Browsing Category

ଦେଶ-ବିଦେଶ

ସିବିଏସଇ ଦ୍ୱାଦଶ ଶ୍ରେଣୀର ଇଂରାଜୀ ପ୍ରଶ୍ନପତ୍ର ପରିବର୍ତ୍ତନ

୩୨ ଜଣ ଛାତ୍ରଛାତ୍ରୀ କାନ୍ଦି କାନ୍ଦି ଫେରିଲେ ମଙ୍ଗଳବାର ସିବିଏସଇ ଦ୍ୱାଦଶ ଶ୍ରେଣୀର ପ୍ରଶ୍ନପତ୍ର ପରିବର୍ତ୍ତନ ହେବା ପରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଆଦର୍ଶ ବିଦ୍ୟାଳୟର ୩୨ ଜଣ ଛାତ୍ରଛାତ୍ରୀ କାନ୍ଦି କାନ୍ଦି ଫେରିଛନ୍ତି ମୟୂରଭଞ୍ଜ/ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) :

ଚୌଦ୍ୱାର ଦୁର୍ଗର ସୁରକ୍ଷା ଭର୍ତ୍ତୃହରିଙ୍କ ଦାବି

ନୂଆଦିଲ୍ଲୀ/ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ନିଶ୍ଚିହ୍ନ ହେବାକୁ ବସିଥିବା ପ୍ରାଚୀନ ଚୌଦ୍ଵାର ଦୁର୍ଗର ସୁରକ୍ଷା ନିମନ୍ତେ ତୁରନ୍ତ ଦୃଷ୍ଟିଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ଶ୍ରୀ ମହତାବ ସୋମ‌ବାର ସଂସଦର

ତାରା ବାହିନୀପତି ୭ ଦିନ ପାଇଁ ନିଲମ୍ୱିତ

ଗୃହରେ ଅଶାଳୀନ ଆଚରଣ ପାଇଁ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବନ କରିଛନ୍ତି। ଗୃହରେ ଅନୁଶାସନହୀନତା ଯୋଗୁ ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ବାହିନୀପତିଙ୍କୁ ନେଇ ନିଲମ୍ବନ ପ୍ରସ୍ତାବ ଦେଇଥିଲେ ଭୁବନେଶ୍ୱର

୬ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲେ ସ୍ୱତନ୍ତ୍ର ରିଲିଫ୍ କମିସନର

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଗାମୀ ୪-୫ ଦିନ ମଧ୍ୟରେ ସାରା ଓଡ଼ିଶାରେ ତାପମାତ୍ରା ଧୀରେ ଧୀରେ ୩-୫ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି ଭୁବନେଶ୍ୱର ୦୯-୦୩-୨୦୨୫(ପିପିଏସ ) : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଗାମୀ ୪-୫ ଦିନ

ଇତିହାସ ରଚିଲା ଟିମ୍ ଇଣ୍ଡିଆ

୨୫ ବର୍ଷ ପରେ ୨୦୨୫ରେ ପ୍ରତିଶୋଧ ନେଲା ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାଜିତ କରିଛି। ଟିମ୍ ଇଣ୍ଡିଆ ୪୯ ଓଭରରେ ୬ ୱିକେଟ ହରାଇ ଧାର୍ଯ୍ୟ ୨୫୨ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୨୫୪ ରନ୍ ସଂଗ୍ରହ କରିଛି ଦୁବାଇ/ଭୁବନେଶ୍ୱର

ଦୁର୍ଘଟଣାରେ ପ୍ରାଣ ହରାଇଥିବା ତିନି ମୃତକଙ୍କୁ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଶ୍ରଦ୍ଧାଞ୍ଜଳି ଜଣାଇଲେ କଳିଙ୍ଗାବାସୀ

