Browsing Category

ଜୀବନଚର୍ଯ୍ୟା

ଆନ୍ଦୋଳନକାରୀଙ୍କୁ ଗିରଫ ପାଇଁ ଚଢ଼ଉ ଜାରି

ଶାନ୍ତ ପଡ଼ୁଛି ଅଶାନ୍ତ ଭଦ୍ରକ ଭଦ୍ରକ/ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ଅଶାନ୍ତ ଭଦ୍ରକ ଓ ଧାମନଗର ଧୀରେ ଧୀରେ ଶାନ୍ତ ହେବାରେ ଲାଗିଛି। ଇଣ୍ଟରନେଟ୍‌ ସେବା ସ୍ବାଭାବିକ ହୋଇଛି। ଶାନ୍ତିରକ୍ଷା ପାଇଁ ବରିଷ୍ଠ ପୁଲିସ ଅଧିକାରୀମାନେ ବିଭିନ୍ନ ସଂଗଠନ ସହ ଆଲୋଚନା ଜାରି ରଖିଛନ୍ତି। ତେବେ,

କଳିଙ୍ଗ ଛକରେ ଗଳିପୋଲ ପାଇଁ ସ୍ଥିତି ପରଖିଲେ ସାଂସଦ

କଟକ-ଚୌଦ୍ୱାର,୦୧-୧୦-୨୦୨୪ (ପିପିଏସ) : ନିର୍ମାଣାଧୀନ ୫୫ ନମ୍ବର ଜାତୀୟ ରାଜପଥର କଳିଙ୍ଗଛକଠାରେ ରାଜପଥରେ ଏକ ଗଳିପୋଲ ନିର୍ମାଣ କରିବା ପାଇଁ କଳିଙ୍ଗ ବଜାର କମିଟି କଟକ ସାଂସଦ ଭତ୍ତୃହରି ମହତାବଙ୍କୁ ପୂର୍ବରୁ ଏକ ଲିଖିତ ଆବେଦନ କରିଥିଲେ ।ବ୍ୟସ୍ତ ବହୁଳ କଳିଙ୍ଗ ଛକରେ ଜାତୀୟ ରାଜପଥରରେ

“ସ୍ୱଚ୍ଛତା ହିଁ ସେବା” ବାର୍ତ୍ତାକୁ ନେଇ ମାରାଥନ

କୋଣାର୍କ,୩୦-୦୯-୨୦୨୪ (ପିପିଏସ) : ସ୍ୱଚ୍ଛତା ହିଁ ସେବା ବାର୍ତ୍ତାକୁ ନେଇ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏକ ମିନି ମାରାଥନ କୋଣାର୍କ ଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଅନୁଷ୍ଟିତ ହୋଇଯାଇଛି। ସୋମବାର ପୂର୍ବାହ୍ନ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ସଫେଇ କର୍ମଚାରୀ ମାନଙ୍କୁ

ପୁଣି ଭାରରେ ବୁହାହେଲେ ରୋଗୀ

ଚିତ୍ରକୋଣ୍ଡାରେ ଅଭାବନୀୟ ଦୃଶ୍ୟ ଚିତ୍ରକୋଣ୍ଡା/ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ଭାରରେ ବୁହାହେଲେ ରୋଗୀ, ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ନୂଆଗୁଡା ପଂଚାୟତର ରଥଗୁଡା ଗ୍ରାମରେ। ତେବେ କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ

ବେଦାନ୍ତ ଆଲୁମିନିୟମର ସପ୍ତାହ-ବ୍ୟାପି ସ୍ୱଚ୍ଛତା ଅଭିଆନ

ଭାରତ ସରକାରଙ୍କ ‘ସ୍ବଚ୍ଛତା ହି ସେବା’ ପଦକ୍ଷେପର ଏକ ଅଂଶ ଭାବରେ ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ ଏକ ସପ୍ତାହ ବ୍ୟାପୀ ସ୍ୱଚ୍ଛତା ଅଭିଆନକୁ ସଫଳତାର ସହ ସମାପ୍ତ କରିଛି। ଝାରସୁଗୁଡା /ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ଭାରତ ସରକାରଙ୍କ ‘ସ୍ବଚ୍ଛତା ହି ସେବା’ ପଦକ୍ଷେପର ଏକ ଅଂଶ

