Browsing Category

ଦେଶ-ବିଦେଶ

ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ବିବାଦର ସମାଧାନ

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ସେବକମାନଙ୍କ ମଧ୍ୟରେ ଚାଲିଥିବା ବିବାଦର ଶେଷରେ ସମାଧାନ ହୋଇଛି ବୋଲି ଆଜି ମନ୍ଦିରର ଟ୍ରଷ୍ଟ ବୋର୍ଡର ଏକ ବୈଠକରେ ଯୋଗଦେବା ପରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରାଣା ସୂଚନା ଦେଇଛନ୍ତି ଭୁବନେଶ୍ୱର ୧୫ୃ୦୧-୨୦୨୫(ପିପିଏସ ) : ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର

ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି: ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

ରାଜ୍ୟରେ ଜାତୀୟ ଶିକ୍ଷା ନୀତି (ଏନଇପି)- ୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି ଭୁବନେଶ୍ୱର ୧୫-୦୧-୨୦୨୫(ପିପିଏସ ) : ରାଜ୍ୟରେ ଜାତୀୟ

ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ୍। ରାଜ୍ୟର ବିଭିନ୍ନ ସ୍ଥାନରୁ ଅଯୋଧ୍ୟାକୁ ବସ୍ ଚଳାଚଳ  ଆରମ୍ଭ କରିଛି। ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିସି ଯୋଗେ ଉଦଘାଟନ କରିଛନ୍ତି। ଆଗକୁ ଲୋକଙ୍କ ଚାହିଦାକୁ ଦେଖି ବସ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପୂର୍ବତଟ ରେଳପଥର ଘୋଷଣା: କୁମ୍ଭମେଳାକୁ ଓଡ଼ିଶାରୁ ଗଡ଼ିବ ୭ଟି ସ୍ବତନ୍ତ୍ର ଟ୍ରେନ୍‌

ରାତି ପାହିଲେ ତୀର୍ଥରାଜ ପ୍ରୟାଗରାଜ କୁମ୍ଭମେଳା-୨୦୨୫ ଆରମ୍ଭ ହେବ। ସୂର୍ଯ୍ୟୋଦୟ ପର୍ବରୁ ସାଧୁସନ୍ଥମାନେ ପବିତ୍ର ଗଙ୍ଗାନଦୀରେ ବୁଡ଼ ପକାଇବେ। ଏଥି ସହିତ ଦେଶ-ବିଦେଶରୁ ଜୁଟିଥିବା ଶ୍ରଦ୍ଧାଳୁମାନେ ମଧ୍ୟ ଶ୍ରଦ୍ଧାର ବୁଡ଼ ପକାଇବେ। ଭୁବନେଶ୍ୱର ୧୨-୦୧-୨୦୨୫( ପିପିଏସ) : ରାତି ପାହିଲେ

ଦାରିଙ୍ଗବାଡି ଶୀତ ମହୋତ୍ସବ ଉଦଘାଟିତ

ଦାରିଙ୍ଗବାଡି/ଭୁବନେଶ୍ୱର ୧୧-୦୧-୨୦୨୫(ପିପିଏସ ) : ଓଡ଼ିଶା ର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ରେ ୨୦୨୫ ମସିହା ଶୀତ ମହୋତ୍ସବ ଆୟୋଜନ କରାଯାଇଛି, ଏହା ୧୧ ରୁ ୧୩ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ, ଆଜି ଏହାର ଶୁଭ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ସମିତି

ବିଦେଶୀ ପକ୍ଷୀଙ୍କଠାରେ ଲାଗିଲା ଟ୍ରାନ୍ସମିଟର୍‌: ୧୦ ମିନିଟ୍‌ ବ୍ୟବଧାନରେ ପକ୍ଷୀଙ୍କ ଉପସ୍ଥିତି ଜାଣିହେବ

ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଚିଲିକା। ସାତଦରିଆ ଡେଇଁ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଏଠାକୁ ଧାଇଁ ଆସିଛନ୍ତି। ‌କେଉଁ ପକ୍ଷୀ କେଉଁଠାରୁ ଆସିଛନ୍ତି ତାହା ଜଣାପଡ଼ୁ ନ ଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟୁଛନ୍ତି। ଭୁବନେଶ୍ୱର ୧୧-୦୧-୨୦୨୫(ପିପିଏସ ) : ପକ୍ଷୀଙ୍କ କଳରବରେ ମୁଖରିତ

ସୁଭଦ୍ରା ପୋର୍ଟାଲରୁ ଭୁଲରେ ନାମ ବାଦ୍‌ ପଡ଼ିଛି କି? ଚିନ୍ତା କରନ୍ତୁ ନାହିଁ…

ଖୁବ ଶୀଘ୍ର ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି। ହେଲେ ଏବେ ବି ଦୁଇ ଲକ୍ଷରୁ ଊଦ୍ଧ୍ୱର୍ ଆବେଦନକାରୀ ସେମାନଙ୍କର ଇ-କେୱାସି କରିନାହାନ୍ତି ଅବା ଓଟିପି ମାଧ୍ୟମରେ ଇ-କେୱାସି କରିଛନ୍ତି। ଭୁବନେଶ୍ୱର

ଜାନୁଆରି ୧୨ ପର୍ଯ୍ୟନ୍ତ ଜାରି ରହିବ ବାର୍ଷିକ ପୁଷ୍ପ ପଦର୍ଶନୀ: ମନ୍ତ୍ରୀ

ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ମିଳିତ ସହଯୋଗରେ ଆୟୋଜିତ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀରେ କେଉଁଠି ଗୋଲାପ ଶୋଭା ପାଉଛି, ତ ଆଉ କେଉଁଠି ଡାଲିଆ। ସେବତୀ, ଗେଣ୍ଡୁ, ଜିନିଆ, ଆଷ୍ଟର ଭୁବନେଶ୍ୱର ୧୧-୦୧-୨୦୨୫(ପିପିଏସ ) : ରାଜଧାନୀ ଭୁବନେଶ୍ୱରର ଏକାମ୍ର

ପ୍ରବାସୀଙ୍କ ପ୍ରସ୍ତାବକୁ ଗୁରୁତ୍ଵ ଦେବା ପାଇଁ ଲୋକଙ୍କ ସରକାର ପ୍ରତିବଦ୍ଧ: ମୋହନ

ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ କହିଛନ୍ତି, ପ୍ରବାସୀ ଓଡ଼ିଆଙ୍କ ସହ ସ୍ଵତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ଯୋଗଦେଇଛି। ବହୁ ଦୂରରୁ ଆସି ଏଭଳି ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ସମସ୍ତ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ଧନ୍ୟବାଦ ଜଣାଉଛି। ଭୁବନେଶ୍ୱର ୧୦-୦୧-୨୦୨୫ (ପିପିଏସ) :

ରାଗିଂ ମାମଲା: ଅନାଥାଶ୍ରମରେ ଏକ ସପ୍ତାହ ପାଠ ପଢ଼ାଇବେ ଆଇନ ଛାତ୍ର

ରାଗିଂ ଅଭିଯୋଗକୁ ନେଇ ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ଫୌଜଦାରୀ ମାମଲାକୁ ହାଇକୋର୍ଟ ରଦ୍ଦ କରିବା ସହିତ ଅନାଥାଶ୍ରମରେ ସ୍ବେଚ୍ଛାସେବୀ ଭାବେ ଏକ ସପ୍ତାହ କାର୍ଯ୍ୟ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କଟକ ୧୦-୦୧-୨୦୨୫ (ପିପିଏସ) : ରାଗିଂ ଅଭିଯୋଗକୁ ନେଇ