Browsing Category

ଜୀବନଚର୍ଯ୍ୟା

ରାଜ୍ୟରେ ହ୍ୱାଟ୍ସଆପ୍-ଭିତ୍ତିକ ନାଗରିକ ସେବା ଆରମ୍ଭ ହେବ: ଓଡ଼ିଶା ସରକାର ଏବଂ ମେଟା ମଧ୍ୟରେ ଚୁକ୍ତି

ଓଡ଼ିଶା ସରକାର ଏବଂ ମେଟା ଏକ ଏକୀକୃତ ହ୍ୱାଟ୍ସଆପ୍ ଚାଟବଟ୍ ଆରମ୍ଭ କରିବାକୁ ଚୁକ୍ତି କରିଛନ୍ତି ଯାହା ରାଜ୍ୟର ୪୫ ନିୟୁତରୁ ଅଧିକ ଲୋକଙ୍କୁ ସମସ୍ତ ସାର୍ବଜନୀନ ସେବା ପ୍ରଦାନ କରିବାକୁ ସକ୍ଷମ ହେବ ଭୁବନେଶ୍ୱର ୦୭-୦୩-୨୦୨୫ (ପିପିଏସ ) : ଓଡ଼ିଶା ସରକାର ଏବଂ ମେଟା ଏକ ଏକୀକୃତ

ସହରାଞ୍ଚଳରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଶୁକ୍ରବାର ସହରାଞ୍ଚଳରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଛନ୍ତି ସହରାଞ୍ଚଳ ଏବଂ ଏହାର ଆଖପାଖରେ ଥିବା ସମସ୍ତ ଜଳାଶୟଗୁଡ଼ିକୁ ପୁନରୁଦ୍ଧାର, ପୁନରୁଦ୍ଧାର ଏବଂ

ପୁଲିସ ବିଭାଗର ଆଧୂନିକୀକରଣ ଓ ସଂସ୍କାର ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ

ପୁଲିସ ଚାକିରିରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡିଥାଏ । ସାଧାରଣତ ଗରିବ, ମହିଳା ଏବଂ ପିଲାମାନଙ୍କର ସୁରକ୍ଷା ପୁଲିସ ଉପରେ ନିର୍ଭର କରେ। ୟୁନିଫର୍ମ ସର୍ଭିସ୍‌କୁ ଗର୍ବ ଏବଂ ଜନସାଧାରଣଙ୍କ ସେବାର ଏକ ମାଧ୍ୟମ ଭାବେ ଗ୍ରହଣ କରିବା ଆବଶ୍ୟକ ଭୁବନେଶ୍ୱର ୦୭-୦୩-୨୦୨୫

ଓଡ଼ିଆ ପୁଅ ତପନ ମହାନ୍ତି ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ବିଶ୍ୱକପର ଫ୍ଲୋର୍ ଏକ୍ସରସାଇଜ୍ ଫାଇନାଲ୍ ପାଇଁ ଯୋଗ୍ୟତା…

ବାକୁରେ ଅନୁଷ୍ଠିତ ଏଫଆଇଜି ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ବିଶ୍ୱକପରେ ଓଡ଼ିଶାର ଖ୍ୟାତିସମ୍ପନ୍ନ ଜିମ୍ନାଷ୍ଟ ତପନ ମହାନ୍ତି ଫ୍ଲୋର୍ ଏକ୍ସରସାଇଜ୍ ଫାଇନାଲରେ ସ୍ଥାନ ସୁରକ୍ଷିତ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଭୁବନେଶ୍ୱର ୦୭-୦୩-୨୦୨୫ (ପିପିଏସ ) : ବାକୁରେ ଅନୁଷ୍ଠିତ ଏଫଆଇଜି

ଦିନରେ ସିଝାଉଛି ରାତିରେ ଥରାଉଛି

ଚଳିତ ମାସ ଆରମ୍ବରୁ ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଆରମ୍ଭ ହେବା ସହ ତାପମାତ୍ରା ଉପର ମୁଁହା ହୋଇ ପ୍ରବଳ ରୌଦ୍ରତାପ ଆରମ୍ଭ ହୋଇଯାଇଥିବା ବେଳେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଅଞ୍ଚଳରେ କିନ୍ତୁ ଭିନ୍ନ ଏକ ପରିବେଶ ଅନୁଭୂତ ହେଉଛି ଘୁ.ଉଦୟଗିରି/ଭୁବନେଶ୍ୱର ୦୬-୦୩-୨୦୨୫(ପିପିଏସ) : ଚଳିତ