ଗତ ଦୁଇ ଦିନ ତଳେ ସ୍ଥାନୀୟ ଥାନା ଅନ୍ତର୍ଗତ ଶ୍ରୀକଲା ଘାଟି ନିକଟ ଦାରାମାହା ନିକଟରେ ଓଡି ୧୨ ୭୩୭୪ ନମ୍ବର କାର ଏବଂ ଓଡି ୧୯ ଏଚ ୪୨୯୫ ନମ୍ବର ବାଇକ୍ ମୁହାଁମୁହିଁ ଧକ୍କାରେ କଳିଙ୍ଗା ଗ୍ରାମର ଶୁଭମ ନାୟକ, ଗଦିଙ୍ଗିଆ ଗ୍ରାମର ଶଙ୍କର ପ୍ରଧାନ ଓ ଶ୍ରୀହରି ପ୍ରଧାନ ମୃତ୍ୟୁ ବରଣ କରିଥିଲେ

କଏଦୀଙ୍କ ପାଇଁ ନାହାନ୍ତି ମନସ୍ତତ୍ତ୍ବବିଦ୍, ବଦଳୁନି ମାନସିକ ସ୍ଥିତି

କୋରାପୁଟ ଜିଲ୍ଲାରେ ୩ଟି ଜେଲ ରହିଛି। କୋରାପୁଟରେ ରହିଛି ସର୍ବପୁରାତନ ସର୍କଲ ଜେଲ୍। ଜୟପୁରରେ ସ୍ବତନ୍ତ୍ର ଜେଲ୍ ଓ କୋଟପାଡରେ ସବଜେଲ୍। ଏହି ତିନି ଜେଲ୍‌ରେ ୨୩୧ଜଣ କଏଦୀ ଓ ୬୦୧ଜଣ ବିଚାରାଧୀନ ଅଭିଯୁକ୍ତ ଅଛନ୍ତି କୋରାପୁଟ/ଭୁବନେଶ୍ୱର ୦୯-୦୩-୨୦୨୫(ପିପିଏସ ) : କୋରାପୁଟ ଜିଲ୍ଲାରେ

ରାଜ୍ୟରେ ନିଆଁ ବର୍ଷିବା ପୂର୍ବାନୁମାନ

୧୨ ମାର୍ଚ୍ଚରୁ ତତଲା କଢ଼େଇ ପାଲଟିବ ଭୁବନେଶ୍ୱର ୦୯-୦୩-୨୦୨୫(ପିପିଏସ ) : ୧୨ ମାର୍ଚ୍ଚ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଆଇଏମଡି ପୂର୍ବାନୁମାନ କରିଛି। ୧୨ ତାରିଖରୁ ୧୬ ମାର୍ଚ୍ଚ ମଧ୍ୟରେ ରାତିର ତାପମାତ୍ରା

ସାହିତ୍ୟ ଭାରତୀ ସମ୍ମାନ ଘୋଷିତ

କଟକ ୦୯-୦୩-୨୦୨୫(ପିପିଏସ ) : ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କଟକ ଦରଘା ବଜାରସ୍ଥିତ ଗଂଗାଧର ରଥଙ୍କ ବାସ ଭବନରେ ଅନୁଷ୍ଠିତ ହୋଇ “ ସାହିତ୍ୟ ଭାରତୀ ସମ୍ମାନ” ସହିତ ଅନ୍ୟାନ୍ୟ ସମ୍ମାନ ଓ ପୁରସ୍କାର ସଂପର୍କରେ ଘୋଷଣା କରାଯାଇଛି । ଶ୍ରୀ ଗଂଗାଧର ରଥ

ହାଇସ୍କୁଲର ୧୦.୮ ଲକ୍ଷ ପିଲାଙ୍କୁ ମଧ୍ୟାହ୍ନଭୋଜନ

ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୧ଲକ୍ଷ ୭୪ ହଜାର ୯୧୫ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀ (ପିଏମ୍‌) ପୋଷଣ ଯୋଜନାରେ ଉପକୃତ ହେଉଛନ୍ତି। ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମୁଣ୍ଡ ପିଛା ଖାଦ୍ୟର ମୂଲ୍ୟ କେନ୍ଦ୍ର ସରକାର ନିର୍ଦ୍ଧାରଣ କରନ୍ତି।