Browsing Category

ଦେଶ-ବିଦେଶ

ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ୭୯୯ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍

ବିଦ୍ୟୁତ୍ ବିଲ୍ ଦେଖିବା ପରେ ଅଧ୍ୟକ୍ଷଙ୍କ ହୋସ ଉଡିଯାଇଛି | ଅଧ୍ୟକ୍ଷ କହିଛନ୍ତି ଯେ ସେ ନୁହେଁ ତାଙ୍କ ପରିବାର ସମଗ୍ର ସମ୍ପତ୍ତି ବିକ୍ରି କରିଦେଲେ ବି ସେମାନେ ବିଲ୍ ପରିଶୋଧ କରିପାରିବେ ନାହିଁ। ନୂଆଦିଲ୍ଲୀ/ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ ) : ଉତ୍ତର ପ୍ରଦେଶର ଆଜମଗଡ଼

ଭାରତ -ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍‌

କୋହଲିଙ୍କ ବିରାଟ ଶତକ ସହ ଭାରତର ମହାବିଜୟ ୨୦୧୭ ର ବଦଲା ନେଲା ରୋହିତ ବାହିନୀ ଦୁବାଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ପଞ୍ଚମ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ମହାବିଜୟ ହୋଇଛି। ଧାର୍ଯ୍ୟ ୨୪୨ ରନ୍ ଲକ୍ଷ୍ୟର ପିଛା କରି ଭାରତ ବିରାଟ କୋହଲିଙ୍କ ବିରାଟ ଶତକ ଶହିତ

ଆଫ୍ରିକାରେ ଚମକିଲେ ଓଡ଼ିଆ ପୁଅ

 ହାଫ୍‌ ମାରାଥନ୍‌ ଦେଲା ସଫଳତା, ଉଡ଼ାଇଲେ ତ୍ରିରଙ୍ଗା ଓଡ଼ିଆ ପୁଅ ସୌଭାଗ୍ୟ କୁମାର ରଥ ପୁଣି ଏକ ସ୍ମୁତି ସାଉଟିବା ସହିତ ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ଆଇରନ୍‌ ମ୍ୟାନ୍‌ ଭାବେ ଜଣାଶୁଣା ଶ୍ରୀ ରଥ ଆଫ୍ରିକାର କିଲିମାନଜାରୋ ଆନ୍ତର୍ଜାତୀୟ ମାରାଥନରେ ହାଫ୍‌ ମାରାଥନ୍‌ରେ ସଫଳତା ହାସଲ

ଆଧ୍ୟାତ୍ମିକତା ଦ୍ବାରା ଶାନ୍ତି ଓ ସମୃଦ୍ଧି ସମ୍ଭବ: ମୁଖ୍ୟମନ୍ତ୍ରୀ

ଆଧ୍ୟାତ୍ମିକ ଜୀବନଶୈଳୀ ଆମର ଅସନ୍ତୁଳିତ ଇଚ୍ଛାକୁ ନିୟନ୍ତ୍ରିତ କରିଥାଏ। ଭବିଷ୍ୟତ ପିଢ଼ିର ସୁଖ, ସମୃଦ୍ଧିକୁ ସଂରକ୍ଷଣ କରିବାର ପ୍ରଜ୍ଞାକୁ ପ୍ରଜ୍ଜ୍ୱଳିତ କରିଥାଏ। ପରିବେଶ ପ୍ରତି ସମ୍ବେଦନଶୀଳ ଏବଂ ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ଜାଗ୍ରତ କରାଏ। କେନ୍ଦୁଝର/ଭୁବନେଶ୍ୱର

ପୁଷ୍ଟିକର ଆହାର ହିଁ ଯକ୍ଷ୍ମା ବିରୋଧରେ ସବୁଠାରୁ ମଜବୁତ୍ ଅସ୍ତ୍ର ଅଟେ: ଧର୍ମେନ୍ଦ୍ର

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଜନଭାଗିଦାରୀରେ ହିଁ ଜିଲ୍ଲାରୁ ଟିବି ମୁକ୍ତ ଲକ୍ଷ୍ୟ ସାଧିତ ହୋଇପାରିବ। ଅନୁଗୁଳ ଠାରେ ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ “ନିକ୍ଷୟ ମିତ୍ର” କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ସେ

ଆରମ୍ଭ ହେଲା ‘ସୁଭଦ୍ରା ଶକ୍ତି ମେଳା’: ‘ସୁଭଦ୍ରା’ମାନେ ହେବେ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ

ସୁଭଦ୍ରା ମା’ମାନଙ୍କ ଅନ୍ତର୍ନିହିତ ଶକ୍ତିର ଜାଗରଣ ପାଇଁ ‘ସୁଭଦ୍ରା ଶକ୍ତି ମେଳା’ ଆୟୋଜିତ ହୋଇଛି। ଓଡ଼ିଶାର ମା’, ଭଉଣୀ ଏବଂ ଝିଅମାନଙ୍କର ପ୍ରତିଭା, ଦକ୍ଷତା ଓ ଉଦ୍ୟମର ନିଦର୍ଶନ। ପ୍ରତ୍ୟେକ ମହିଳା କିଭଳି ଦକ୍ଷ ଉଦ୍ୟୋଗୀ ହୋଇ ଆର୍ଥିକ ସ୍ୱତନ୍ତ୍ରତା ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ )

ମହାକୁମ୍ଭରେ ବୁଡ଼ ପକାଇଲେ ମୋହନ

ଓଡ଼ିଶା ତଥା ଦେଶର କଲ୍ୟାଣ ପାଇଁ ମା’ ଗଂଗାଙ୍କୁ ପ୍ରାର୍ଥନା କରିଛି: ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ମହାକୁମ୍ଭରେ ଶ୍ରଦ୍ଧାର ବୁଡ଼ ପକାଇଛନ୍ତି। ଏଥି ସହିତ ତାଙ୍କର ପରିବାର ଲୋକେ ମଧ୍ୟ ମହାକୁମ୍ଭରେ ବୁଡ଼ ପକାଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ

ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୪୨ ରନ୍

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପଞ୍ଚମ ମ୍ୟାଚ୍ ରବିବାର ଦୁବାଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ପାକିସ୍ତାନ ୪୯.୪ ଓଭରରେ ଅଲ୍‌ଆଉଟ୍ ହୋଇ ୨୪୧ ରନ୍ କରିଛି। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୨୪୨ ରନ୍ ରହିଛି ଦୁବାଇ/ଭୁବନେଶ୍ୱର

ଆଉ ଏକ ମହାମାରୀ ଆସିବା ଆଶଙ୍କା: ଚୀନ୍‌ରେ ନୂଆ କରୋନା ଭାଇରସ ଚିହ୍ନଟ

ନୂଆ ବାଦୁଡ଼ି କରୋନା ଭାଇରସ୍ ନେଇ ଏକ ଅପଡେଟ୍ ଆସିଛି। ଏହା ଚୀନ୍‌ରେ ଆବିଷ୍କୃତ ହୋଇଛି। ଚୀନ୍ ଗବେଷକଙ୍କ ଏକ ଦଳ ଏହି ଭାଇରସ୍‌ର ନାମ ଏଚକେୟୁ-୫-କୋଭ୍-୨ ରଖିଛନ୍ତି। ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁଯାୟୀ, ଏହି ନୂତନ କରୋନା ଭାଇରସ ସାର୍ସ-କୋଭ୍-୨ ପରି ମଣିଷରୁ ମଣିଷକୁ ବ୍ୟାପିବାକୁ