 ବାପାଙ୍କ ଠାରୁ ଅଲଗା ହୋଇଥିବା ବ୍ୟକ୍ତିଙ୍କୁ ମିଳିବ ପକ୍କା ଘର

ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ବାପାଙ୍କଠାରୁ ଭିନେ ହୋଇ ଅଲଗା ପରିବାର କରିଥିବା ବ୍ୟକ୍ତିଙ୍କୁ ବି ମିଳିବ ଆବାସ ଯୋଜନାରେ ଘର | ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ପୂର୍ବ ସରକାରରେ ବଞ୍ଚିତ ହୋଇଥିବା

ସ୍ୱପ୍ନ ଫାଉଣ୍ଡେସନ୍ ଓ କମିଶନରେଟ ପୋଲିସ ପକ୍ଷରୁ ବିଶାଳ ରକ୍ତଦାନ ଶିବିର

ରକ୍ତଦାନ ପାଇଁ ଉତ୍ସାହିତ କଲେ ସୀନେଷ୍ଟାର କଟକ,୩୦-୦୯-୨୦୨୪ (ପିପିଏସ) : ରାଜ୍ୟରେ ଏବେ ରକ୍ତର ବହୁତ ଅଭାବ ଦେଖା ଦେଇଛି । ଯାହାଦ୍ୱାରା ବହୁତ ରୋଗୀ ଓ ଥାଲାସିମିଆ ରୋଗରେ ପୀଡିତ ଛୋଟ ଛୋଟ ଛୁଆମାନେ ରକ୍ତ ନପାଇ ଏମିତିକି ରୋଗୀଙ୍କ ପରିଜନ ରକ୍ତ ଭଣ୍ଡାର ଆଗରେ ଦୈନଦିନ ଘଂଟା ଘଂଟା

ବିଷ ବଳୟରେ ତାଳଚେର

ଦେଶର ଆର୍ଥିକ ବିକାଶ‌ରେ ତାଳଚେରର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ଦେଶ ସ୍ବାଧୀନତା ଲାଭ କରିବା ପୂର୍ବରୁ ତାଳଚେରରେ କୋଇଲା ଖଣିର ସନ୍ଧାନ ମିଳିଥିଲା। ଏଥିରୁ ମିଳୁଥିବା ବିପୁଳ ରାଜସ୍ବ ଦେଶର ଆର୍ଥିକ ସମ୍ବଳ ବୃଦ୍ଧି କରୁଛି। ତାଳଚେର/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ଦେଶର

ବଣ୍ଡା କାହାକୁ ଡାକିବେ ମା’?

କଥା ସେ କାଳର ପ୍ରଭୁ ଶ୍ରୀରାମଙ୍କ ପାଦ ପଡ଼ିଥିବା ପାହାଡ଼ ଶ୍ରୀହୀନ ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ତ୍ରେତେୟା ଯୁଗରୁ ଆଜି ପର୍ଯ୍ୟନ୍ତ ଦଣ୍ଡକାରଣ୍ୟର ପ୍ରାସଙ୍ଗିକତା ରହିଛି। ବିଶାଳ ଦଣ୍ଡକାରଣ୍ୟର କିଛି ଅଂଶକୁ ବର୍ତ୍ତମାନ ମାଲକାନଗିରି ବୋଲି କୁହାଯାଉଛି।

ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି

କ୍ୟାମ୍ପ ଉଠିଲେ ଆତ୍ମଦାହ ଧମକ ଦେଲେ ଗ୍ରାମବାସୀ ଚିତ୍ରକୋଣ୍ଡା/ଭୁବନେଶ୍ୱର,୨୩-୦୯-୨୦୨୪(ପିପିଏସ ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୁର୍ଗମ ଯନ୍ତ୍ରୀ ପଞ୍ଚାୟତ ରେ ବିଏସଏଫ କ୍ୟାମ୍ପ ଉଠିବା ପ୍ରତିବାଦ ରେ ପ୍ରଜାମେଳି କରି ଏକଜୁଟ ହେଲେ ଯନ୍ତ୍ରୀ ପଞ୍ଚାୟତର ଚଉଦ