ଭୁବନେଶ୍ବରରେ ୬୧ ପିଲା ଦେଲେନି ମାଟ୍ରିକ ପରୀକ୍ଷା: ସହର ଛାଡ଼ି ପଳାଇଲେ

ମାଟ୍ରିକ୍‌ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ। ମାତ୍ର ଦିନଟିଏ ମଧ୍ୟ ପରୀକ୍ଷା କେନ୍ଦ୍ରକୁ ଆସିଲେ ନାହିଁ। ତନାଘନା ପରେ ଏହା ପଛର କାରଣ ସମସ୍ତଙ୍କୁ ଚକିତ କରିଛି। ଫର୍ମ ପୂରଣ କରିଥିବା ଜଣେ ଛାତ୍ରୀ ବିବାହ କରିଛନ୍ତି। ଭୁବନେଶ୍ୱର ୦୬-୦୩-୨୦୨୫(ପିପିଏସ) : ମାଟ୍ରିକ୍‌ ପରୀକ୍ଷା

୮ରୁ ତାତି

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆଜି ଭଳି ସ୍ଥିତି ଲାଗିରହିବ। ମାତ୍ର ଏହାପରେ ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବ। ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଭୁବନେଶ୍ୱର ୦୬-୦୩-୨୦୨୫(ପିପିଏସ) : ଆସନ୍ତା ଦୁଇ ଦିନ

ଅନ୍ଧାରରେ କଟୁଛି ୩୫୦୦ ପରିବାରଙ୍କ ଜୀବନ

୨୭୪ ପଡ଼ା ଗାଁରେ ନାହିଁ ବିଜୁଳି ଆଲୁଅ ନବରଙ୍ଗପୁର ଜିଲ୍ଲାର ୨୭୪ ପଡ଼ା ଗାଁରେ ବସବାସ କରୁଥିବା ୩୫୫୩ ପରିବାର ଆଜି ବି ଅନ୍ଧାରରେ ରହୁଛନ୍ତି। ଏଯାଏଁ ଏହି ଗାଁ ଗୁଡ଼ିକରେ ବିଜୁଳି ଆଲୁଅ ପହଞ୍ଚି ପାରିନି। ସରକାରୀ ରେକର୍ଡରେ ଏହି ଗାଁକୁ ସୋଲାର ପ୍ରକଳ୍ପ ଜରିଆରେ

ଆସିଲା ସୁଭଦ୍ରାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା

ପୂର୍ବ ଘୋଷଣା ମୁତାବକ ଆଜି ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି | ଏହାସହିତ ଆଜି ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଛୁଇଁଛି | ପ୍ରଭାତୀ ପରିଡା ଘୋଷଣା କରିଛନ୍ତି ଯେ ଆଜି ୨ ଲକ୍ଷ ୩୦ ହଜାରରୁ ଊର୍ଦ୍ଧ୍ବ ମହିଳାଙ୍କୁ ଟଙ୍କା ମିଳିଛି|

ବିରଳ ରୋଗରେ ପୀଡିତ ଶିଶୁଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୫ ଲକ୍ଷ ଟଙ୍କା ପ୍ରଦାନ

ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଗୁଢ଼ିଆଲି ଗ୍ରାମର ବାପା ହେରମ୍ବ ଗିରି ଓ ମାତା ବିଳାସ ଗିରିଙ୍କ କୋଳରେ ୭ ବର୍ଷ ପୂର୍ବେ ଏକ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିଥିଲେ। ଜନ୍ମର ଏକ ବର୍ଷ ପରେ ଦେହ ପୋଡି ଯିବା ଭଳି ଦେଖା ଦେଇଥିଲା। ସୂର୍ଯ୍ୟ କିରଣ ପଡିଲେ ଦେହ ଜଳାପୋଡ଼ା ହେଉଛି