨୫ (ପିପିଏସ) : ତିନି ଦିବସୀୟ ଅଷ୍ଟାଦଶ

ଭାରତର ଯୁବକମାନେ ହେଉଛନ୍ତି ଦେଶର ସବୁଠାରୁ ବଡ଼ ସମ୍ପଦ: କେନ୍ଦ୍ରମନ୍ତ୍ରୀ

ଭାରତର ଭବିଷ୍ୟତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦୂରଦୃଷ୍ଟିପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଆଜାଦି କା ଅମୃତ ମହୋତ୍ସବ ଅଧୀନରେ ଭାରତର ସ୍ୱାଧୀନତା ପ୍ରାପ୍ତିକୁ ୭୫ ବର୍ଷ ପୂର୍ତ୍ତି ଆକାରରେ ରେଖାଙ୍କିତ ହୋଇଛି। ଭୁବନେଶ୍ୱର ୦୯-୦୧-୨୦୨୫ (ପିପିଏସ ) : କେନ୍ଦ୍ର

ପ୍ରବାସୀ ଭାରତୀୟ ଦିବସ ହେଉଛି ପାରିବାରିକ ପୁନର୍ମିଳନ: ଜୟଶଙ୍କର

ଓଡ଼ିଶାର ଭୁନେଶ୍ବରର ଜନତା ମଇଦାନଠାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଯୋଗଦେଇ କହିଛନ୍ତି,ପ୍ରତି ୨ବର୍ଷରେ ଥରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜିତ ହେଉଛି । ଏହା କେବଳ ଏକ ସମ୍ମିଳନୀ ନୁହେଁ ଭୁବନେଶ୍ୱର ୦୯-୦୧-୨୦୨୫

ଦେଶର କଳା,ସଂସ୍କୃତି,ପରମ୍ପରାର ପ୍ରସାର ବିଶ୍ଵ ଦରବାରରେ କରିବା ପାଇଁ ଶପଥ ନେବା: ମୁଖ୍ୟମନ୍ତ୍ରୀ

ଓଡ଼ିଶାର ଭୁନେଶ୍ବରର ଜନତା ମଇଦାନଠାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ପ୍ରବାସୀ ଭାରତୀୟ ଦିବସ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଉଛି ଭୁବନେଶ୍ୱର ୦୯-୦୧-୨୦୨୫ (ପିପିଏସ ) : ଓଡ଼ିଶାର ଭୁନେଶ୍ବରର ଜନତା ମଇଦାନଠାରେ

ଭବିଷ୍ୟତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ଅଛି: ବିଶ୍ବଶାନ୍ତି ପାଇଁ ମୋଦୀଙ୍କ ଅପିଲ୍

ଓଡ଼ିଶା ଭାରତୀୟ ଐତିହ୍ୟର ପଦଚିହ୍ନ ଧାରଣ କରିଛି। ଯେତେବେଳେ ଦୁନିଆରେ ଖଣ୍ଡା ଦ୍ୱାରା ସାମ୍ରାଜ୍ୟ ବିସ୍ତାର କରିବାକୁ ଏକ ସମୟ ଥିଲା, ସେତେବେଳେ ଆମ ସମ୍ରାଟ ଅଶୋକ ଶାନ୍ତିର ରାସ୍ତା ବାଛିଥିଲେ ଭୁବନେଶ୍ୱର ୦୯-୦୧-୨୦୨୫ (ପିପିଏସ ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଗୁରୁବାର ଓଡ଼ିଶାର

ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ୧୭ ଜଣଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦ୍‌ଯାପନୀ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁକ୍ରବାର ୨୭ଜଣଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ ପୁରସ୍କାରରେ ସମ୍ମାନିତ କରିବେ। ଭୁବନେଶ୍ୱର ୦୯-୦୧-୨୦୨୫ (ପିପିଏସ ) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ

ଜାନୁୟାରୀ ୧୧ରେ ୱାଓସୋର ଚତୁର୍ଥ ପ୍ରତିଷ୍ଠା ଦିବସ, ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି

ଆସନ୍ତା ଜାନୁୟାରୀ ୧୧ ତାରିଖ ଶନିବାର ଦିନ ପାଞ୍ଚଟା ସମୟଠାରୁ ଭୁବନେଶ୍ବର ସ୍ଥିତ ମେ ଫେୟାର କନଭେନସନର ସେଣ୍ଟ୍ରାଲ ହଲଠାରେ ହାଇବ୍ରିଡ ଢଙ୍ଗରେ ୱାଓସୋର ଚତୁର୍ଥ ପ୍ରତିଷ୍ଠା ଦିବସ ପାଳନ ହେବାକୁ ଯାଉଛି। ଏହି ସମାରୋହକୁ ପ୍ରବାସୀ ଓଡ଼ିଆ ଦିବସ ନାମରେ ନାମିତ କରାଯାଇଛି। ଭୁବନେଶ୍ୱର